Daily Archives

September 15, 2021

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ।  ୧୮ରେ ନେଇପାରେ ଲଘୁଚାପର ରୂପ । ସେପଟେ ମହାନଦୀରେ ଆସିବ ବନ୍ୟା!

କନକ ବ୍ୟୁରୋ: ମଙ୍ଗଳବାର ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଜଳସ୍ତର ବୃଦ୍ଧି ପାଇବା ପରେ ଜଳଭଣ୍ଡାରୁ ୧୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ତେବେ ଜଳଭଣ୍ଡାରରେ ୬୨୮ ଫୁଟରେ ଜଳସ୍ତରକୁ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର ।…

ଖୋଲୁଛି ଚାନ୍ଦିପୁର ତଥ୍ୟ ଲିକ୍ ଘଟଣାର ଗୁମର । ପାକିସ୍ତାନୀ ମହିଳାଙ୍କ ହନିଟ୍ରାପରେ ଫସିଥଲେ ୪ ଅଭିଯୁକ୍ତ ।

କନକ ବ୍ୟୁରୋ: ଧୀରେ ଧୀରେ ଖୋଲୁଛି ବସନ୍ତ ବେହେରା, ହେମନ୍ତ ମିସ୍ତ୍ରୀ, ତାପସ ନାୟକ ଓ ଶେଖ୍ ମୁସାଫିରଙ୍କ ଗୁମର । ସୂଚନା ମିଳୁଛି, ସୁନ୍ଦରୀ ମହିଳା ଓ ମୋଟା ଅଙ୍କର ଟଙ୍କା ଲୋଭ, ଏମାନଙ୍କୁ ସଜାଇ ଦେଇଥିଲା ଦେଶଦ୍ରୋହୀ । ତେବେ ଏହି ଦେଶଦ୍ରୋହୀଙ୍କ ପୂରା ଚେନ୍ କେଉଁ ଆଡକୁ ବ୍ୟାପିଛି ଏହାର…

ଏ ହେଉଛି ଦୁନିଆର ସବୁଠାରୁ ଭୟଙ୍କର ସିରିଏଲ କିଲରର କାହାଣୀ

କନକ ବ୍ୟୁରୋ : ଆପଣମାନେ ଦୁନିଆର କେତେ କେତେ ଭୟଙ୍କର ଅପରାଧୀଙ୍କ କାହାଣୀ ଶୁଣିଥିବେ । ହେଲେ ଆଜି ଆମେ ଜଣେ କୁଖ୍ୟାତ ସିରିଏଲ କିଲରର କାହାଣୀ କହିବାକୁ ଯାଉଛୁ । ଯାହାକୁ ପଢିଲେ ଆପଣ ବି ତାଜୁବ ହୋଇଯିବେ । ଏହି ସିରିଏଲ କିଲର ଜଣଙ୍କ ତାଙ୍କ ଅପରାଧିକ ଜୀବନ କାଳରେ ୧୦୦ ରୁ ଅଧିକ ଶିଶୁଙ୍କୁ…

ଆସିଲା ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବିବାଦୀୟ ନେତାଙ୍କୁ ମିଳିଲାନି ସ୍ଥାନ, ବାଦ୍ ପଡିଲେ ହେଭିୱେଟ ।

କନକ ବ୍ୟୁରୋ  : ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ନବୀନଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ଅନେକ ନେତାଙ୍କୁ ତାଲିକାରୁ ଆଉଟ କରାଯାଇଛି । ଖାସକରି ଯେଉଁମାନେ ଗତ…

ପିପିଲି ଉପ ନିର୍ବାଚନ: କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ମୋଟ ୨୦ ଜଣଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି । ଦେଖନ୍ତୁ କିଏ ପାଇଲେ କଂଗ୍ରେସ ଷ୍ଟାର…

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିଲେ ବି ଉଚ୍ଚ ସ୍ଥାନରେ ଯୁଦ୍ଧ କରିବାକୁ କାହିଁକି ଡରୁଛି ଚୀନ ସେନା ?

ସାରା ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ କିଛି ବର୍ଷ ହେବ ଚୀନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଡ କରିବାରେ ଲାଗିଛି । ଏହାସହ ନିଜ ସେନାକୁ ସାମରିକ ଭାବେ ବିଶ୍ୱରେ ଶକ୍ତିଶାଳୀ କରିବାକୁ ପାଣିଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ଚୀନର କମ୍ୟୁନିଷ୍ଟ ଶାସକ । ହେଲେ ଏତେ ଅତ୍ୟାଧୁନିକ…