Daily Archives

September 3, 2021

ଆଫଗାନିସ୍ତାନରେ ଅର୍ଥନୈତିକ ସଂକଟ: ଖାଦ୍ୟ, ଔଷଧ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ

କନକ ବ୍ୟୁରୋ: ଆଫଗାନିସ୍ତାନରେ ସରକାଗ ଗଢିଲା ତାଲିବାନ । ଇରାନ୍ ମଡେଲ୍ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି । ଆଉ ତାଲିବାନର ସହ ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନୀ ବରାଦର ହେବେ ଦେଶର ମୁଖ୍ୟ । ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ନୂଆ ସରକା ଗଠନ ହୋଇଛି ।…

ପାରା ଅଲିମ୍ପିକ୍ସରେ ଭାରତର କମାଲ, ଆଜି ମିଳିଲା ୩ ପଦକ

କନକ ବ୍ୟୁରୋ: ପାରା ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ହାଇଜମ୍ପରେ ଭାରତର ପ୍ରବୀଣ କୁମାର ଜିତିଲେ ରୌପ୍ୟ ପଦକ । ଟି୬୪ ବର୍ଗରେ ୨.୦୭ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି ପ୍ରବୀଣ କୁମାର । ଏହା ସହ ନୂଆ ଏସିଆନ୍ ରେକର୍ଡ କରିଛନ୍ତି ପ୍ରବୀଣ । ସେହିପରି ପାରା ଅଲିମ୍ପିକ୍ସରେ କମାଲ କଲେ ଅବନୀ…

ଦିଲ୍ଲୀ ବିଧାନସଭାରେ ଠାବ ହେଲା ଗୁପ୍ତ ସୁଡଙ୍ଗ 

କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭାରେ ଠାବ ହେଲା ଗୁପ୍ତ ସୁଡଙ୍ଗ । ବିଧାସଭା ପରିସର ଭିତରୁ ଏହି ଗୁପ୍ତ ସୁଡଙ୍ଗ ଲାଲାକିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ବ୍ରିଟିଶ ସରକାର ଆନ୍ଦୋଳନକାରୀଙ୍କ ଠାରୁ ରକ୍ଷା ପାଇବା ପାଇଁ ଏହି ସୁଡଙ୍ଗର ବ୍ୟବହାର କରୁଥିଲେ ।..…

ଚିନ୍ତା ବଢାଉଛି କେରଳ ସଂକ୍ରମଣ: ଏକାଦଶ ପରୀକ୍ଷା ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

କନକ ବ୍ୟୁରୋ: ଦେଶରୁ ଗତ ୨୪ ଘଣ୍ଟାରେ ଦେଶରୁ ପୁଣି ୪୫ ହଜାର ୩୫୨ ଜଣ ନୁଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତାସହ ୩୬୬ ଜଣଙ୍କର ଜୀବନ ନେଇଛି କରୋନା । ୨୫ ଦିନର ଦୀର୍ଘ ଅନ୍ତର ପରେ ପୁଣିଥରେ ଭାରତର ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ପାର ହେଇଛି । ତେବେ କେବଳ କେରଳରୁ ହିଁ ୩୨ ହଜାର ୯୭ ଜଣ…

ତୋଫାନ ଇଡା ପରେ ଆମେରିକାରେ ବନ୍ୟା ପ୍ରଳୟ

କନକ ବ୍ୟୁରୋ: ଝଡ, ତୋଫାନ ପରେ ଲଗାଣ ବର୍ଷାରେ ବେହାଲ ଆମେରିକା । ଲଗାଣ ବର୍ଷା ଯୋଗୁଁ ଆମେରିକାର ୪ଟି ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଏଠାକାର ଖରାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜରୁରୀକାଳିନ ପରୁସ୍ଥିତି…

ଗୁରୁଜୀ ଗିରଫ ହେବା ପରେ… ଖୁସି ଯେତିକି, ଭୟ ସେତିକି ?

କନକ ବ୍ୟୁରୋ: ଦିନେ ଯେଉଁ ବ୍ୟକ୍ତି ରାସ୍ତାରେ ଚାଲିବାବେଳେ ଲୋକ ଲମ୍ବ ଲମ୍ବ ହୋଇ ଗୋଡତଳେ ପଡି ଯାଉଥିଲେ, ସମର୍ଥକ ରାସ୍ତାରେ ଫୁଲ ବିଛାଉଥିଲେ, ନେତା ପାଦଛୁଇଁ ମୁଣ୍ଡିଆ ମାରୁଥିଲେ ସେହି ବ୍ୟକ୍ତି ଏବେ ଜେଲର ଚାରିକାନ୍ଥ ଭିତରେ । ସାରଥୀ ଶୈଳୀରେ ଶହ ଶହ ଲୋକଙ୍କୁ ମଂଚ ଉପରେ ବସି ପ୍ରବଚନ…