Daily Archives

September 24, 2021

ଚେନ୍ନାଇର ଚମତ୍କାର ବିଜୟ: ୬ ୱିକେଟରେ ବାଙ୍ଗାଲୋରକୁ ହରାଇଲା ସିଏସକେ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇ ଚମତ୍କାର ବିଜୟ ହାସଲ କରିଛି । ଏହି ମ୍ୟାଚରେ ଚେନ୍ନାଇ ୬ ୱିକେଟରେ ବାଙ୍ଗାଲୋରକୁ ପରାସ୍ତ କରିଛି । ଏହି ବିଜୟ ସହ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଚେନ୍ନାଇ । ଏହି ମ୍ୟାଚରେ ଚେନ୍ନାଇର ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିବା…

ଆଠଗଡ଼ ରେଞ୍ଜରଙ୍କ ସୂଚନା – ପାଣିରେ ଭାସି ଭାସି ଅନନ୍ତପୁର ଜଙ୍ଗଲକୁ ଚାଲିଗଲା ହାତୀ

କନକ ବ୍ୟୁରୋ: ଯେଉଁ ହାତୀ ଛୁଆକୁ ନେଇ ଆଜି ମୁଣ୍ଡଳିରେ ଅଘଟଣ ଘଟିଛି । ସେହି ହାତୀ ଛୁଆ ଏବେ ପାଣିରେ ଭାସି ଭାସି ଅନନ୍ତପୁର ଜଙ୍ଗଲକୁ ଚାଲି ଯାଇଥିବା ସୂଚନା ମିଳିଛି । ଏ ନେଇ ଆଠଗଡ଼ ରେଞ୍ଜର କହିଛନ୍ତି, ନିଆଁ ହୁଳା ଦେଖାଇବାରୁ ମୁଣ୍ଡଳି ବ୍ୟାରେଜ୍ ନିକଟରୁ ଭାସି ଭାସି ଚାଲି ଯାଇଥିଲା ହାତୀ…

ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣା: ଆରମ୍ଭ ହେଲା ସିବିଆଇ ତଦନ୍ତ, ବାଘମ୍ବରୀ ମଠରେ ପହଁଛି ଛାନଭିନ କଲା ସିବିଆଇ

କନକ ବ୍ୟୁରୋ: ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲାରେ ତଦନ୍ତ କରୁଛି ସିବିଆଇ । ପ୍ରୟାଗରାଜରେ ପହଁଚି ସିବିଆଇ ଟିମ୍ ଚଳାଇଛି ଛାନଭିନ୍ । ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ଯେତିକି ଦିନ ବିତୁଛି ସେତିକି ସନ୍ଦେହ ବଢି ବଢି ଚାଲିଛି । ଏବେ ମହନ୍ତ…

ଭବାନୀପୁରରେ ମମତାଙ୍କ ପ୍ରଚାର: କହିଲେ, ବିଜେପି ବହୁତ କ୍ରୁର, ସବୁବେଳେ ଗୁଣ୍ଡାଗର୍ଦ୍ଦି କରୁଛି 

କନକ ବ୍ୟୁରୋ: ପଶ୍ଚିମବଂଗରେ ଭବାନିପୁର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ପ୍ରଚାର ମୈଦାନକୁ ଓହ୍ଲାଇ ବିଜେପିକୁ ଟାର୍ଗଟେ କରିଛନ୍ତି ମମତା ବାନାର୍ଜୀ । ଭବାନିପୁରରେ ଏକ ନିର୍ବାଚନ ସଭାରେ ଉଦବୋଧନ ଦେବା ସମୟରେ ମମତା ଭାଜପା ଟାର୍ଗେଟ କରି କହିଛନ୍ତି, ଭାଜପା ଏକ ଜୁମଲା ପାର୍ଟି । ସେ…

ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଚଳିତ ଦଶକ ହେବ ଭାରତ ଓ ଆମେରିକା ପାଇଁ ଗୁରୁତ୍ୱପୂର୍ଣ୍ଣ ।

କନକ ବ୍ୟୁରୋ: ଆମେରିକା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦୀ । ତେବେ ଆଲୋଚନା ସମୟରେ ମୋଦୀ କହିଛନ୍ତି ଚଳିତ ଦଶକ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ପୂୂର୍ବଠାରୁ ଅଧିକ ନିବିଡ ହୋଇଛି…

ଆସୁଛି ବତ୍ୟା: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ

କନକ ବ୍ୟୁରୋ: ୱେଲମାର୍କରେ ପରିଣତ ହୋଇଛି ଲଘୁଚାପ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଅଧିକ ଘନିଭୂତ ହେଲେ ବାତ୍ୟାର ରୂପ ନେବ । ବାତ୍ୟା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ । ୨୬ରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଦକ୍ଷିଣ ଓଡିଶା-ଉତ୍ତର…