Daily Archives

September 13, 2021

କିନ୍ନର ନେଇଗଲେ ଜୀବନ । ଯାଜପୁର ରାସ୍ତାକଡରେ ୨ ଯୁବକଙ୍କ ମୃତଦେହ ମିଳିବା ଘଟଣାର ଆସିଲା ସାଂଘାତିକ ସତ ।

କନକ ବ୍ୟୁରୋ : ରାସ୍ତାରେ ଠିଆ ହୋଇଥିବା କିନ୍ନର ବି ଲୋକଙ୍କ ଜୀବନ ନେଇପାରନ୍ତି । ଏଭଳି ଏକ ଘଟଣାର ପର୍ଦ୍ଦାଫାସ କରିଛି ଯାଜପୁର ପୁଲିସ । ଯାଜପୁର ସୋଡି ଗାଁ ଡବଲ ମର୍ଡର ହତ୍ୟାକାଣ୍ଡରେ ଦୁଇ କିନ୍ନର ଗିରଫ ହୋଇଛନ୍ତି । ଖବର ଅନୁସାରେ, ଗତ ୩ ତାରିଖରେ ସୋଡି ଗାଁ ନିକଟରେ ଜହ୍ନା ଗାଁର ଦୁଇ…

ଗିରଫ ହେଲା ଦୁର୍ନୀତିଗ୍ରସ୍ତ କିରାଣୀ । ସାମ୍ନାକୁ ଆସିଲା ଆବାସ କେଳେଙ୍କାରୀର ସାଂଘାତିକ ସତ ।

କନକ ବ୍ୟୁରୋ : ଗିରଫ ହେଲେ ଦୁର୍ନତିଗ୍ରସ୍ତ କିରାଣୀ । ଆବାସ ଯୋଜନାରେ ଟଙ୍କା ଆତ୍ମସାତ ଅଭିଯୋଗରେ ତିହିଡ଼ି ବ୍ଲକର ପୂର୍ବତନ କିରାଣୀ ପ୍ରଭାକର ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ବାସୁଦେବପୁର ବ୍ଲକର ହେଡ୍ କ୍ଲର୍କ ଥିବା ପ୍ରଭାକରଙ୍କ ଅଫିସ ଓ ଘରେ ଆଜି ଚଢ଼ାଉ କରିଥିଲା ଭିଜିଲାନ୍ସ ।…

‘ରାଜଧାନୀରେ ଆରମ୍ଭ ହେଉ ‘ମୋ ଡଙ୍ଗା ଯୋଜନା’ । ରାସ୍ତା ଉପରେ ଚାଲୁ ଡଙ୍ଗା’

କନକ ବ୍ୟୁରୋ: ଆରମ୍ଭ ହେଉ ମୋ ଡଙ୍ଗା ଯୋଜନା । ରାଜଧାନୀ ରାସ୍ତାରେ ଚାଲୁ ଡଙ୍ଗା । ଲଗାଣ ବର୍ଷାରେ ରାଜଧାନୀ ବେହାଲ ହେବା ପରେ, ଏମିତି କିଛି ମିମ୍ସ ସୋସିଆଲ୍ ମିଡିଆରେ ହଠାତ୍ ଭାଇରାଲ୍ ହୋଇଥିଲା । ଆଉ ଲୋକମାନେ ଏହାକୁ ଜୋରଦାର ସେୟାର୍ କରିବାକୁ ଲାଗିଥିଲେ । ପ୍ରଶାସନିକ ବିଫଳତା ହେଉ ଅବା…

ଲଗାଣ ବର୍ଷା ପରେ ବନ୍ୟା ହେଲା କାଳ । ନାଳ ପାଣିରେ ଭାସିଗଲା କାର, ମନ୍ଦିର ଭିତରେ ପସିଲା ବନ୍ୟା ପାଣି ।

କନକ ବ୍ୟୁରୋ : ବନ୍ୟାକୁ ନେଇ ଚିନ୍ତା । ଲଗାଣ ବର୍ଷା ପରେ ଦେଶରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ମହାରାଷ୍ଟ୍ର, ଗୁଜରାଟରେ ସ୍ଥିତି ଭୟଙ୍କର ରହିଛି । ବନ୍ୟାରେ ବେହାଲ ନାସିକ୍ ସହର । ଲଗାଣ ବର୍ଷା ଫଳରେ ମହାରାଷ୍ଟ୍ର ନାସିକରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି…

ଲଗାଣ ବର୍ଷାରେ ୧୧ ଜିଲ୍ଲାର ୫୩ ବ୍ଲକ ପ୍ରଭାବିତ । ଭାଙ୍ଗିଛି ୨୬୫ ଘର, ପ୍ରଭାବିତ ହୋଇଛି ୨,୭୮୯ ଗାଁ । 

କନକ ବ୍ୟୁରୋ : ବର୍ଷା ବିତ୍ପାତରେ ରାଜ୍ୟରେ କେତେ ହୋଇଛି କ୍ଷୟକ୍ଷତି ? ଆସିଲା ପ୍ରାରମ୍ଭିକ ରିପୋର୍ଟ । ରାଜ୍ୟର ୫୩ଟି ବ୍ଲକରେ ପଡିଛି ପ୍ରଭାବ, ଭାଙ୍ଗିଛି ୨୬୫ ଘର । ଲଗାଣ ବର୍ଷାରେ ମୋଟ ୧୧ ଜିଲ୍ଲା ପ୍ରଭାବିତ ହୋଇଛି । ଜଗତସିଂହପୁରର ୮ଟି ବ୍ଲକ ବର୍ଷାରେ ପ୍ରଭାବିତ ହୋଇଥିବା ବେଳେ ୧୯୮ଟି…

କେବିସି ମଞ୍ଚରେ ନୀରଜ ଚୋପ୍ରା-ଶ୍ରୀଜେଶ, ପ୍ରୋମୋ ଭିଡିଓରେ ଅମିତାଭଙ୍କ ସହ ଆସିଲେ ନଜର

କନକ ବ୍ୟୁରୋ: ‘କୌନ୍‌ ବନେଗା କରୋଡ ପତି ସିଜିନ-୧୩’ ରେ ନିକଟରେ କ୍ରିକେଟର ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସହେୱାଗ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ‘କୌନ୍‌ ବନେଗା କରୋଡ ପତି ସୋ’ରେ ଦୁହେଁ ନିଜ କ୍ରିକେଟ ସହିତ ଜଡ଼ିତ ଅନେକ ସ୍ମୃତି ବିଷୟରେ ଆଲୋଚନା କରିଥିଲେ। ପୁଣି ଥରେ କ୍ରୀଡା…