Daily Archives

September 22, 2021

ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ ।

କନକ ବ୍ୟୁରୋ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବିଜୟ । ୮ ୱିକେଟରେ ମ୍ୟାଚ୍ ଜିତିଲା ଦିଲ୍ଲୀ । ବୁଧବାର ଏକ ଲୋ-ସ୍କୋରିଂ ମ୍ୟାଚରେ ଏହି ବିଜୟ ସହ ଟେବୁଲ ଟପ୍ପର ହୋଇଛି ଦିଲ୍ଲୀ । ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଦଳ ପାଇଁ…

ଜ୍ୟୋତିରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଲେ ସାଂସଦ ଅପରାଜିତା । କହିଲେ ମୁଁ ମର୍ମାହତ..ମୁଁ ଲଜ୍ଜିତ…

କନକ ବ୍ୟୁରୋ: ତିନି ଦିନିଆ ସୁରତ ଗସ୍ତରୁ ଫରିବା ପରେ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କହିଛନ୍ତି, ମୁଁ ବହୁତ ମର୍ମାହତ, ମୁଁ ଲଜ୍ଜିତ...ସାଂସଦ ହିସାବରେ ମୁଁ ତାଙ୍କ ଘରକୁ ଯାଉଛି । ସାଂସଦ ଭାବେ ଏହା ମୋର ଦାୟିତ୍ୱ ଏବଂ କର୍ତ୍ତବ୍ୟ ।…

ରାଜ୍ୟ ସରକାର ଗୁଡିକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କରୋନାରେ ମୃତ୍ୟୁ ହେଲେ ପରିବାରବର୍ଗଙ୍କୁ ଦିଆଯିବ ୫୦ହଜାର…

କନକ ବ୍ୟୁରୋ: କୋଭିଡ ଜନିତ ମୃତ୍ୟୁ ହେଲେ ରାଜ୍ୟ ସରକାର ମୃତକଙ୍କ ପରିବାରବର୍ଗଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ଦେବେ । ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହିି କ୍ଷତିପୂରଣ ଦିଆଯିବ । ଜିଲ୍ଲା ବିପର୍ଯ୍ୟୟ…

ଭାରତର ଆପତ୍ତି ପରେ ନିଷ୍ପତ୍ତି ପ୍ରତ୍ୟାହାର କଲା ବ୍ରିଟେନ୍ । କୋଭିସିଲ୍ଡ୍ ଭ୍ୟାକ୍ସିନକୁ ଦେଲା ମାନ୍ୟତା ।

କନକ ବ୍ୟୁରୋ: ବ୍ରିଟେନର କୋଭିସିଲ୍ଡ ଟିକାକୁ ନେଇ କଟକଣା ବିରୋଧରେ ଭାରତର କଡା ସମାଲୋଚନା ପରେ ବ୍ରିଟିସ ସରକାରଙ୍କ ତରଫରୁ ନୂଆ ଯାତ୍ରା ନୀତି କରାଯାଇ କୋଭିସିଲ୍ଡକୁ ମଞ୍ଜୁରି ଦିଆଯାଇଛି । ଭାରତର କଡା ଚେତାବନୀ ପରେ ୨ ଡୋଜ ଭ୍ୟାକସିନ ନେଇଥିବା ଭାରତୀୟ ନାଗରିକ ବ୍ରିଟେନ ଯାତ୍ରା ଉପରୁ…

ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଗଲା ଭୂ-ସମାଧି । ବାଘମ୍ବରୀ ମଠରେ ମନ୍ତ୍ର ଉଚ୍ଚାରଣ ସହ ସମାଧି ।

କନକ ବ୍ୟୁରୋ: ମହନ୍ତ ନରେନ୍ଦ୍ର ଗିରିଙ୍କୁ ଦିଆଯାଇଛି ଭୂ-ସମାଧି । ୟୁପି ପ୍ରୟାଗରାଜ ସ୍ଥିତ ବାଘମ୍ବରୀ ମଠରେ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କୁ ମନ୍ତ୍ର ଉଚ୍ଚାରଣ ଭିତରେ ସମାଧି ଦିଆଯାଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ଅନେକ ସାଧୁ ସନ୍ଥ ।…

ଦିଲ୍ଲୀର ଦମଦାର ବୋଲିଂ । ପ୍ରଥମ ଇଂନିସରେ ୧୩୪ ରନ୍ କଲା ହାଇଦ୍ରାବାଦ । ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ୧୩୫ ।

କନକ ବ୍ୟୁରୋ: ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀର ଦମଦାର ବୋଲିଂ । ଆଜି ମ୍ୟାଚର ପ୍ରଥମ ଇଂନିସରେ ୯ ୱିକେଟ୍ ହରାଇ ୧୩୪ ରନ୍ କରିଛି ସନରାଇଜର୍ସ ହାଇଦ୍ରାବାଦ । ତେବେ ପ୍ରଥମ ଇଂନିସରେ ଦିଲ୍ଲୀର ଦବଦବା ଦେଖିବାକୁ ମିଳିଛି । ଆଉ ଏହି ମ୍ୟାଚକୁ ଜିତିବାକୁ ହେଲେ ଦିଲ୍ଲୀକୁ ବିଜୟ ଲକ୍ଷ୍ୟ ରହିଛି…