Daily Archives

September 1, 2021

ରାଜ୍ୟର ମରୁଡି ସ୍ଥିତି ନେଇ ବିଧାନସଭାରେ ହଙ୍ଗାମା । ବିରୋଧୀ କହିଲେ ୨୭ଜିଲ୍ଲାରେ ପ୍ରଭାବିତ । ଉତ୍ତରରେ କୃଷି ମନ୍ତ୍ରୀ…

କନକ ବ୍ୟୁରୋ : ଆରମ୍ଭରୁ ହଟ୍ଟଗୋଳ । ବିଧାନସଭାକୁ ବିଭିନ୍ନ ପ୍ରସଙ୍ଗ ଧରି ଆସିଥିବା ବିରୋଧୀ ପ୍ରଥମ ଦିନରୁ ମରୁଡି ଅସ୍ତ୍ର ପ୍ରୟୋଗ କରିଛନ୍ତି । ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିବା ସହ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଯିବାକୁ ଚେଷ୍ଟା କରିଥିଲେ । ଓଡିଶାର…

ଦିଲ୍ଲୀ ନଏଡାରେ ଭାଙ୍ଗିବ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର । ବେଆଇନ ନିର୍ମିତ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ…

କନକ ବ୍ୟୁରୋ: ମଙ୍ଗଳବାର ନୋଏଡା ସୁପରଟେକ୍ ଟୁଇନ ଟାୱାର ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନୋଏଡା ସେକ୍ଟର ୯୩ ରେ ବେଆଇନ୍ ଭାବ ନିର୍ମିତ ହୋଇଥିବା ଏହି ୪୦ ମହଲା ବିଷିଷ୍ଟ ଅଟ୍ଟାଳିକାକୁ ୩ ମାସ ଭିତରେ ଭାଙ୍ଗିବାକୁ ନିଦେ୍ଧଶ ଦେଇଛନ୍ତି । ନିୟମ ଉଲଙ୍ଘନ କରି ବେଆଇନ ନିର୍ମାଣ…

ଦେଶବ୍ୟାପୀ ‘ଫିଟ୍ ଇଣ୍ଡିଆ କୁଇଜ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ସ୍କୁଲ…

କନକ ବ୍ୟୁରୋ : ସମାଜରେ ସକରାତ୍ମକ ଭାବନା ଆଣିବା ପାଇଁ ଆମକୁ ଫିଟ୍ ରହିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ଫିଟ ରଖିବା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ବୁଧବାର କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ…

ଚର୍ଚ୍ଚାରେ ରାଷ୍ଟ୍ରପତି ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ । ତାଲିବାନୀଙ୍କ ସହ ୧୦ହଜାରରୁ ଅଧିକ ପାକିସ୍ତାନୀ…

କନକ ବ୍ୟୁରୋ: ତାଲିବାନ ଏକାନୁହେଁ, ତା ସହ ୧୦ରୁ ୧୫ ହଜାର ବିଦେଶୀ ଆତଙ୍କବାଦୀ ରହିଛନ୍ତି । ଯେଉଁମାନେ ଆଫଗାନିସ୍ତାନରେ ଆତଙ୍କ ଖେଳାଉଛନ୍ତି । ଏପରି ତଥ୍ୟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦେଇଥିଲେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି । ଜୁଲାଇ ୨୩ରେ ରାଷ୍ଟ୍ରପତି…

ହସ୍ପିଟାଲ ବେଡରୁ ବିଧାନସଭା । ଭର୍ଚୁଆଲ ମୋଡରେ ମୌସୁମୀ ଅଧିବେଶନରେ ସାମିଲ ହେଲେ ବିରୋଧୀ ଦଳ ନେତା, କରୋନାରୁ ସୁସ୍ଥ…

କନକ ବ୍ୟୁରୋ : ହସ୍ପିଟାଲ ବେଡରୁ ବିଧାନସଭା । ଏ ହେଉଛି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ କାହାଣୀ । ଯେଉଁଠି ଦିନେ ବିଧାନସଭା ଭିତରେ ସେ ସରକାରଙ୍କୁ ଅଡୁଆରେ ପକାଉଥିଲେ, ଆଜି କରୋନା ସହ ଲଢି ହସ୍ପିଟାଲ ବେଡରୁ ମୌସୁମୀ ଅଧିବେସନରେ ସାମିଲ ହୋଇଛନ୍ତି ପ୍ରଦୀପ୍ତ । ନିଜ ଲଢୁଆ ମନୋବୃତିକୁ…

କରୋନା ନୂଆ ମ୍ୟୁଟାଣ୍ଟକୁ ନେଇ ଚର୍ଚ୍ଚା ! ଚୀନ, ଇଂଲଣ୍ଡ ଓ ନ୍ୟୁଜଲାଣ୍ଡ ସମେତ ୭ଟି ଦେଶରେ ବ୍ୟାପୁଛି ନୂଆ ଭ୍ୟାରିଆଣ୍ଟ…

କନକ ବ୍ୟୁରୋ: ସାମ୍ଭବ୍ୟ ତୃତୀୟ ଲହରର ମୁକାବିଲା ନେଇ ଏବେ ସରକାର ପ୍ରସ୍ତୁତି ଚଳାଉଥିବା ବେଳେ କରୋନାର ଆଉ ଏକ ନୂଆ ଭ୍ୟାରିଏଂଟ ସାମ୍ନାକୁ ଆସିଛି । ଯାହା ଅନ୍ୟ ଭ୍ୟାରିଏଂଟ ତୁଳନାରେ ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଏହି ଭ୍ୟାରିଏଂଟ ହେଉଛି ସି.୧.୨ । ଯାହାକୁ ଦକ୍ଷୀଣ ଆଫ୍ରିକାର…