Daily Archives

September 26, 2021

ପୁଣି ଘୁଞ୍ଚିଲା ‘ଲାଲ୍ ସିଂହ ଚଢା’ର ରିଲିଜ୍ ତାରିଖ । ଜାଣନ୍ତୁ, କେଉଁ ତାରିଖରେ ହେବ ରିଲିଜ…

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ଅମିର ଖାନ ସବୁବେଳେ ତାଙ୍କର ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂହ ଚଢା ପାଇଁ ସେ ଚର୍ଚ୍ଚାରେ ଅଛନ୍ତି । ଲାଲ ସିଂହ ଚଢା ଫିଲ୍ମର ଏବେ ନୂଆ ରିଲିଜ୍ ତାରିଖ ସାମ୍ନାକୁ ଆସିଛି । ଆସନ୍ତା ୨୦୨୨ ମସିହା ଭାଲେଣ୍ଟାଇନ୍…

କାଲି ଭାରତ ବନ୍ଦ । କୃଷକଙ୍କ ବନ୍ଦ ଡାକରାକୁ ସମର୍ଥନ କରୁଛନ୍ତି ଓଡ଼ିଶାର ୭ ରାଜନୈତିକ ଦଳ ।

କନକ ବ୍ୟୁରୋ : ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛି ଭାରତୀୟ କୃଷକ ମୋର୍ଚ୍ଚା । କୃଷକଙ୍କ ବନ୍ଦ ଡାକରାକୁ ଓଡିଶାର ୭ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ପିସିସି ସଭାପତି କହିଛନ୍ତି, ବନ୍ଦ ପାଳନକୁ କଂଗ୍ରେସ ଦୃଢ ସମର୍ଥନ ଦେବେ, ତେବେ ଅତ୍ୟାବଶ୍ୟକ ସେବା ଉପରେ କଟକଣା ରହିବ ନାହିଁ ।…

ଆସିଲା ସେରୋସର୍ଭେ ରିପୋର୍ଟ । ୭୦ ପ୍ରତିଶତ ଶିଶୁଙ୍କ ଦେହରେ ଆଣ୍ଟିବଡି ।

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ଯାଇନି, ତୃତୀୟ ଲହରର ଆଶଙ୍କା ରହିଛି । ଏଭଳି ପରିସ୍ଥିତି ଦେଇ ରାଜ୍ୟବାସୀ ଗତି କରୁଥିବାବେଳେ ଆସିଛି ଏକ ଭଲ ଖବର । ୧୨ ଜିଲ୍ଲାରେ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଜଣାପଡିଛି ୭୩ ପ୍ରତିଶତ ଲୋକଙ୍କ ପାଖରେ ରହିଛି କୋଭିଡ୍ ଭୂତାଣୁର…

ଚେନ୍ନାଇର ରୋମାଞ୍ଚକର ବିଜୟ: ୨ ୱିକେଟରେ କୋଲକାତାକୁ ହରାଇଲା ସିଏସକେ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ରୋମାଞ୍ଚକର ବିଜୟ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଚେନ୍ନାଇ କୋଲକାତାକୁ ୨ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ସହ ଏବେ ଚେନ୍ନାଇ ପ୍ଲେଅଫରେ ନିଜ ସ୍ଥାନ ପକ୍କା କରି ସାରିଛି । ଏହି ମ୍ୟାଚରେ ଟସ ଜିତି କୋଲକାତା ପ୍ରଥମେ ବ୍ୟାଟିଂ…

ଆଜି କୋରାପୁଟରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ ବାତ୍ୟା । ବାତ୍ୟା ‘ଗୁଲାବ’କୁ ନେଇ ସୂଚନା ଦେଲେ ଏସଆରସି ।

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ ବର୍ତ୍ତମାନ ସମୟରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଓଡ଼ିଶାର ଗୋପାଳପୁର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରୁଥିବା ବେଳେ ଏହା କୋରାପୁଟ ଭିତରେ ପଶି କାଲି ଓଡ଼ିଶା ଅତିକ୍ରମ କରିବ । ବାତ୍ୟା ‘ଗୁଲାବ’କୁ…

‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି । ପଢନ୍ତୁ, କେଉଁ କେଉଁ ଜିଲ୍ଲା ରହିବେ ସତର୍କ…

କନକ ବ୍ୟୁରୋ: ବାତ୍ୟା ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ମଧ୍ୟରେ ବାତ୍ୟାର କେନ୍ଦ୍ର ବଳୟ ସ୍ଥଳ ଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବାତ୍ୟାର କେନ୍ଦ୍ରସ୍ଥଳ, ଉପକୂଳ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି । ଭାରତୀୟ…