Daily Archives

September 20, 2021

ଦେଖୁ ଦେଖୁ ଟ୍ରେନ ତଳକୁ ଖସିଗଲେ ମହିଳା… ଲୋକଙ୍କ ଯୋଗୁଁ ଏମିତି ବଞ୍ଚିଗଲା ଜୀବନ

କନକ ବ୍ୟୁରୋ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’ ବୋଲି କଥାରେ ଅଛି। ଇଶ୍ବର ଯଦି ଆପଣଙ୍କ ସହିତ ଅଛନ୍ତି ତେ‌ବେ ଆପଣଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି , ଚଳନ୍ତା…

କୋଲକାତାର ବଡ ବିଜୟ: ବାଙ୍ଗାଲୋରକୁ ମାତ୍ର ୧୦ ଓଭରରେ ହରାଇଦେଲା କେକେଆର

କନକ ବ୍ୟୁରୋ: ବାଙ୍ଗାଲୋର ବିପକ୍ଷରେ ସହଜ ବିଜୟ ହାସଲ କଲା କୋଲକାତା ନାଇଟ ରାଇଡର । ଏହି ମ୍ୟାଚରେ ୯୩ ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି କୋଲକାତା ଏହି ବିଜୟ ଲାଭ କରିଛି । କେକେଆରର ଓପନର ଶୁଭମନ ଗିଲ ଓ ଭେଙ୍କଟେଶ ଆୟର ଦମଦାର ବ୍ୟାଟିଂ କରି ଏହି ବିଜୟ ଦେଇଛନ୍ତି । ମାତ୍ର ୧୦ ଓଭରରେ…

ଟ୍ୟୁସନ ଯାଇଥିଲେ ଶବ ହୋଇ ଫେରିଲେ । ରାଜଧାନୀର ମୁକୁଳା ଡ୍ରେନ ନେଇଗଲା ରାଜାର ଜୀବନ ।

କନକ ବ୍ୟୁରୋ : ଟ୍ୟୁସନ ଯାଇଥିଲେ ଶବ ହୋଇ ଫେରିଲେ । ମୁକୁଳା ଡ୍ରେନ ନେଇଗଲା ନାବାଳକର ଜୀବନ । କୌଣସି ନଈ କି ନାଳ ନୁହେଁ । ଟ୍ୟୁସନ ପାଇଁ ଯାଉଥିବା ବେଳେ ଡ୍ରେନରେ ଭାସିଯାଇ ନାବାଳକର ଜୀବନ ଚାଲିଗଲା । ଏହି ଅଘଟଣ ପୁଣି କୌଣସି ଉପାନ୍ତ ଅଞ୍ଚଳରେ ଘଟିନି, ଘଟିଛି ଓଡିଶାର ରାଜଧାନୀ…

ଆସନ୍ତା ୨୪ରେ ମୋଦୀ-ବାଇଡେନ ଭେଟ: ହ୍ୱାଇଟ ହାଉସରେ ହେବ ଆଲୋଚନା

କନକ ବ୍ୟୁରୋ: ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯିବେ ଆମେରିକା । ଏହି ଗସ୍ତ ବେଳେ ମୋଦୀ ଭେଟିବେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ । ସେପ୍ଟେମ୍ବର ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ । ଏହା ପୂର୍ବରୁ ବିଶ୍ୱର ଦୁଇ ପ୍ରମୁଖ ଗଣତାନ୍ତ୍ରିକ ଦେଶର ନେତାଙ୍କ…

ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ । କୋଠରୀ ଭିତରୁ ମିଳିଲା ସୁଇସାଇଡ୍ ନୋଟ ।

କନକ ବ୍ୟୁରୋ: ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏବେ ତାଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୋଲିସ । ଏହି ସୁଇସାଇଡ୍ ନୋଟରେ ତାଙ୍କର ଜଣେ ଶିଷ୍ୟଙ୍କ ବିଷୟରେ ଉଲ୍ଲେଖ ରହିଛି । ଯିଏକି ଲଗାତାର ଭାବେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ…

ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡର ବଡ ନିଷ୍ପତ୍ତି: ପାକିସ୍ତାନ ଗସ୍ତ ବାତିଲ କଲା ଇସିବି

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡର କ୍ରିକେଟ ବୋର୍ଡର ବଡ ନିଷ୍ପତ୍ତି । ଆଜି ପାକିସ୍ତାନର ସମସ୍ତ ଗସ୍ତ ବାତିଲ କଲା ଇସିବି । ଉଭୟ ପୁରୁଷ ଓ ମହିଳା କ୍ରିକେଟର ଏହି ଟୁରକୁ ବାତିଲ କରାଯାଇଛି । ଏନେଇ ଇସିବି ନିଜେ ଟ୍ୱିଟ କରି ସୂଚନା ଦେଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ପାକିସ୍ତାନ ଗତ…