Daily Archives

October 19, 2021

ମମିତା ମେହେର ନିଖୋଜ ମାମଲା । ମୁଖ୍ୟ କାର୍ପଟଦାର ଗୋବିନ୍ଦ ସାହୁ ଗିରଫ ସୂଚନା

କନକ ବ୍ୟୁରୋ: ବହୁଚର୍ଚ୍ଚିତ ମମିତା ମେହେର ନିଖୋଜ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ଗିରଫ । ଗୋବିନ୍ଦ ସାହୁକୁ ଏବେ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମୁଣ୍ଡପଦରରେ ଗୋବିନ୍ଦ ସାହୁ ନିଜ ଭଉଣୀ ଘରେ ଲୁଚିଥିବାବେଳେ ସେଠାରୁ ପୋଲିସ ତାକୁ ଗିରଫ କରିଛି । ତେବେ…

ଅକ୍ଟୋବର/ ନଭେମ୍ବର ମାସ ପାଇଁ ପୂଜା ଗାଇଡଲାଇନ୍ ଆଣିଲା ବିଏମସି । ଜାଣନ୍ତୁ, ଜାରି ହେଲା କେଉଁ କେଉଁ ନୂଆ ନିୟମ…

କନକ ବ୍ୟୁରୋ: ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଯାଉଥିବା ପୂଜା ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛି ବିଏମସି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଭୁବନେଶ୍ୱର ମହାନଗର ନିଗମ ତରଫରୁ ଏହି ମାର୍ଗଦର୍ଶିକା ଜାରି କରାଯାଇଛି । ଆସନ୍ତା ମାସରେ ହେବାକୁ ଥିବା ଲକ୍ଷ୍ମୀ ପୂଜା, କାଳୀ…

ଅଣ୍ଡା ଭାଙ୍ଗିବା ବେଳେ ଯଦି ଦେଖାଯାଏ ଏମିତି ରଙ୍ଗ । ତେବେ ହୋଇଯାନ୍ତୁ ସାବଧାନ, ଲୁଚିଥିବା ଭୂତାଣୁ ଆଣିପାରେ ରୋଗ

କନକ ବ୍ୟୁରୋ : ସ୍ୱାଦିଷ୍ଟ ତଥା ପ୍ରୋଟିନରେ ଭରପୁର ରହିଛି ଅଣ୍ଡା । ହେଲେ ଏହାକୁ ଖାଇବା ବେଳେ ଯଦି କିଛି ଜିନିଷ ଉପରେ ଆପଣ ନଜର ନ ରଖନ୍ତି ତେବେ ଏହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିପାରେ । ବୈଜ୍ଞାନିକମାନଙ୍କ କହିବା ମୁତାବକ କିଛି ଅଣ୍ଡାରେ ଏମିତି ଭୂତାଣୁ ଲୁଚି ରହିଛି, ଯାହାକି…

ଆସନ୍ତା ୨୪ ଘଣ୍ଟାରେ ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଚାରିଟି ଜିଲ୍ଲା ମଧ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ରହିଛି । ବର୍ଷା ସମୟରେ ଏହି ଜିଲ୍ଲା ଗୁଡ଼ିକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ…

ଜମାଟୋରେ ଭାଷା ବିବାଦ, ଗ୍ରାହକ କହିଲେ ଯେଉଁଠି ସେବା ଦେବ ସେଠିକାର ଭାଷା ଜାଣିବା ନିହାତି ଆବଶ୍ୟକ

କନକ ବ୍ୟୁରୋ : ଫୁଡ ଡେଲିଭରୀ କମ୍ପାନୀ ଜମାଟୋ ପୁଣିଥରେ ବିବାଦ ଘେରରେ ଛନ୍ଦି ହୋଇଯାଇଛି । ଏଥର ମାମଲା ହିନ୍ଦୀ ଭାଷାକୁ ନେଇ ଦେଖାଦେଇଛି । ଚେନ୍ନାଇର ଜଣେ ଗ୍ରାହକ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ଜଣେ କର୍ମଚାରୀ ହିନ୍ଦୀ ଭାଷାକୁ ନେଇ ତାଙ୍କ ସହିତ ଯୁକ୍ତି କରିଥିଲେ । ଗ୍ରାହକ ଜଣଙ୍କ…

ମମିତା ମେହେର ନିଖୋଜ ଘଟଣାର ୧୦ ବଡ଼ ପ୍ରଶ୍ନ । ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ମମତା ମେହେର ନିଖୋଜ ଘଟଣାର ଅନେକ ସତ ଆଜି ସାମ୍ନାକୁ ଆସିଛି । ଏହି ଘଟଣାକ୍ରମରେ ଏବେ ୧୦ଟି ବଡ଼ ପ୍ରଶ୍ନ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇରହିଛି । ୧. ଗଳିତ ମୃତଦେହ ମିଳିବା ସ୍ଥାନକୁ କେମିତି ପାଇଲା ପୋଲିସ ? ୨. ମୃତଦେହ ମମିତା ମେହେରଙ୍କ କି ? ୩. ସୁନା ଚେନ୍ ଓ ପାଉଁଜି…