Daily Archives

September 19, 2021

ବ୍ରାଭୋଙ୍କ ଚମତ୍କାର ବୋଲିଂ: ୨୦ ରନରେ ମୁମ୍ବାଇକୁ ହରାଇଲା ଚେନ୍ନାଇ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ ୨୦ ରନରେ ମୁମ୍ବାଇକୁ ପରାସ୍ତ କରିଛି । ଫଳରେ ଆଇପିଏଲ ୨୦୨୧ର ଦ୍ୱିତୀୟ ଫେଜରେ ଚେନ୍ନାଇ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା…

ମ୍ୟାଚ ପୂର୍ବରୁ ବିରାଟଙ୍କ ବଡ ଘୋଷଣା: ୨୦୨୧ ପରେ ଆରସିବି ଅଧିନାୟକ ପଦ ଛାଡିବେ ବିରାଟ

କନକ ବ୍ୟୁରୋ: ବିରାଟ କୋହଲି ଆରସିବି ଅଧିନାୟକ ପଦ ଛାଡିବେ । ୨୦୨୧ ଆଇପିଏଲ ପରେ ଅଧିନାୟକ ପଦ ଛାଡିବେ ବିରାଟ କୋହଲି । ଏନେଇ ଆରସିବି ଏକ ଭିଡିଓ ଜାରି କରି ସୂଚନା ଦେଇଛି । ଭିଡିଓରେ ନିଜେ ବିରାଟ କୋହଲି ଆଇପିଏଲ ପଦ ଛାଡିବା ନେଇ ଘୋଷଣା କରିଛନ୍ତି । ଭିଡିଓରେ ବିରାଟ କହିଛନ୍ତି, ଚଳିତ…

କାଶ୍ମୀରରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ଭୟରେ ବନ୍ଧୁକ ଛାଡି ପଳାଇଲେ ଆତଙ୍କୀ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରରେ ପୁଣିଥରେ ସକ୍ରିୟ ହୋଇ ଉଠିଲେଣି ଆତଙ୍କବାଦୀ । ପ୍ରାୟ ଅଧିକାଂଶ ଦିନ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଥିବାର ଖବର ସାମ୍ନାକୁ ଆସୁଛି । ଏସବୁ ଭିତରେ ଗତ ଶନିବାର ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଶ୍ରୀନଗରରେ ଗୁଳି ବିନିମୟ…

ଖୁଦୁରୁକୁଣୀ ଓଷା କଲେ, ସେଲ୍ଫି ନେଲେ । ଗାଁରେ ମାଆଙ୍କ ପୂଜା କଲେ ଦୂତୀ ଚାନ୍ଦ ।

କନକ ବ୍ୟୁରୋ: ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଳିଲେ ଦୂତୀ ଚାନ୍ଦ । ନିଜ ଗାଁରେ ଏ ପାଳି ବି ଖୁଦୁରୁକୁଣୀ ଓଷା କଲେ ଦୂତୀ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସ୍ଥିତ ଚକଗୋପାଳପୁରକୁ ଯାଇ ଗାଁ ଯୁବତୀଙ୍କ ସହ ଦୂତୀ କରିଛନ୍ତି ଖୁଦୁରୁକୁଣୀ ଓଷା । ରବିବାର ଖୁଦୁରୁକୁଣୀ ଓଷାର ଶେଷ ପାଳି ପାଇଁ ସେ…

୧୯ ଲକ୍ଷ ଟଙ୍କାରେ ନିଲାମ ହେଲା ପ୍ରଭୁ ଗଣେଶଙ୍କ ଲଡୁ ।

କନକ ବ୍ୟୁରୋ : ମୁଖ୍ୟତଃ ହାଇଦ୍ରାବାଦର ବାଲାପୁର ଅଞ୍ଚଳରେ ଗଣେଶ ପୂଜାରେ ଲଡ଼ୁର ସ୍ୱତନ୍ତ୍ରତା ରହି ଆସିଛି । ରବିବାର ହାଇଦ୍ରାବାଦର ବାଲାପୁର ଗଣେଶଙ୍କ ସବୁଠାରୁ ଲୋକପ୍ରିୟ ୨୧ କିଲୋର ଲଡୁ ୧୮.୯୦ ଲକ୍ଷ ଟଙ୍କାରେ ସର୍ବକାଳିନ ରେକର୍ଡ ସହିତ ନିଲାମ ହୋଇଛି । ଆନ୍ଧ୍ରପ୍ରଦେଶର MLA ରମେଶ…

ଋତୁରାଜଙ୍କ ଦମଦାର ବ୍ୟାଟିଂ । ୧୫୬ ରନ କଲା ଚେନ୍ନାଇ, ମୁମ୍ବାଇ ଆଗରେ ୧୫୭ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ ମିଳିଛି । ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଆରମ୍ଭରୁ ମୁମ୍ବାଇର ଚମତ୍କାର ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଚେନ୍ନାଇର ବ୍ୟାଟ୍ସମ୍ୟାନମାନେ । ହେଲେ ଶେଷ ଆଡକୁ ଚେନ୍ନାଇ ଚମôତାର ବ୍ୟାଟିଂ କରି ୧୫୬…