Daily Archives

September 15, 2021

ପିପିଲି ଉପ-ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଜାଣନ୍ତୁ ଷ୍ଟାର ପ୍ରଚାରକ ତାଲିକାରେ କିଏ…

କନକ ବ୍ୟୁରୋ : ପିପିଲି ଉପ-ନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା । ପିପିଲି ଫାଇଟ ପାଇଁ ୨୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା କରିଛି ବିଜେଡି । ନବୀନଙ୍କ ନେତୃତ୍ୱରେ ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ନବୀନଙ୍କ ସମେତ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ…

ବିଜେପି, ଆରଏସଏସ ଲୋକ ହିନ୍ଦୁ ନୁହଁନ୍ତି । ସେମାନେ କେବଳ ହିନ୍ଦୁ ଧର୍ମର ବ୍ୟବହାର କରନ୍ତି: ରାହୁଲ ଗାନ୍ଧୀ

କନକ ବ୍ୟୁରୋ: ବିଜେପି, ଆରଏସଏସ୍ ଉପରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ବୁଧବାର ଅଖିଳ ଭାରତୀୟ ମହିଳା କଂଗ୍ରେସର ସ୍ଥାପନ ଦିବସ ଅବସରରେ ନିଜର ବକ୍ତବ୍ୟ ରଖି ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି ରାହୁଲ । ଏହି ଅବସରରେ ସେ କହିଛନ୍ତି, ବିଜେପି ଏବଂ ଆରଏସଏସର ଲୋକମାନେ ହିନ୍ଦୁ…

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା : କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର ।

କନକ ବ୍ୟୁରୋ: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତଥ୍ୟ ଲିକ୍ ଅଭିଯୋଗରେ ୪ ଜଣ ଠିକା କର୍ମଚାରୀ ଗିରଫ ହେବା ପରେ ଏବେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଅନ୍ୟପଟେ କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍ ଘଟଣାରେ ଏବେ ସୁଦ୍ଧା ଗିରଫ…

ଆଫଗାନିସ୍ତାନ ନୂଆ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ନଖୋଜ? ପଢନ୍ତୁ, କୁଆଡେ ଗଲେ ମୁଲ୍ଲା ବରାଦର…

କନକ ବ୍ୟୁରୋ: ଆଫଗାନିସ୍ତାନରେ ଏବେ ଚାଲିଛି ତାଲିବାନୀ ରାଜ । ତାଲିବାନୀମାନେ ସେଠାରେ ସରକାର ଗଠନ କରିବା ସହିତ ନିଜ ଶାସନ ଆରମ୍ଭ କରିଛନ୍ତି । ଏହି ତାଲିବାନୀ ସରକାରରେ ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ଏହାରି ଭିତରେ ସେ ନିଖୋଜ୍ ଥିବା ଖବର ମିଳିଛି । ତେବେ ମୁଲ୍ଲା…

ଉତ୍ତରକୋରିଆର ଏହି ଅସ୍ତ୍ର ଦେଖି ଭୟରେ କମ୍ପୁଛି ଆମେରିକା

କନକ ବ୍ୟୁରୋ : କିଛିଦିନ ହେବ ଦୁଇଟି ଜିନିଷ ପାଇଁ ଉତ୍ତରକୋରିଆ ଏବେ ବିଶ୍ୱରେ ଚର୍ଚ୍ଚିତ ହେଉଛି । ଏହି ଦେଶ ଏବେ କରୋନା ଓ ଖାଦ୍ୟ ସଂକଟ ସହ ଲଢେଇ କରୁଛି ତ ଅନ୍ୟପଟେ କ୍ଷେପଣାସ୍ତ୍ର ପରୀକ୍ଷା କରି ଆମେରିକାର ଟାର୍ଗେଟକୁ ଆସୁଛି । ଉତ୍ତରକୋରିଆ କିଛିଦିନ ମଧ୍ୟରେ ୩ ଥର କ୍ଷେପଣାସ୍ତ୍ର ପରୀକ୍ଷା…

ଧୋନୀଙ୍କ ପରେ କିଏ ହେବ ଚେନ୍ନାଇର କ୍ୟାପଟେନ? ଏମିତି ରିପ୍ଲାଏ ଦେଲେ ଜାଡେଜା…

କନକ ବ୍ୟୁରୋ: କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ । ଏହାପୂର୍ବରୁ କିନ୍ତୁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ସବୁ ଦଳ । ଏଥର ଆଇପିଏଲରେ ଧୋନୀଙ୍କ ନେତୃତ୍ୱାଧିନ ଟିମ ଚେନ୍ନାଇ ଚମତ୍କାର ଫର୍ମରେ ନଜର ଆସୁଛି । ତେବେ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଅନେକ ସଫଳତା…