Daily Archives

September 29, 2021

ରାଜସ୍ଥାନ ଉପରେ ଭାରି ପଡ଼ିଲା ବାଙ୍ଗାଲୋର । ମ୍ୟାକ୍ସୱେଲ ଓ ଭରତଙ୍କ ବିସ୍ଫୋରକ ବ୍ୟାଟିଂରେ ୭ ୱିକେଟରେ ବିଜୟୀ ହେଲା…

କନକ ବ୍ୟୁରୋ : ଆଇପିଏଲ ଲଢ଼େଇ । ବୁଧବାର ବଡ଼ ଟକ୍କରରେ ବାଜି ମାରିନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମ୍ୟାକ୍ସୱେଲଙ୍କ ଧୂଆଁଦାର ବ୍ୟାଟିଂରେ ଘାଇଲା ହେଲା ରାଜସ୍ଥାନ ରୟାଲ୍ସ ।  ୭ ୱିକେଟରେ ଜିତି ବିଜୟୀ ହେଲା ରେଡ୍ ଆର୍ମି । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଇପିଏଲର…

ହାଇକମାଣ୍ଡଙ୍କ ହାକିମାତି ଉପରେ ପ୍ରଶ୍ନ ଉଠାଇଲେ ଜି-୨୩ ନେତା । କପିଲ ଶିବଲ କହିଲେ, କରିପାରିବୁ ନାହିଁ ଜି ହଜୁର ।

କନକ ବ୍ୟୁରୋ : ପଞ୍ଜାବରୁ ଦିଲ୍ଲୀ ଯାଏଁ ସରଗରମ ହୋଇଛି ରାଜନୀତି । କଂଗ୍ରେସ ଶିବିରରୁ ଆରମ୍ଭ ହୋଇଥିବା ରାଜନୀତି ପହଞ୍ଚିଛି ବିଜେପି ପାୱାର କରିଡରରେ । ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ସିଦ୍ଧୁଙ୍କ ଇସ୍ତଫା ଏବଂ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ୟାପଟେନ୍…

ଆସୁଛି ବଡ଼ ବର୍ଷା ! ୨ ଦିନ ଭିତରେ ଆରବ ସାଗରରେ ସୃଷ୍ଟି ହୋଇପାରେ ସାମୁଦ୍ରିକ ବାତ୍ୟା ‘ଶାହୀନ୍’ ।

କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ର ଚିହ୍ନ ଏଯାଏଁ ଲିଭିନଥିବା ବେଳେ ଏବେ ସାମୁଦ୍ରିକ ବାତ୍ୟା ‘ଶାହୀନ’କୁ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଅକ୍ଟୋବର ୧ ତାରିଖ (ଶୁକ୍ରବାର) ସୁଦ୍ଧା ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ଶାହୀନ’…

ଲୁଇସଙ୍କ ଦମଦାର ଅର୍ଦ୍ଧଶତକ । ବାଙ୍ଗାଲୋରକୁ ୧୫୦ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ ।

କନକ ବ୍ୟୁରୋ : ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ହେଉଛି ବୁଧବାରର ବଡ଼ ଟକ୍କର । ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ । ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ…

ଦେଢ ଲକ୍ଷ ଲାଞ୍ଚ ନେଇ ଅବକାରୀ ଅଧିକାରୀ ଗିରଫ । ମଦ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।

କନକ ବ୍ୟୁରୋ : ଦେଢ ଲକ୍ଷ ଲାଞ୍ଚ ନେଇ ଅବକାରୀ ଅଧିକାରୀ ଗିରଫ । ଦେବଗଡ଼ ଜିଲ୍ଲା ଅବକାରୀ ବିଭାଗ ଇନଚାର୍ଜ ସୁପରିଟେଣ୍ଡେଣ୍ଟ ଅଜିତ ମହାପାତ୍ର ଓ ଅବକାରୀ ବିଭାଗ ଏଏସ୍‌ଆଇ ମଥୁରା ମୋହନ ପ୍ରଧାନ ଆଜି ଭିଜିଲାନ୍‌ସ ଦ୍ୱାରା ଗିରଫ ହୋଇଛନ୍ତି । ୧ ଲକ୍ଷ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ…

ବଳଙ୍ଗା ଥାନା ବିସ୍ଫୋରଣରେ ବଳି ପଡିଲେ ଏସଆଇ । ମହିଳା ହାଜତରେ ରଖାଯାଇଥିଲା ଡିନାମାଇଟ୍, ସବ ଇନ୍ସପେକ୍ଟର ତଅପୋଇ ନାୟକ…

କନକ ବ୍ୟୁରୋ : ବଳଙ୍ଗା ଥାନାରେ ବିସ୍ଫୋରଣକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଥାନାର ମହିଳା ହାଜତରେ ରଖାଯାଇଥିଲା ଡିନାମାଇଟ । ଯେଉଁଥିରୁ ହୋଇଥାଇପାରେ ବିସ୍ଫୋରଣ । ଅପରପକ୍ଷରେ ପୁରା ଘଟଣାରେ ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ…