Daily Archives

September 11, 2021

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ କଲେ ଅଭିଯୁକ୍ତ । ଜଣକୁ ଗିରଫ କଲା ମାହାଙ୍ଗା ପୋଲିସ ।

କନକ ବ୍ୟୁରୋ: ମାହାଙ୍ଗା ଥାନା ଅଞ୍ଚଳରୁ ଏପରି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ବିଚଳିତ ହୋଇପଡିବେ । ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ରେକର୍ଡିଂ କରିଛି ଜଣେ ଅଭିଯୁକ୍ତ । କେବଳ ସେତିକି ନୁହେଁ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି । ଏ ନେଇ…

ବାହାରିନରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ । ହସପିଟାଲକୁ ନିଆଯାଇଥିବା ୧୫ ଶ୍ରମିକ ମିଳୁନି ପତ୍ତା ।

କନକ ବ୍ୟୁରୋ: ବିିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯାତନା । ବାହାରିନରେ ଥିବା ଓଡିଆ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଛି । ଚିଲିକାରେ ଥିବା ସୁବୁଦ୍ଧି ପାଟଣା ଗାଁର ପ୍ରୀତମ ନନ୍ଦ ନିର୍ଯାତନା ସହିନପାରି ଏକ ଭିଡିଓ ଫୁଟେଜ ଜାରି କରିଛନ୍ତି । ସେଠାକାର ପୁଲିସ ଦ୍ୱାରା ଓଡିଆ…

ନିଆଁରେ ଘିଅ ଢାଳିଲେ କଟକ ସାଂସଦ । ଭର୍ତ୍ତୃହରି କହିଲେ, ମୂର୍ତ୍ତି ଛୋଟ ହେବା ଅର୍ଥ ପୂଜାରେ ବିଘ୍ନ ।

କନକ ବ୍ୟୁରୋ: ଦୂର୍ଗା ମୂର୍ତ୍ତିର ଉଚ୍ଚତା ନ ବଢିବା ନେଇ ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ମୂର୍ତ୍ତି ଉଚ୍ଚତା ନ ବଢିବା ଅର୍ଥ ପୂଜାରେ ବିଘ୍ନ ହେବା । କଟକ ଶାନ୍ତି କମିଟି ବୈଠକରେ ଏପରି କହି ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ । ମହାରାଷ୍ଟ୍ର ଓ…

ଦୁର୍ଗାମୂର୍ତ୍ତି ଉଚ୍ଚତା ବଢିବା ନେଇ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ହୋ…

କନକ ବ୍ୟୁରୋ: କଟକରେ ଦୁର୍ଗାମୂର୍ତ୍ତି ଉଚ୍ଚତା ବଢିବା ନେଇ କଟକ ଶାନ୍ତି କମିଟି ବୈଠକରେ ଅଶାନ୍ତି ଦେଖାଦେଇଛି । ବୈଠକରେ ପ୍ରବଳ ହୋ ହଲ୍ଲା ଓ ନାରାବାଜୀ ହୋଇଛି ।  ମୂର୍ତ୍ତି ଉଚ୍ଚତା ନ ବଢିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ପୂଜା କମିଟିର କିଛି କର୍ମକର୍ତ୍ତା ଏଭଳି ହୋ ହଲ୍ଲା…

ମା ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ । ଭର୍ଚୁଆଲ୍ ମୋଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା’ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ‘ନୂଆଁଖାଇ ଜୁହାର’ ଜଣାଇବା ସହ ଏହି ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ଏଠାକୁ…