Daily Archives

September 4, 2021

ସୁନା ପୁଅ ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । କହିଲେ, ତୁମର ବିଜୟ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।

କନକ ବ୍ୟୁରୋ: ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟ ପରେ ଏବେ ଓଡିଆ ପୁଅ ପ୍ରମୋଦ ଭଗତଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରମୋଦଙ୍କ ସହ କଥା ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ଭୂରି ଭୂରି…

ଇସ୍କନ ମନ୍ଦିର ଆଗରେ ଆଉ ଜମିବନି ପାଣି । ପାଣି ନିଷ୍କାସନ ପାଇଁ ବ୍ୟବହାର ହେବ ସ୍ପଞ୍ଜ ଟେକ୍ନୋଲୋଜି, ଜର୍ମାନ ଦେବ…

କନକ ବ୍ୟୁରୋ : ଭୁବନେଶ୍ୱର ଇସ୍କନ ମନ୍ଦିର ପାଖରେ ଟିକିଏ ବର୍ଷା ହେଲେ କେମିତି ପାଣି ଭର୍ତ୍ତି ହୋଇଯାଇଥାଏ, ତାହା ଆପଣମାନେ ଦେଖିଛନ୍ତି । ବର୍ଷା ହେଲେ ଅଣ୍ଟା ପର୍ଯ୍ୟନ୍ତ ପାଣି ଜମିଯାଏ ଏହି ସ୍ଥାନରେ । ଜୁଲାଇ ମାସରେ କେମିତି ବର୍ଷାରେ ଏହି ସ୍ଥାନରେ ପାଣି ଜମିଯାଇଥିଲା ଓ କାର ଠାରୁ ଆରମ୍ଭ…

ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗରେ ଉପ ନିର୍ବାଚନ । ଭବାନୀପୁରରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଭବାନୀପୁର ଆସନରେ ସେପ୍ଟେମ୍ବର ୩୦ ଉପ ନିର୍ବାଚନ ହେବ । ଏହି ଆସନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି କାରଣ ଏଠାରୁ ଉପ ନିର୍ବାଚନ ଲଢ଼ିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ୩ଟି ଆସନରେ ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି…

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାତିସଂଘ ସାଧାରଣ ପରିଷଦ ଅଧିବେଶନକୁ କରିବେ ସମ୍ବୋଧନ ।

କନକ ବ୍ୟୁରୋ: ଆଫଗାନିସ୍ତାନରୁ ଆମେରିକାର ସମ୍ପୂର୍ଣ୍ଣ ଅପସାରଣ ଓ ତାଲିବାନର କବଜାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଏବେ ସାରା ବିଶ୍ୱର ନଜର ଅଟକିଛି । ଏପରି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବା ନେଇ ଖବର ବେଶ୍ ଗୁରୁତ୍ୱ ବହନ କରୁଛି ।…

ଆଫଗାନର ନୂଆ ମୁଖିଆଙ୍କ ଉପରେ ଭାରତର ନଜର । କ’ଣ ଆଭିମୁଖ୍ୟ ରଖିବେ ମୁଲ୍ଲା ବରାଦର?

କନକ ବ୍ୟୁରୋ: ଗତ ତିନିବର୍ଷରୁ ଅଧିକ ସମୟ ଧରି ତାଲିବାନର ମୁଖ୍ୟ ଚେହେରା ଭାବେ ଜଣା ଯାଉଥିବା ମୁଲ୍ଲା ଅବଦୁଲ ଘନି ବରାଦର ଏବେ ଆଫଗାନିସ୍ତାନରେ ତାଲିବାନ ସରକାରର ନେତୃତ୍ୱ ନେବାକୁ ଯାଉଛନ୍ତି । ତେବେ ଭାରତ ପ୍ରତି ତାଙ୍କ ଆଭିମୁଖ୍ୟ କିପରି ରହିବ ତାହାକୁ ନେଇ ଚିନ୍ତାରେ ଭାରତ ସରକାର ।…