Daily Archives

September 10, 2021

ବାପାର ଗୁଳିମାଡରେ ପୁଅର ମୃତ୍ୟୁ । ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅ ଛାତିକୁ ବାପା ମାରିଲା ୨ ରାଉଣ୍ଡ ଗୁଳି ।

କନକ ବ୍ୟୁରୋ: ବାପାର ଗୁଳିମାଡରେ ପୁଅର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନିକଟ ବାରଙ୍ଗ ଥାନା ଅଞ୍ଚଳରେ । ବେଣ୍ଟୁଆ ଗାଁର ଯଦୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି, ନିଜ ୧୬ ବର୍ଷର ପୁଅ ଶିବ ମୁଣ୍ଡାଙ୍କ ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ମଦପାନ କରି ନିଶାଶକ୍ତ…

ଟ୍ରୋଲ ହେଲେ ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର । ଜାଣନ୍ତୁ, ଏହା ପଛର କାରଣ କଣ?

କନକ ବ୍ୟୁରୋ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଦୁଇ ଦିନ ତଳେ ମାତୃବିୟୋଗ ଘଟିଥିଲା । ଅକ୍ଷୟଙ୍କ ମା ଅରୁଣା ଭାଟିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତ ସେପ୍ଟେମ୍ବର ୮ ତାରିଖରେ ଆଖି ବୁଜିଥିଲେ । ଏନେଇ ନିଜେ ଅକ୍ଷୟ ଟୁଇଟ୍ କରି ଜଣାଇବା ସହିତ ତାଙ୍କ ପରିବାର ଏକ ମୁସ୍କିଲ ସମୟ…

ଖୁବଶୀଘ୍ର କମିବ ଖାଇବା ତେଲ ଦର । ଆକ୍ସନ ମୋଡରେ ସରକାର..

କନକ ବ୍ୟୁରୋ: ଗତ ବର୍ଷେ ହେଲା ପେଟ୍ରୋଲ-ଡିଜେଲ ସହିତ ଖାଇବା ତେଲର ଦାମ ଲଗାତାର ବଢିବାରେ ଲାଗିଛି । ଯାହାର ପ୍ରଭାବ ଲୋକଙ୍କ ପକେଟ ଉପରେ ପଡିଛି । ହେଲେ ଏବେ ଲୋକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଖାଇବା ତେଲର…

ଧୋନୀଙ୍କୁ ମିଳିପାରେ ଟିମ୍ ଇଣ୍ଡିଆରେ ବଡ ପଦ, କମିବ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ପାୱାର!

କନକ ବ୍ୟୁରୋ: ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଯେଉଁଥିରେ ମେଣ୍ଟର ଭାବେ ଦାୟିତ୍ୱ ମିଳିଛି ମହେନ୍ଦ୍ର ସିଂହ ଧୋନୀଙ୍କୁ । ତେବେ ଧୋନୀଙ୍କୁ କାହିଁକି ମେଣ୍ଟର ଭାବେ ଦାୟିତ୍ୱ ମିଳିଲା? ଏହି ନିଷ୍ପତ୍ତି ପରେ ମୁଖ୍ୟ କୋଚ୍ ଶାସ୍ତ୍ରୀଙ୍କ ପାୱାର କମିବ କି?…

ବାୟୋ ବବଲକୁ ଭେଦ କରି ଟିମ୍ ଇଣ୍ଡିଆରେ କେମିତି ପଶିଲା କରୋନା ?

କନକ ବ୍ୟୁରୋ: ସଂକ୍ରମଣ ହେତୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ରଦ୍ଦ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଥମିନାହିଁ । କେମିତି ଦଳର ସଦସ୍ୟ ସଂକ୍ରମିତ ହେଲେ? ତାକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି । ହେଲେ ଏହାରି ଭିତରେ ଏପରି ଏକ ଖବର ଆସିଛି, ଯାହା ଟିମ୍ ଇଣ୍ଡିଆର କୋଚ୍ ରବି ଶାସ୍ତ୍ରୀଙ୍କୁ…