Daily Archives

September 27, 2021

ଗରିବ ହିତାଧିକାରୀଙ୍କ ପାଇଁ ମୋଦି ଆଣିଲେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ୍ । ଗୋଟିଏ କାର୍ଡରେ ରହିବ ହିତାଧିକାରୀଙ୍କ…

କନକ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆୟୁଷ୍ମାନ ଭାରତର ଡିଜିଟାଲ ମିଶନର ଶୁଭାରମ୍ଭ କରାଯାଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିବା ସହ ଆୟୁଷ୍ମାନ ଭାରତର ଡିଜିଟାଲ ମିଶନ ବିଷୟରେ…

ଭବାନୀପୁର ନିର୍ବାଚନୀ ପ୍ରଚାରରେ ହିଂସାକାଣ୍ଡ । ବିଜେପି-ଟିଏମସି ମଧ୍ୟରେ ରକ୍ତାକ୍ତ ସଂଘର୍ଷ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ଭବାନିପୁର ଉପ-ନିର୍ବାଚନ ପାଇଁ ଶେଷ ହୋଇଛି ନିର୍ବାଚନୀ ପ୍ରଚାର । ତେବେ ପ୍ରଚାରର ଶେଷ ଦିନରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ନିର୍ବାଚନୀ ପ୍ରଚାରବେଳେ ବିଜେପି ଓ…

ଚାନ୍ଦିପୁର ଘାଟିରେ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଗୋଟିଏ ମାଡ଼ରେ ଶତ୍ରୁକୁ କରିବ ନିପାତ ।

କନକ ବ୍ୟୁରୋ :  ଆଜି ବାଲେଶ୍ୱରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ(ଆଇଟିଆର)ରୁ ଆକାଶ ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଅପରାହ୍ଣ ସାଢେ ୪ଟା ବେଳେ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରଟି ଏକ ଆକାଶରେ ଉଡ଼ୁଥିବା ଏକ ମାନବବିହୀନ ବିମାନକୁ ସଫଳତାର…

ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଦାଦାଗିରି । କୋଟିଆରେ ତେଲୁଗୁରେ ନାମଫଳକ ଲଗାଇ ରାଜ୍ୟକୁ ଦେଲା ଚ୍ୟାଲେଞ୍ଜ ।

କନକ ବ୍ୟୁରୋ : ପୁଣି ଓଡ଼ିଶାକୁ ଆନ୍ଧ୍ର ଦେଲା ଚ୍ୟାଲେଞ୍ଜ । କୋଟିଆରେ ଆନ୍ଧ୍ର ମାରିଛି ତେଲୁଗୁ ନାମଫଳକ । କୋଟିଆର ୪ଟି ଗାଁରେ ଏହି ନାମଫଳକ ମରାଯାଇଛି । କୋଟିଆ, ସଲପଗୁଡା, ଡୋଳିଆମ୍ବ, ଫାଟୁସିନେରୀ ଭଳି ଗାଁରେ ଏହି ନାମଫଳକ ଲଗାଇଛି ପଡୋଶୀ ଆନ୍ଧ୍ର । କିଛି ଦିନ ତଳେ ଓଡିଶାର ପ୍ରଶାସନିକ…

କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ମୃତ୍ୟୁ ଘଟଣା ଉପରୁ ହଟିଲା ପରଦା । ୨ ଜଣଙ୍କୁ ଗିରଫ କଲା ପୋଲିସ ।

କନକ ବ୍ୟୁରୋ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟାଇଥିବା ଦାବି କରିଛି ପୋଲିସ । ତୁଷାର ମୃତ୍ୟୁ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଦିବ୍ୟରଞ୍ଜନ ବେହେରା ଏବଂ କୌଶଳ ପ୍ରଧାନ । ପୋଲିସର କହିବା ଅନୁସାରେ, ପ୍ରେମ…