Daily Archives

September 7, 2021

ସ୍କୁଲ ପାଇଁ ପୁଣି ଆସିଲା ଗାଇଡଲାଇନ । ଜାଣନ୍ତୁ କଣ ଅଛି କଡା ନିୟମ…?

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ପାଇଁ ବଡ ଖବର । ମାସ୍କ ବିନା, ସ୍କୁଲ ପ୍ରବେଶ ମନା । ସ୍କୁଲ ପାଇଁ ପୁଣି ଜାରି ହେଲା ଗାଇଡଲାଇନ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ମାସ୍କ ବିନା ସ୍କୁଲରେ ପ୍ରବେଶ କରିପାରିବେନି ପିଲା । ସ୍କୁଲ ଆସୁଥିବା…

ପଂଜଶୀରରେ ଶେଷ ହୋଇନି ଯୁଦ୍ଧ । ଏମିତି ମିଳିଲା ତାଲିବାନକୁ ଜବାବ୍… 

କନକ ବ୍ୟୁରୋ: ପଂଜଶୀରରେ ଶେଷ ହୋଇନି ଯୁଦ୍ଧ । ତାଲିବାନ ବିରୋଧରେ ସରିନି ବିଦ୍ରୋହୀ ସେନାଙ୍କ ଲଢେଇ । ସୋମବାର ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ଘୋଷଣା କରି କହିଥିଲେ ଯେ, ପଂଜଶୀର ଉପରେ ତାଲିବାନ ଦଖଲ କରିଛି । ଏବେ ସମ୍ପୂର୍ଣ୍ଣ ତାଲିବାନ ପଂଜଶୀର ଅଧିନରେ । ତାଙ୍କର ଏହି ବୟାନର ୨୪…

୮ ବର୍ଷ ପରେ ଶିଖରଙ୍କ ସମ୍ପର୍କରେ ଫାଟ । ଅଲଗା ହେଲେ ଧାୱନ-ଆୟେଶା ।

କନକ ବ୍ୟୁରୋ : ଭାଙ୍ଗିଲା ୮ବର୍ଷର ସମ୍ପର୍କ । ଶିଖରଙ୍କ ସମ୍ପର୍କରେ ଫାଟ । ଭାରତୀୟ କ୍ରିକେଟ ଟିମର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖରଙ୍କ ଧାୱନଙ୍କ ବୈବାହିକ ସମ୍ପର୍କରେ ଫାଟ । ଶିଖର ନିଜ ପତ୍ନୀ ଆୟେଶାଙ୍କ ଠାରୁ ଛାଡପତ୍ର ନେଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ଠାରୁ ସୂଚନା…

ପାକିସ୍ତାନ..ଗୋ ବ୍ୟାକ୍ । ଆଫଗାନିସ୍ତାନ ମାଟିରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ଓ ନାରାବାଜି । 

କନକ ବ୍ୟୁରୋ : କାବୁଲରେ ପାକିସ୍ତାନ ବିରୋଧୀ ରାଲି । ପାକିସ୍ତାନ ଦୂତାବାସ ବାହାରେ ବିକ୍ଷୋଭ ସହ ନାରାବାଜି । ମହିଳାଙ୍କ ସମେତ ହଜାର ହଜାର ଲୋକ ଏକାଠି ହୋଇ ପାକିସ୍ତାନ ‘ଦେଶ ଛାଡ’ ବୋଲି ନାରା ଦେଇଥିଲେ । ପଞ୍ଜଶୀର ଦଖଲ ପାଇଁ ହୋଇଥିବା ଅପରେସନରେ ପାକିସ୍ତାନ ହେଲିକପ୍ଟର ବ୍ୟବହାର ହୋଇଥିଲା…

ଆଫଗାନିସ୍ତାନରେ ତାଲିବାନର ନୂଆ ସରକାର ଘୋଷଣା । ମହମ୍ମଦ ହସନ ହେଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ତାଲିବାନ ପକ୍ଷରୁ ନିଜର ଅନ୍ତରୀଣ ସରକାର ଗଠନ ସମ୍ପର୍କରେ ଘୋଷଣା କରାଯାଇଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀ କରି ନୂଆ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନାମ ଘୋଷଣା କରିଛନ୍ତି । ମୁଲ୍ଲା ମହମ୍ମଦ ହାସାନ ଅଖୁନ୍ଦ ସରକାରର ମୁଖ୍ୟ ବା…