Daily Archives

September 18, 2021

ଡିଆରଡିଓ ମାମଲା: କଟକରେ ପହଞ୍ଚିଲେ ୫ ଅଭିଯୁକ୍ତ, ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ

କନକ ବ୍ୟୁରୋ: ଡିଆରଡିଓ ତଥ୍ୟ ଲିକ ମାମଲା, କଟକରେ ପହଞ୍ଚିଲେ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିଲେ ଡିଆରଡିଓ ଅଭିଯୁକ୍ତ । ୫ ଜଣ ଅଭିଯୁକ୍ତଙ୍କୁ ଧରି ପହଞ୍ଚିଲା କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ସମସ୍ତ ଦିଗକୁ ନେଇ ପୁଣି…

ଟିକା ନେବାପରେ..୨୦ ଦିନ ଭିତରେ ଏହି ଲକ୍ଷଣ ଦେଖାଯାଉଛି କି? ରୁହନ୍ତୁ ସତର୍କ…

କନକ ବ୍ୟୁରୋ: ସାରା ଦେଶରେ ଏବେ କୋଭିଡ୍ ଟିକାକରଣ ଜୋରସୋରରେ ଆଗେଇ ଚାଲିଛି । ଲୋକମାନେ ମହାମାରୀ କୋଭିଡ୍ କବଳରୁ ମୁକ୍ତି ପାଇବା ପାଇଁ ଟିକାକରଣରେ ସାମିଲ ହେଉଛନ୍ତି । ହେଲେ ଏହାରି ଭିତରେ କୋଭିଡ୍ ଟିକା ନେବା ପରେ ୨୦ଦିନ ଭିତରେ ଦେଖାଯାଉଥିବା କିଛି ଲକ୍ଷଣ ପ୍ରତି ଯତ୍ନବାନ ହେବାକୁ…

ଟିକା ନେବାକୁ ମନା କରିବାରୁ… କଟିଗଲା ଲାଇନ୍, ଘରକୁ ଆସିଲାନି ପାଣି

କନକ ବ୍ୟୁରୋ: ଗତକାଲି ସାରା ଦେଶରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଥିଲା । ଶୁକ୍ରବାର ପାଖାପାଖି ଅଢେଇ କୋଟି ଲୋକ ଦେଶରେ କୋଭିଡ୍ ଟିକା ନେଇଥିଲେ, ଯାହାକି ଏକ ରେକର୍ଡ । ହେଲେ ଏହାରି ଭିତରେ ମଧ୍ୟପ୍ରଦେଶରୁ ଏମିତି ଏକ ଖବର ଆସିଛି, ଯାହା ଆପଣଙ୍କୁ ଆଶ୍ଚଯ୍ୟ କରିବ । କୋଭିଡ୍ ଟିକା ନେବାକୁ…

ଅଢେଇ କୋଟି ଭ୍ୟାକ୍ସିନେସନ ରେକର୍ଡ ପରେ… ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୋଦି

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଦେଶରେ ୨ କୋଟି ୫୦ ଲକ୍ଷରୁ ଅଧିକ ଟିକାକରଣ କରାଯାଇଛି । ଏହାକୁନେଇ ଦେଶର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରଶଂସା କରିଛନ୍ତ ପ୍ରଧାନମନ୍ତ୍ରୀ । ଗୋଆରେ ସର୍ବାଧିକ ଟିକାକରଣ ହୋଇଥିବାରୁ ଭିଡିଓ…

ଆୟକର ବିଭାଗ ସ୍କାନରରେ ଅଭିନେତା ସୋନୁ ସୁଦ୍: ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ନେଇ ଲାଗିଲା ଅଭିଯୋଗ

କନକ ବ୍ୟୁରୋ: ଆୟକର ବିଭାଗ ପଂଝାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ତାଙ୍କ ବିରୋଧରେ ୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା ଲାଗିଛି ଅଭିଯୋଗ । ଲଗତାର ୩ ଦିନ ଧରି ସୋନୁଙ୍କ ଘରେ ରେଡ କରିବା ପରେ ଏହି ସୂଚନା ଦେଇଛି ଆୟକର ବିଭାଗ । ଖାଲି ସେତିକି ନୁହେଁ ବିଦେଶି ଅନୁଦାନ ଆଇନ ବି ଉଂଲଂଘନ…