Daily Archives

September 12, 2021

କାଶ୍ମୀର ଆତଙ୍କବାଦୀ ହମଲା । ଶ୍ରୀନଗରରେ ପୋଲିସ ଅଧିକାରୀଙ୍କୁ ପଛପଟୁ ଗୁଳିକଲା ଆତଙ୍କୀ।

କନକ ବ୍ୟୁରୋ: ଶ୍ରୀନଗରରେ ଆତଙ୍କୀ ଆକ୍ରମଣ । ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲା । କେମିତି ଆତଙ୍କୀ ପଛପଟୁ ଆସି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରୁଛି ତାର ଚିତ୍ର ସିସିଟିଭିରେ କଏଦ ହୋଇଛି । ବ୍ୟସ୍ତବହୁଳ ଖାନୟାର ଅଞ୍ଚଳରେ ମୁତୟନ ପୁଲିସ ଫୋର୍ସ ଉପରକୁ ଗ୍ରେନେଡ ମାଡ କରି ଫେରାର ଅଛନ୍ତି…

ଲଘୁଚାପ ପ୍ରଭାବରେ ଭିଜିଲା ରାଜଧାନୀ । ଉଟୁବୁଟୁ ହେଲା ରାଜରାସ୍ତା, ଘରେ ପଶିଲା ପାଣି ।

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜିଛି ସାରା ରାଜ୍ୟ । ଲଘୁଚାପ ପ୍ରଭାବରେ ପୁରୀରେ ସର୍ବାଧିକ ୧୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସଂଧ୍ୟା ୬ଟା ସୁଦ୍ଧା ଭୁବନେଶ୍ୱରରେ ୧୧୯ ମିଲିମିଟର, ଟିଟିଲାଗଡ଼ରେ ୪୮.୮ ଓ ପାରାଦୀପରେ ୪୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି…

ଝାଡଖଣ୍ଡ ନିର୍ବାଚନରୁ ଶିଖିଲା ବିଜେପି । ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ରୂପାଣୀଙ୍କ ଇସ୍ତଫା ଏବେ ଦେଶର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । କାରଣ ଗତ ମେ ମାସରୁ ଏହା ମଧ୍ୟରେ ବିଜେପି ଶାସିତ ୪ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବାର ଦେଖିବାକୁ ମିଳିଲାଣି । ଏହାର କାରଣକୁ ଅନେକ ଝାଡଖଣ୍ଡ ନିର୍ବାଚନ…

ମୁଖ୍ୟମନ୍ତ୍ରୀ ଚୌକିର ମ୍ୟୁଜିକ୍ ଚେୟାର । ୪ଟି ରାଜ୍ୟରେ କ୍ଷମତାର ପଟ୍ଟ ପରିବର୍ତ୍ତନ କଲା ବିଜେପି । ପଢନ୍ତୁ, ଏହା ପଛର…

କନକ ବ୍ୟୁରୋ: ୨୦୨୧ ମସିହାରେରେ ଦେଶର ୪ଟି ବିଜେପି ଶାସିତ ରାଜ୍ୟରେ ମ୍ୟୁଜିକ ଚେୟାର ପରି ବଦଳିଯାଇଛି ମୁଖ୍ୟମନ୍ତ୍ରୀଙ୍କ ଚୌକି । ଏହି ରାଜ୍ୟ ଗୁଡିକ ମଧ୍ୟରେ ରହିଛି ଆସାମ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଗୁଜରାଟ । କର୍ଣ୍ଣାଟକରେ ବିଏସ ୟେଦୁରପ୍ପା, ଉତ୍ତରାଖଣ୍ଡରେ ତ୍ରିଭେନ୍ଦ୍ର ସିଂ ରାୱତ,…

ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ଇସ୍ତଫା ଦେଲେ ବିଜୟ ରୂପାଣୀ ? ଭାରି ପଡିଲା କି ‘ଆରଏସଏସ’ର ସର୍ଭେ । ପଢନ୍ତୁ, ପୂରା…

କନକ ବ୍ୟୁରୋ: ବିଜୟ ରୂପାଣୀଙ୍କ ଇସ୍ତଫାର ଦୁଇ ଦିନ ପୂର୍ବରୁ ବିଳମ୍ୱିତ ରାତିରେ ଗୁଜରାଟରେ ପହଁଚିଥିଲେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କ ସହିତ ବୈଠକ କଲେ ଆଉ ଏହାର ୨ ଦିନ ପରେ ହଠାତ୍ ଇସ୍ତଫା ଘୋଷଣା କରିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ…

ବାଲିପାଟଣା ଶିଶୁମଠ ସାହିର ମହିଳା ଉଦ୍ୟୋଗୀ । ସ୍ଥାନୀୟ ମହିଳାଙ୍କୁ ତାଲିମ ଦେଇ କରୁଛନ୍ତି ରୋଜଗାରକ୍ଷମ

କନକ ବ୍ୟୁରୋ: ବାଲିପାଟଣା ଶିଶୁମଠ ସାହିର ମହିଳା ଉଦ୍ୟୋଗୀ ଶୁଜାସ୍ମିତା ତିୱାରୀଙ୍କୁ ନେଇ ଚର୍ଚ୍ଚା  । ୫ ଶହ ଝିଅ ଓ ମହିଳାଙ୍କୁ ତାଲିମ ଦେଇ ରୋଜଗାରକ୍ଷମ କରାଇପାରିଛନ୍ତି  । ୨୦୦୪ରୁ “ସୁଇଟ ହାର୍ଟ’ ନାମକ ସଂଗଠନ ଗଢ଼ିଥିଲେ   । ନିଜ ଘରେ ଟେଲରିଂ ମେସିନ ରଖି ସ୍ଥାନୀୟ ମହିଳା ଓ ଝିଅ ମାନଙ୍କୁ…