Daily Archives

September 25, 2021

ବାତ୍ୟା ‘ଗୁଲାବ’ ପାଇଁ ୨୪ଟି ଟ୍ରେନ୍‌ ବାତିଲ। ବନ୍ଦର ପାଇଁ ବିପଦ ସଂକେତ ଜାରି।

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍‌ ବାତିଲ କରାଯାଇଛି । ଭାରତୀୟ ରେଳବାଇ ତରଫରୁ ଏହି ସୂଚନା ଦିଆଯାଇଛି। ସେହିପରି ବନ୍ଦର ପାଇଁ ବିପଦ ସଂକେତ ଜାରି ହୋଇଛି । ବାତ୍ୟା ଯୋଗ୍ୟୁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା ଭୁବନେଶ୍ୱର-ବିଶାଖାପାଟନମ,…

ଦିଲ୍ଲୀ ରୋହିଣୀ କୋର୍ଟ ଗୁଳିକାଣ୍ଡକୁ ନେଇ ଉତ୍ତେଜନା । ସୁରକ୍ଷା ବ୍ୟବସ୍ଥା ନେଇ ଦିଲ୍ଲୀ ବାର କାଉନସିଲର ଅସନ୍ତୋଷ

କନକ ବ୍ୟୁରୋ: ଦିଲ୍ଲୀ ରୋହିଣୀ କୋର୍ଟରେ ଗୁଳିକାଣ୍ଡକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । କୋର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ବାର୍ ଆସୋସିଏସନ୍ ପକ୍ଷରୁ କଡା ନିନ୍ଦା କରାଯାଉଛି । ଫଳରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି । କ୍ରାଇମବ୍ରାଞ୍ଚ ଘଟଣାରେ…

ବାତ୍ୟା ‘ଗୁଲାବ’ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ୧୫ଟି ଗାଁର ୫୮୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ…

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବା ପରେ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସତର୍କ ହୋଇଯାଇଛନ୍ତି । ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉ ଥିବାବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଗଜପତି ଜିଲ୍ଲାର…

କାମ ଦେଉନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନୂଆ ସ୍ମାର୍ଟ କାର୍ଡ । କାର୍ଡ ଧରି ଆସିଥିବା ରୋଗୀଙ୍କୁ ଚିକିତ୍ସା ନକରି…

କନକ ବ୍ୟୁରୋ : ଘରୋଇ ଡାକ୍ତରଖାନାରେ କାମ ଦେଲାନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳିଥିବା ନୂଆ ସ୍ମାର୍ଟ କାର୍ଡ । କାର୍ଡ ଧରି ଆସିଥିବା ରୋଗୀଙ୍କୁ ଚିକିତ୍ସା ସେବା ନଦେଇ ଫେରାଇ ଦେଇଛି ଆପୋଲୋ ହସ୍ପିଟାଲ । ସୁନ୍ଦରଗଡ଼ରୁ ଆସିଛି ଏପରି ଅଭିଯୋଗ । ଏବେ ପ୍ରଶ୍ନ, ନିୟମ ଭାଙ୍ଗୁଥିବା ଘରୋଇ…

ବରଗଡ଼ରୁ ଆସିଲା ହାଜତ ମୃତ୍ୟୁର ଅଭିଯୋଗ । ରାସ୍ତା ଉପରେ ଶବ ରଖିବାରୁ ପୁଲିସ କଲା ଲାଠିଚାର୍ଜ ।

କନକ ବ୍ୟୁରୋ: ବରଗଡ ହାଜତ ମୃତ୍ୟୁ ଅଭିଯୋଗରେ ଆଜି ସୃଷ୍ଟି ହୋଇଥିବା ଉତ୍ତେଜନା ଓ ପୋଲିସର ଲାଠି ଚାର୍ଜ ଘଟଣାର ତଦନ୍ତ କରାଯିବ । ଏନେଇ ଶନିବାର ପଶ୍ଚିମାଞ୍ଚଳ ଡିଆଇଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସ୍ଥିତି ସମୀକ୍ଷା ପରେ ଏନେଇ ଡିଆଇଜି ନିଜର ପ୍ରତିକ୍ରିୟା ରଖିଛନ୍ତି । ତେବେ ଶନିବାର…

ଜାତିସଂଘରେ ପାକିସ୍ତାନକୁ ଭତ୍ସନା କଲେ ଭାରତୀୟ କୂଟନୀତଜ୍ଞ । ପଢନ୍ତୁ, କଣ କହିଲେ ଆଇଏଫଏସ ସ୍ନେହା ଦୁବେ…

କନକ ବ୍ୟୁରୋ: ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭତ୍ସନା କରିଛନ୍ତି ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ । ଜାତିସଂଘରେ ଇମ୍ରାନ ଖାନଙ୍କ ବକ୍ତବ୍ୟର କଡା ଜବାବ ରଖିଛନ୍ତି ଏହି ମହିଳା କୂଟନୀତିଜ୍ଞ । ସେ କହିଛନ୍ତି, ପାକିସ୍ତାନ ପାଇଁ ସାରା ବିଶ୍ୱ…