Daily Archives

September 6, 2021

କ୍ରିକେଟ୍ ଓ ଟୀକାକରଣରେ ରେକର୍ଡ କଲା ଭାରତ । ଟ୍ୱିଟ୍ କରି କିଛି ଏମିତି କହିଲେ ମୋଦି ।

କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । କ୍ରିକେଟ୍ ପିଚରେ ଦମ୍ ଦେଖାଇଲା, ଟୀକାକରଣରେ ବି ଆଜି କମାଲ ହେଲା । ଦେଶରେ ଆଜି ଟୀକାକରଣ ପୁଣି ଥରେ ୧ କୋଟି ଟପିଥିବା ବେଳେ ଇଂଲଣ୍ଡର ଓଭାଲରୁ ଭାରତ ପାଇଁ ଆସିଛି ଡବଲ ଖୁସିଖବର । ୫୦ ବର୍ଷ ପରେ ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଇଂଲଣ୍ଡ ବିପକ୍ଷ ଟେଷ୍ଟ…

ଆଫଗାନିସ୍ତାନରେ କେମିତି ଚାଲିବ ଶାସନ ? ପରଦା ପଛରେ ସବୁ କରାଉଛି ପାକିସ୍ତାନ ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ସରକାର ଗଠନ ଆଗରୁ ଆରମ୍ଭରୁ ଦେଖାଗଲାଣି କ୍ଷମତା ଲଢେଇ । ତାଲିବାନ ସରକାରରେ କାହା ପାଖରେ ରହିବ କେତେ ଶକ୍ତି, ଚାଲିଛି ବଳ କଷାକଷି । ଏହାରି ଭିତରେ କିପରି ତାଲିବାନରେ ସରକାର ଗଠନ ହୋଇପାରିବ, ସେନେଇ ତାଲିବାନ ଏହାର ୬ ମିତ୍ର ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରିଛି ।…

ଓଭାଲରେ ୫୦ ବର୍ଷ ପରେ ବିଜୟ ହାସଲ କଲା ଟିମ୍ ଇଣ୍ଡିଆ । ୧୯୭୧ରେ ଜିତିଥିଲା ଶେଷ ମ୍ୟାଚ୍…

କନକ ବ୍ୟୁରୋ: ଓଭାଲରେ ଦମଦାର ବିଜୟ ସହ ଟିମ୍ ଇଣ୍ଡିଆ ଇତିହାସ ରଚିଛି । ଓଭାଲରେ ଦଳ ଦୀର୍ଘ ୫୦ ବର୍ଷ ପରେ ଦମଦାର ବିଜୟ ହାସଲ କରିଛି ବିରାଟ ବାହିନୀ । ଶେଷ ଥର ୧୯୭୧ ମସିହାରେ ଟିମ୍ ଇଣ୍ଡିଆରେ ଓଭାଲରେ ବିଜୟ ହାସଲ କରିଥିଲା । ଆଉ ଏହାର ପ୍ରାୟ ୫୦ ବର୍ଷ ପରେ ଦଳ ଇଂଲଣ୍ଡର ଓଭାଲରେ ବିଜୟର…

କରୋନା ପରେ ନିପାକୁ ନେଇ ଆତଙ୍କ । କୋଏମ୍ବଟୁରରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ: କରୋନା ପରେ ଏବେ ନିପା ରୋଗର ଆତଙ୍କ କେରଳରେ ଦେଖିବାକୁ ମିଳିଛି । କୋଏମ୍ବାଟୁର ଜିଲ୍ଲାରେ ମାରାତ୍ମକ ନିପାରେ ଜଣେ ୧୨ ବର୍ଷୀୟ ବାଳକର ମୃତ୍ୟୁ ହେବା ପରେ କେରଳ ସରକାରଙ୍କ ଚିନ୍ତା ବଢି ଯାଇଛି । ମୃତ ବାଳକଙ୍କ ସଂସ୍ପର୍ଶରେ ଆସି ୨ ଜଣ ନିପାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।…

ଚତୁର୍ଥ ଟେଷ୍ଟରେ ଜିତିଲା ଭାରତ । ସିରିଜରେ ୨-୧ରେ ଆଗୁଆ ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟରେ ବାଜି ମାରିନେଇଛି ଟିମ ଇଣ୍ଡିଆ । ଏହି ମ୍ୟାଚକୁ ଭାରତ ୧୫୭ ରନରେ ଇଂଲଣ୍ଡକୁ ହରାଇଛି । ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଫଳରେ ଭାରତ ଏହି ମ୍ୟାଚକୁ ଜିତି ନେଇଛି ବିରାଟ ବାହିନୀ । ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଏବେ ଭାରତ ୨-୧ରେ…

ସ୍କୁଲ ଘରେ ପାଣି ପସିଥିବାରୁ ଡଙ୍ଗାରେ ଚାଲିଛି ପାଠପଢା । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଆସିଲା ବିରଳ ଦୃଶ୍ୟ ।

କନକ ବ୍ୟୁରୋ : ଶିକ୍ଷାଦାନର ବିରଳ ଦୃଶ୍ୟ । ବନ୍ୟା ପ୍ରଭାବିତ ଅଞ୍ଚଳରୁ ଶିକ୍ଷାଦାନର ଯେଉଁ ଦୃଶ୍ୟ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଡଙ୍ଗା ଭିତରେ ଚାଲିଛି ପାଠପଢା । ଡଙ୍ଗାରେ ଅଛନ୍ତି ଶିକ୍ଷକ, ଛାତ୍ରଛାତ୍ରୀ । ପିଲାଙ୍କୁ ପାଠ ପଢାଇବା ପାଇଁ ଡଙ୍ଗାରେ ହ୍ୱାଇଟ ବୋର୍ଡ ମଧ୍ୟ…