Daily Archives

September 8, 2021

ଆଫଗାନିସ୍ତାନ ସ୍ଥିତି ନେଇ ରଣନୀତି ପ୍ରସ୍ତୁତ କରୁଛି ଭାରତ । ଦିଲ୍ଲୀରେ ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଲେ ଡୋଭାଲ ।

କନକ ବ୍ୟୁରୋ: ଆଫଗାନିସ୍ତାନକୁ ତାଲିବାନ କବଜା ପରେ ସେଠାକାର ସ୍ଥିତିକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି । ବିଶେଷକରି ଆଫଗାନିସ୍ତାନର ଉନ୍ନତି ପାଇଁ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଥିବା ଦେଶମାନେ ଏବେ ଚିନ୍ତାରେ । ଶାସନକୁ ଆସିବା ପରେ ତାଲିବାନ କ’ଣ ଆଭିମୁଖ୍ୟ ରଖିବ…

ହରିୟାଣା କର୍ଣ୍ଣାଲରେ ଚାଷୀଙ୍କ ମହାପଞ୍ଚାୟତ । ଜିଲ୍ଲାପାଳଙ୍କ ବହିଷ୍କାର ଦାବିରେ ଦ୍ୱିତୀୟ ଦିନରେ ପହଞ୍ଚିଲା ଅନଶନ 

କନକ ବ୍ୟୁରୋ: ହରିୟାଣା ସରକାର ଓ ଏସଡିଏମ ଆୟୁଷ ସିହ୍ନାଙ୍କ  ବିରୋଧରେ ମିନି ସଚିବାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିିଛି । ଅଗଷ୍ଟ ୨୮ରେ ଚାଷୀଙ୍କ ଉପରେ ହୋଇଥିବା ପୋଲିସର ଲାଠିଚାର୍ଜକୁ ବିରୋଧ କରି କୃଷକ ମାନେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି ।…

ଟି-୨୦ ବିଶ୍ୱକପରେ ଧୋନୀ:  ୨୦୦୭ରୁ ୨୦୧୬ ଅଧିନାୟକ, ୨୦୨୧ରେ ମେଣ୍ଟର 

କନକ ବ୍ୟୁରୋ: ୨୦୦୭ରୁ ୨୦୧୬ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ । ଆଉ ଏବେ ୨୦୨୧ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ମେଣ୍ଟର ।  ସେତେବେଳେ ଦଳର ନେତୃତ୍ୱ ନେଉଥିଲେ, ଆଉ ଏବେ ଦଳକୁ ବିଶ୍ୱକପ ବିଜୟର ଫର୍ମୁଲା କହିବେ ମହେନ୍ଦ୍ର ସିଂହ ଧୋନୀ । ପୂର୍ବ ଅପେକ୍ଷା ଏବେ ଦାୟିତ୍ୱ ବଦଳିଛି ସତ,…

ଦବଙ୍ଗ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ଜିଲ୍ଲା ଯୋଜନା କମିଟିରୁ ହଟିଲେ ପ୍ରଶାନ୍ତ

କନକ ବ୍ୟୁରୋ: ବିଜେପି କର୍ମୀଙ୍କୁ ମାଡ଼ମାରିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ବିଧାୟକଙ୍କ ପାଇଁ ମହଙ୍ଗା ପଡ଼ିଛି। ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ ବିଜୁ ଜନତା ଦଳ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି। ବିଜେଡରୁ ପ୍ରଶାନ୍ତ ନିଲମ୍ବିତ ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ…

ପ୍ରଶାନ୍ତ ଜଗଦ୍ଦେବ: ନିଲମ୍ବିତ ବିଧାୟକଙ୍କ ନାଁରେ ଅଭିଯୋଗର ଲମ୍ବା ତାଲିକା….

କନକ ବ୍ୟୁରୋ: ମହଙ୍ଗା ପଡ଼ିଲା ମାଡ଼ମରା । ଅଭିଯୋଗରେ ତାଲିକା ଲମ୍ବି ଚାଲିଥିବା ବେଳେ ଏଥର ଚିଲିକା ବିଧାୟକଙ୍କୁ ବିଜେଡିରୁ ନିଲମ୍ବିତ କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ବେଗୁନିଆରୁ ଚିଲିକା, ବିଧାନସଭା କ୍ଷେତ୍ର ବଦଳିଥିଲା ସତ କିନ୍ତୁ ଜଗଦ୍ଦେବଙ୍କ ଗୁଣ୍ଡାରାଜ ଉପରେ ପଡ଼ିନଥିଲା…

ଧୋନୀ ଦେବେ ଟି-୨୦ ବିଶ୍ୱକପ୍ ବିଜୟୀ ମନ୍ତ୍ର । ମାହିଙ୍କୁ ଦଳର ମେଣ୍ଟର ଭାବେ ଦାୟିତ୍ୱ ଦେଲା ବିସିସିଆଇ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଆଉ ଏହାରି ଭିତରେ କ୍ରୀଡାପ୍ରେମୀଙ୍କ ପାଇଁ ଆସିଛି ବଡ ଖୁସିଖବର । ୨୦୦୭ ଟି-୨୦ ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ମେଣ୍ଟର ଭାବେ ଦାୟିତ୍ୱ ଦେଇଛି ଭାରତୀୟ କ୍ରିକେଟ୍ ବୋର୍ଡ ।…