Daily Archives

September 15, 2021

ଟାଇମ୍ ମାଗାଜିନ: ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ପୁଣି ମୋଦୀ । ମମତା ବାନାର୍ଜୀ, ଅଦାରା ପୁନାୱାଲାଙ୍କ…

କନକ ବ୍ୟୁରୋ: ଆମେରିକାର ପ୍ରସିଦ୍ଧ ଟାଇମ୍ ମାଗାଜିନ ଚଳିତ ବର୍ଷର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରିଛି । ଯାହା ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସିରମ ଇନଷ୍ଟିଚ୍ୟୁଟର ସିିଇଓ ଅଦାର ପୁନାବାଲା ରହିଛନ୍ତି । ତାଙ୍କ ସହିତ ପଶ୍ଚିମବଙ୍ଗ…

ତାଲିବାନକୁ ନେଇ ପାକିସ୍ତାନ ଉପରେ ନାରାଜ ଆମେରିକା । ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିିଚାର କରାଯିବ କହିଲା ବାଇଡେନ…

କନକ ବ୍ୟୁରୋ: ଆଫଗାନିସ୍ତାନରେ କ୍ଷମତାର ପରିବର୍ତ୍ତନ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜାରି ଥିବା ବେଳେ ପାକିସ୍ତାନର ଭୂମିକା କାଠଗଡ଼ାକୁ ଆସିଛି । ପାକିସ୍ତାନର ସହାୟତା ହିଁ ତାଲିବାନକୁ ଏତେ ବଳବାନ କରିଥିବା କୁହାଯାଉଛି । ଏହାରି ଭିତରେ ତାଲିବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ପାକିସ୍ତାନ…

ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ସର୍ଭେ । ପଢନ୍ତୁ, ପ୍ରତିକ୍ରିୟା ପ୍ରକାଶ କରି କଣ କହିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ସର୍ଭେ ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ବୁଧବାର ସୋନୁ ସୁଦଙ୍କୁ ସମର୍ଥନ କରିି କେଜ୍ରିୱାଲ କହିଛନ୍ତି, “ସତ୍ୟ ପଥରେ ଚାଲିବାକୁ ହେଲେ ଅନେକ ଅସୁବିଧାର…

ବନ୍ୟାରେ ୧୩୯ ବ୍ଲକର ୪୯୬୪ ଗାଁ ପ୍ରଭାବିତ । ଏବେ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ।

କନକ ବ୍ୟୁରୋ: ଲଗାଣ ବର୍ଷାରେ ଏବେ ରାଜ୍ୟର ସ୍ଥିତି ବେହାଲ । ରାଜ୍ୟ ସରକାରଙ୍କ ରିପୋର୍ଟ ମୁତାବକ ଏବେ ସୁଦ୍ଧା ବନ୍ୟାରେ ୧୩୯ ବ୍ଲକର ୪୯୬୪ ଗାଁ ପ୍ରଭାବିତ ହୋଇଥିବାବେଳେ, ନଷ୍ଟ ହୋଇଛି ମୋଟ ୭୫୪୦ ଘର । ଖାଲି ସେତିକି ନୁହେଁ ବନ୍ୟା ପାଇଁ ମୋଟ ୨୦ ହଜାର ୫୫୨ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ…

ପାକିସ୍ତାନରୁ ଭାରତ ବିରୋଧୀ ଷଡ଼ଯନ୍ତ୍ର ରଚୁଛି ଦାଉଦ ଇବ୍ରାହିମ୍ । ଦେଶର ପ୍ରମୁଖ ସହରରେ ବିସ୍ଫୋରଣ ପାଇଁ ହୋଇଥିଲା…

କନକ ବ୍ୟୁରୋ : ପାକିସ୍ତାନରେ ରହି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଆତଙ୍କବାଦୀ ଦାଉଦ ଇବ୍ରାହିମ୍  । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଛତ୍ରଛାୟା ତଳେ ଲୁଚିବସିଥିବା ଡି-କମ୍ପାନୀର ମାଲିକ ଦାଉଦ ଭାରତରେ ବିସ୍ଫୋରଣ ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର କରୁଛି । ମଙ୍ଗଳବାର ୬ ଜଣ ଆତଙ୍କବାଦୀ…