Daily Archives

September 5, 2021

ବଟି ଆଦାୟ ଅଭିଯୋଗରେ ୨ ୱେବପୋର୍ଟାଲ ସାମ୍ବାଦିକ ଗିରଫ । ବ୍ଲାକମେଲିଂ କରି ଶିକ୍ଷକଙ୍କୁ ମାଗିଥିଲେ ୫୦ ହଜାର ।

କନକ ବ୍ୟୁରୋ: ଧମକ ଦେଇ ବଟି ମାଗିବା ଅଭିଯୋଗରେ ୱେବପୋର୍ଟାଲ ସାମ୍ବାଦିକ ଗିରଫ । ଜଣେ ଶିକ୍ଷକଙ୍କୁ ଧମକ ଦେବା ଏବଂ ତାଙ୍କ ଠାରୁ ବଟି ଆଦାୟ କରିବା ଅଭିଯୋଗରେ ନବରଙ୍ଗପୁରରେ ୨ ଜଣ ୱେବପୋର୍ଟାଲ ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ୱେବପୋର୍ଟାଲ…

ଅମିତ ରୋହିଦାସଙ୍କ ସଫଳତା ପଛର ସୂତ୍ରଧର ଗୁରୁ ବିଜୟ ଲାକ୍ରା । ୩୦ରୁ ଅଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ଦେଇଛନ୍ତି…

କନକ ବ୍ୟୁରୋ : ସୁନ୍ଦରଗଡ  ଜିଲ୍ଲାରେ ଏଭଳି ଅନେକ ଗୁରୁ ଅଛନ୍ତି, ଯେଉଁମାନେ ଯୋଗ୍ୟ ଶିଷ୍ୟ ତିଆରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶିକ୍ଷା ହେଉ କି କ୍ରୀଡ଼ା କ୍ଷେତ୍ର, ସବୁଥିରେ ଜିଲ୍ଲାର ଗୁରୁମାନଙ୍କର ବଳିଷ୍ଠ ଉପସ୍ଥିତି ଅନୁଭୂତ ହୁଏ। ତେବେ କ୍ରୀଡ଼ା ବି‌ଶେଷକରି ସୁନ୍ଦରଗଡ…

ଓଡିଶା ଆଦର୍ଶ ଉତ୍କର୍ଷ ବିଦ୍ୟାଳୟ: ୧୦ ସୂତ୍ରୀ ଲକ୍ଷ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: କିପରି ଅଧିକ ଓଡିଆ ପିଲା ମେଡିକାଲ ଓ ଇଂଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ସେନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏଥିପାଇଁ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ହେବାକୁ ଯାଉଛି ଓଡିଶା ଆଦର୍ଶ ଉକ୍ରର୍ଷ ବିଦ୍ୟାଳୟ । ପଚିଶ ଏକର ଜମି ଉପରେ ନିର୍ମିତ ହେବାକୁ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ରର ପଡିଲା ଭିତ୍ତିପସ୍ତର । ମେଡିକାଲ ଓ ଇଞ୍ଜିିନିୟରିଂ ପ୍ରବେଶିକାରେ ସଫଳ…

କନକ ବ୍ୟୁରୋ : କିପରି ଅଧିକ ଓଡିଆ ପିଲା ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷାରେ ସଫଳ ହେବେ ଏନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏଥିପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ଉତ୍କର୍ଷ କେନ୍ଦ୍ର କରାଯିବ । ଆଜି ଏହାର ଭିତ୍ତିପସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ନ୍ୟୁଜ ଆଙ୍କର ଚିତ୍ରା ତ୍ରିପାଠୀଙ୍କୁ ଘେରିଲେ ଚାଷୀ, ଦେଲେ ‘ହାଏ ହାଏ’ର ନାରା

କନକ ବ୍ୟୁରୋ: ମୁଜାଫରନଗର ଚାଷୀ ଆନ୍ଦୋଳନରେ ଫସିଗଲେ ନ୍ୟୁଜ ଚ୍ୟାନେଲ ଆଙ୍କର ଚିତ୍ରା ତ୍ରିପାଠୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଆଜତକ ଆଙ୍କର ଚିତ୍ରା ତ୍ରିପାଠୀ ଓ…