Daily Archives

September 17, 2021

ଚୀନ୍ ପରେ ତାଲିବାନକୁ ସମର୍ଥନ କଲା ଋଷ: ପୁତିନ କହିଲେ ଏମିତି କଥା…

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ନୂଆ ସରକାର ଗଢି ସାରିଛି । କିଛି ଦେଶ ଏହି ତାଲିବାନ ସରକାରକୁ ବିରୋଧ କରୁଥିବା ବେଳେ ଆଉ କିଛି ଦେଶ ଏହାକୁ ସମର୍ଥନ କରୁଛନ୍ତି । ଚୀନ ଆଉ ପାକିସ୍ତାନ ତାଲିବାନ ସରକାରକୁ ସମର୍ଥନ କରୁଥିବା ଖବର ଆଗରୁ ଆସିଥିବା ବେଳେ ଋଷ ବି ତାଲିବାନ ସରକାରକୁ ସମର୍ଥନ…

୩ କୃଷି ଆଇନକୁ ପୂରିଲା ୧ ବର୍ଷ । କଳା ଦିବସ ପାଳିଲା ସିରୋମଣି ଅକାଳି ଦଳ  

କନକ ବ୍ୟୁରୋ: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ପୁଣି ତେଜିଲା ଚାଷି ଆନ୍ଦୋଳନ । ଏନେଇ ଶୁକ୍ରବାରକୁ ବ୍ଲାକ୍ ଫ୍ରାଇଡେ ଘୋଷଣା କରିବା ସହ ଦିଲ୍ଲୀରେ  ଶତାଧିତ ଚାଷିଙ୍କୁ ନେଇ ସିରୋମଣି ଅକାଳି ଦଳ ବିରୋଧ ପ୍ରର୍ଦଶନ କରିଛି । କୃଷି ଆଇନ ପ୍ରଣୟନକୁ ୧ ବର୍ଷ ପୁରଣ ହୋଇଥିବାରୁ ଏହାକୁ ବ୍ଲାକ୍…

୭୧ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଦେଶ, ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

କନକ ବ୍ୟୁରୋ: ୭୧ ବର୍ଷରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ ମସିହାରୁ ଦେଶକୁ ବଳିଷ୍ଠ ନେତୃତ୍ୱ ଦେଉଥିବା ମୋଦିଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ବାଲୁକା କଳାରେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଆ…

ହସି ହସି ଗଡାଇଲା ପାକିସ୍ତାନର ଏହି ଟ୍ୱିଟ: ଏମିତି ଇଂରାଜୀ କହି ଟ୍ରୋଲ ହେଲା ପିସିବି

କନକ ବ୍ୟୁରୋ: ଆଜି ପାକିସ୍ତାନରେ ହେବାକୁଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ସିରିଜ ଆରମ୍ଭ ହେବାର ଠିକ କିଛି ସମୟ ପୂର୍ବରୁ ରଦ୍ଦ କରିଛି ନ୍ୟୁଜିଲାଣ୍ଡ । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଏଭଳି ଗୋଟିଏ ବଡ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ହେଲେ ମ୍ୟାଚ ରଦ୍ଦ ହେବା ପୂର୍ବରୁ ପାକିସ୍ତାନ…

ଓଡ଼ିଶାରେ ରୁଜୁ ହୋଇଛି ସୁବୁଠୁ ଅଧିକ ଆୟ ବହିର୍ଭୁତ ମାମଲା । ଏବେ ବି ସରିନି ୯୮% କେସର ଶୁଣାଣି…

କନକ ବ୍ୟୁରୋ: ଦୁର୍ନୀତି ମାମଲାରେ କେତେ ସଫଳ ହୋଇଛି ଶୂନ୍ୟ-ସହନଶୀଳତା ? ସବୁଠୁ ଅଧିକ ଆୟ ବହିର୍ଭୂତଃ ମାମଲା ରୁଜୁ କରିିଛି ଓଡ଼ିଶା । ୯୩ ସରକାରୀ ଅଧିକାରୀଙ୍କ ବିରୋଧରେ ହୋଇଛି ମାମଲା । ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟ-୨୦୨୦ ଅନୁସାରେ ସମଗ୍ର ଦେଶରେ ସର୍ବାଧିକ ୯୩ଟି…

ଆକାଶଙ୍କ ନିଆରା ଜନ୍ମଦିନ: ବୃଦ୍ଧାଶ୍ରମରେ ପାଳିଲେ, ସ୍ୱାସ୍ଥ୍ୟ ଶିବିର କଲେ

କନକ ବ୍ୟୁରୋ: ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ ‘ମୋ କଲେଜ ଅଧ୍ୟକ୍ଷ‛ ଆକାଶ ଦାସନାୟକ । ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ନିଜ ଜନ୍ମଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି । ପ୍ରତିବର୍ଷ ସେ ନିଜ ଜନ୍ମଦିନ ଅନାଥ ଆଶ୍ରମର…