Daily Archives

September 23, 2021

ଭେଙ୍କଟେଶ-ରାହୁଲଙ୍କ ଧୂଆଁଦାର ବ୍ୟାଟିଂ: ୭ ୱିକେଟରେ ମୁମ୍ବାଇକୁ ହରାଇଲା କୋଲକାତା

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀଙ୍କ ଧୂଆଁଦାର ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ୭ ୱିକେଟରେ ବିଜୟୀ ହୋଇଛି କୋଲକାତା ନାଇଟ ରାଇଡର୍ସ । ଏହି ବିଜୟ ସହ ଏବେ ଦୁଇ ପଏଣ୍ଟ ଅଧିକା ପଏଣ୍ଟ ଟେବୁଲର ଉପରକୁ ଉଠିଛି କୋଲକାତା । ଏହି ମ୍ୟାଚରେ ପ୍ରଥମେ ଟସ…

ଜଙ୍ଗଲ ଜଗିଛନ୍ତି ଜଙ୍ଗଲୀ ହାତୀ: ପଢନ୍ତୁ ଏହା ପଛର କାରଣ…

କନକ ବ୍ୟୁରୋ: ୩ଟି ହାତୀ ଶାବକ, ସେମାନଙ୍କ ଚାରିପଟେ ଘେରି ରହିଛନ୍ତି ହାତୀପଲ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଂଜ ଯାମୁଦଲକ ଜଙ୍ଗଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ହାତୀ ଛୁଆକୁ ସୁରକ୍ଷା ଦେବା ପାଇଁ ସଜାଗ ରହିଛନ୍ତି ୨୫ ଟିକିଆ ହାତୀପଲ । ଜଙ୍ଗଲରେ ହାତୀ ଶାବକ ଥିବା ଖବର ପାଇ ସ୍ଥାନୀୟ…

ରାଜଧାନୀରେ ଦୁର୍ଗାପୂଜା: ବିଏମସିର ଗାଇଡଲାଇନ, ୪ ଫୁଟ ରହିବ ମୂର୍ତିର ଉଚ୍ଚତା 

କନକ ବ୍ୟୁରୋ: ରାଜଧାନୀରେ ଦୁର୍ଗାପୂଜା ନେଇ ଗାଇଡଲାଇନ ଜାରି କରିଛି ବିଏମସି  । ସର୍ବସାଧାରଣରେ ପୂଜାକୁ ବାରଣ କରାଯାଇଛି  । ଲୋକମାନେ ଘରେ ରୀତିନୀତି ଅନୁସାରେ ପୂଜା କରିପାରିବେ  । ମଣ୍ଡପ ଓ ପେଣ୍ଡାଲରେ ୩ ପାଖରୁ ଆବଦ୍ଧ କରାଯିବ  । ଆଉ କେବଳ ଗୋଟିଏ ପାଖରେ ମା’ଙ୍କ ରୀତିନୀତି ସମ୍ପନ୍ନ ହେବ…

ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ ରିପୋର୍ଟ

କନକ ବ୍ୟୁରୋ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୃତ୍ୟୁର କାରଣ ନେଇ ଖୋଳତାଡ ଜାରି ରଖିଛି ଉତରପ୍ରଦେଶ ପୁଲିସ । ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁସାଇଡ ନୋଟରେ ଲେଖିଛନ୍ତି ମହନ୍ତ ନରେନ୍ଦ୍ର…

ପଶ୍ଚିମବଙ୍ଗରୁ ତଡା ଖାଇବା ପରେ ଓଡ଼ିଶାରେ ଏମିତି ଠକାମୀର ଜାଲ ବିଛାଇଛନ୍ତି ବଙ୍ଗୀୟ ମହିଳା । ଚିହ୍ନିଥାନ୍ତୁ ଏହି…

କନକ ବ୍ୟୁରୋ : ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଯେତେ ସତର୍କ ହେଉଛି, ଟଙ୍କା ପଇସା ଲୁଟର ସେତିକି ନୂଆ ନୂଆ ତରିକା ବାହାର କରୁଛନ୍ତି ଅପରାଧୀ । ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ତଡିପାର ହୋଇଥିବା ଜଣେ ଧୂର୍ତ ମହିଳା ପୁରୀର ଜଣେ ବ୍ୟବସାୟୀଙ୍କୁ ଭୁବନେଶ୍ୱରରେ ଲୁଟି ନେଇଛନ୍ତି । ଠକି…

କ୍ୱିଣ୍ଟନ ଡିକକଙ୍କ ଅର୍ଦ୍ଧଶତକ: ୧୫୫ ରନ କଲା ମୁମ୍ବାଇ, କୋଲକାତା ଆଗରେ ୧୫୬ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜିର ମ୍ୟାଚରେ କ୍ୱିଣ୍ଟନ ଡିକକଙ୍କ ଦମଦାର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ ଏହି ମ୍ୟାଚରେ ମୁମ୍ବାଇ ୧୫୫ ରନ କରିବାରେ ସଫଳ ହୋଇଛି । ଏବେ କୋଲକାତା ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇର ବୋଲରମାନଙ୍କୁ ସାମ୍ନା…