Daily Archives

September 16, 2021

ପୁଣି ଥରିଲା କାବୁଲ । ଆଫଗାନିସ୍ତାନର କାବୁଲରେ ପୁଣି ରକେଟ୍ ମାଡ ହୋଇଥିବା ନେଇ ସୂଚନା।

କନକ ବ୍ୟୁରୋ: ଆଫଗାନିସ୍ତାନର କାବୁଲରେ ପୁଣି ରକେଟ୍ ମାଡ । ଗୁରୁବାର ରାତିରେ ସେଠାକାର ଏକ ପାୱାର ଷ୍ଟେସନ ଉପରେ ରକେଟ୍ ମାଡ ହୋଇଛି । ତେବେ ଏହି ରକେଟ୍ ମାଡରେ କେହି ମୃତାହତ ହୋଇ ନଥିବା ସୂଚନା ରହିଥିବାବେଳେ, ସ୍ଥାନୀୟ ଗଣମାଧ୍ୟମରୁ ଏନେଇ ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା…

ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ କେନ୍ଦ୍ରର ନୂଆ ପଦକ୍ଷେପ । ଗଠନ ହେବ ବ୍ୟାଡ ବ୍ୟାଙ୍କ ନାମରେ ସଂସ୍ଥା ।

କନକ ବ୍ୟୁରୋ: ଦେଶର ବ୍ୟାଙ୍କ କ୍ଷେତ୍ରରେ ସ୍ଥିରତା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । ବ୍ୟାଡ ବ୍ୟାଙ୍କ ପାଇଁ ୩ ହଜାର ୬ ଶହ କୋଟିର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବ୍ୟାଙ୍କର ନନ୍ ପରଫର୍ମିଂ ଆସେଟ୍ ବା ଏନପିଏକୁ ଏହି ବ୍ୟାଙ୍କ ଅଧୀନକୁ ଅଣାଯିବ । ବିଭିନ୍ନ ସରକାରୀ…

କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ…

କନକ ବ୍ୟୁରୋ: କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପର ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ନୂଆ ପ୍ରତିରକ୍ଷା ଅଫିସ୍ କମ୍ପ୍ଲେକ୍ସ ଉଦଘାଟନ ଅବସରରେ ମୋଦୀ କହିଛନ୍ତି ଯେ, ଏବେ କେନ୍ଦ୍ରୀୟ ଭିଷ୍ଟା ପ୍ରକଳ୍ପକୁ ସମାଲୋଚନା କରୁଥିବା ଲୋକମାନେ ଏବେ ଚୁପ୍ ହୋଇଯିବେ । କସ୍ତୁରବା…

କମିବ କି ପେଟ୍ରୋଲ ଓ ଡିଜେଲ ଦର? ଶୁକ୍ରବାର ବସୁଛି ଜିଏସଟି କାଉନସିଲର ବୈଠକ । 

କନକ ବ୍ୟୁରୋ: ଶୁକ୍ରବାର ବସୁଛି ଜିଏସଟି କାଉନସିଲର ବୈଠକ ଆଉ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଏଥିରେ ପେଟ୍ରୋଲ ଓ ଡିଜେଲକୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି  ।  ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅଧୀନରେ ଆଣିବାକୁ ବୈଠକରେ ଆସିପାରେ ପ୍ରସ୍ତାବ  । ଆଉ ଯଦି ଏହି ପ୍ରସ୍ତାବ ପାରିତ…

ପୁଣି ଚର୍ଚ୍ଚାରେ ଏମଆର ମଠ: ମାଟି ତଳେ ରହିଛି କି ଗୁପ୍ତଧନ ?

କନକ ବ୍ୟୁରୋ: ବିତ୍ତଶାଳୀ ଏମାର ମଠରେ ଲୁକାୟିତ ଅବସ୍ଥାରେ ଆଉ କିଛି ଗୁପ୍ତଧନ ରହି ଯାଇଛି କି? ରୂପା ଇଟା ଭଳି ଆଉ କିଛି ମୂଲ୍ୟବାନ ଦ୍ରବ୍ୟ ରହିଛି କି? ସନ୍ଦେହ ହେବା ପରେ ରାଜ୍ୟ ପ୍ରତ୍ନତତ୍ୱ ବିଭାଗର ଅନୁମୋଦନ କ୍ରମେ ମେଟାଲ ଡିଟେକ୍ଟର ସହାୟତାରେ ମଠ ଭିତରେ ଯାଂଚ କରାଯାଇଛି । ମଠର…

ଗୁଜରାଟରେ ନୂଆ ମନ୍ତ୍ରୀଙ୍କ ଭିତରେ ହେଲା ଦାୟିତ୍ୱ ବଣ୍ଟନ । ପଢନ୍ତୁ, କାହାକୁ ମିଳିଲା କେଉଁ ବିଭାଗ?

କନକ ବ୍ୟୁରୋ: ଗୁଜରାଟରେ ଭୂପେନ୍ଦ୍ର ପଟେଲ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହେବା ପରେ ଆଜି ମନ୍ତ୍ରୀ ମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ତେବେ ବିଭାଗ ବଣ୍ଟନବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜ ପାଖରେ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଶାସନ,…