Daily Archives

September 14, 2021

ସ୍ତ୍ରୀଙ୍କୁ “ଧନ” ଡାକି ଧରାପଡିଲେ ରାଜଧାନୀର ସ୍ୱିଗି ବୟ । ନିଜକୁ ନିଜେ କରିଥିଲେ ଅପହରଣ । ପ୍ରେମିକା ସହ ଧରିପଡିଲେ…

କନକ ବ୍ୟୁରୋ: ରାଜଧାନୀରେ ସ୍ୱିଗି ବୟଙ୍କ ଅପହରଣ କାହାଣୀ ଯେତିକି ଚର୍ଚ୍ଚା ସୃଷ୍ଟି କରିନଥିଲା, ଏବେ ତାଙ୍କର ଅପହରଣ ପଛର ସତ ସମସ୍ତଙ୍କୁ ତା’ଠୁ ଅଧିକ ଆଶ୍ଚଯ୍ୟ କରିଛି । ଆଉ କେହି ଦୁବୃର୍ତ୍ତ ନୁହେଁ, ବରଂ ନିଜକୁ ନିଜେ କିଡନାପ୍ କରିଥିଲେ ସ୍ୱିଗି ବୟ ପତିତପାବନ ପୃଷ୍ଟି । ଆଉ ଏହା ପଛର…

ଆଫଗାନିସ୍ତାନରେ କେମିତି ଅଛନ୍ତି ମହିଳା ? ତାଲିବାନ ଶାସନ ପରେ ମହିଳାଙ୍କ ଗତିବିଧିରେ ଲାଗିଛି କଟକଣା ।

କନକ ବ୍ୟୁରୋ : ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆସିବା ପରେ ମହିଳାଙ୍କ ଗତିବିଧି ଉପରେ ବିଭିନ୍ନ କଟକଣା ଲଗାଇଛି । ତାଲିବାନ ସରକାରରେ କୌଣସି ମହିଳାଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ । ତାଲିବାନ ଭୟରେ ଦେଶର ବହୁ ମହିଳା ବିଦେଶରେ ମଧ୍ୟ ଶରଣ ନେଲେଣି । ତେବେ ନିଜ ଅଧିକାର ପାଇଁ ସେଠାରେ…

ବଢୁଛି ବ୍ରାହ୍ମଣୀ, ବୈତରଣୀ ନଦୀର ଜଳସ୍ତର । ବିପଦ ସଙ୍କେତ ଉପରେ ବୋହୁଛି ବ୍ରାହ୍ମଣୀ ।

କନକ ବ୍ୟୁରୋ: ବଢ଼ୁଛି ବ୍ରାହ୍ମଣୀ ନଦୀର ଜଳସ୍ତର । ଧର୍ମଶାଳା ଜେନାପୁର ନିକଟରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମ୍ଣୀ ନଦୀର ଜଳ । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ସନ୍ଧ୍ୟା ୭ଟା ବେଳକୁ ଏଠାରେ ଜଳସ୍ତର ୬୭.୮୦ ଫୁଟରେ ପ୍ରବାହିତ ହେଉଥିଲା । ରାତି ୧୧ଟାରୁ ୧୨ ବେଳକୁ…

ଚୀନରେ ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ । ଲକଡାଉନ୍ କଟକଣା ଜୋରଦାର କଲା ପ୍ରଶାସନ ।

କନକ ବ୍ୟୁରୋ : ଚୀନରେ ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ । କରୋନା ଭୂତାଣୁକୁ ନେଇ ଏବେ ଚୀନରେ ପୁଣି ଥରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଚୀନରେ କରୋନା ଭୂତାଣୁର ଡେଲ୍ଟା ଭାରିଆଣ୍ଟ ମାତିବାରେ ଲାଗିଛି । ଯାହା ଫଳରେ ଦକ୍ଷିଣ-ପୂର୍ବ ପ୍ରୋଭିନ ଫୁଜିଆନର ୩ଟି ସହରକୁ ସମ୍ପୂର୍ଣ୍ଣ ବନ୍ଦ…

ରାଜ୍ୟରେ ବନ୍ୟା ସ୍ଥିତି ନେଇ ସରକାରଙ୍କ ପ୍ରାଥମିକ ରିପୋର୍ଟ । ଲଗାଣ ବର୍ଷାରେ ୨୦ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ।

କନକ ବ୍ୟୁରୋ:  ଲଗାଣ ବର୍ଷାରେ ରାଜ୍ୟର ୨୦ଟି ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି । ଖାଲି ସେତିକି ନୁହେଁ, ୩୬୯୬ଟି ଗାଁ ମଧ୍ୟ ପ୍ରଭାବିତ ହୋଇଛି । ବର୍ଷା ଫଳରେ ରାଜ୍ୟର ୨୦ଲକ୍ଷ ୪୬ ହଜାର ୧୨୨ ଲୋକ ପ୍ରଭାବିତ ହୋଇଛନ୍ତି । ୨୮୭୦ ଘର ନଷ୍ଟ ହୋଇଛି । ପ୍ରଭାବିତ ହୋଇଥିବା ୧୩ ହଜାର ୫୩୪…

୨୮ ହଜାର ଟଙ୍କାରେ ପ୍ରଭୁଙ୍କ ଶୃଙ୍ଗାର ବେଶ । ୧୦୦ ଟଙ୍କିଆ ନୋଟରେ ସଜେଇ ହେଲେ ବାବା ଗୁଡେଶ୍ୱର

କନକ ବ୍ୟୁରୋ: ୨୮ ହଜାର ଟଙ୍କାରେ ଶୃଙ୍ଗାର ବେଶ ହେଲେ ବାବା ଗୁଡେଶ୍ବର । ସମ୍ବଲପୁର ଦୁର୍ଗାପାଲିସ୍ଥିତ ଗୁଡେଶ୍ବର ବାବା ୨୮ ହଜାର ଟଙ୍କାର ୧୦୦ ଟଙ୍କିଆ ନୋଟରେ ସଜେଇ ହୋଇଛନ୍ତି । ପ୍ରତିଦିନ ଆଳତୀ ସାଙ୍ଗକୁ ଶୃଙ୍ଗାର ବେଶରେ ସଜେଇ ହୁଅନ୍ତି ବାବା ଗୁଡେଶ୍ବର । ଆଳତୀ ପରେ ଶୃଙ୍ଗାର ବେଶ ହଟାଇ…