Daily Archives

September 21, 2021

ଚମତ୍କାର କଲେ ତ୍ୟାଗୀ: ଶେଷ ଓଭରରେ ପଞ୍ଜାବ ହାତରୁ ଛଡାଇ ଆଣିଲେ ମ୍ୟାଚ, ରାଜସ୍ଥାନରେ ୨ ରନରେ ବିଜୟୀ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଶେଷ ଓଭରରେ ବାଜି ମାରିନେଇଛି ରାଜସ୍ଥାନ ରୟାଲ୍ସ । କାର୍ତ୍ତିକ ତ୍ୟାଗୀ ଚମତ୍କାର ବୋଲିଂ କରି ରାଜସ୍ଥାନକୁ ବିଜୟ ଦେଇଛନ୍ତି । ଶେଷ ଓଭରରେ ପଞ୍ଜାବ ହାତରୁ ମ୍ୟାଚ ଛଡାଇ ଆଣିଛନ୍ତି କାର୍ତ୍ତିକ । ଫଳରେ ରାଜସ୍ଥାନ…

ପଞ୍ଜାବ ପରେ ରାଜସ୍ଥାନରେ ବଦଳିବେ କି ମୁଖ୍ୟମନ୍ତ୍ରୀ ? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା ।

କନକ ବ୍ୟୁରୋ : ପଞ୍ଜାବରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଏବେ ରାଜସ୍ଥାନ ପାଳି ? କଂଗ୍ରେସ ହାଇକମାଣ୍ଡ ଏବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ବିଚାର କରୁଥିବା ଜଣାଯାଇଛି । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜସ୍ଥାନରେ ସରକାର ବିରୋଧୀ ହାଓ୍ବାର…

ଭାରତୀୟ ବାୟୁସେନାର ମୁଖ୍ୟ ହେବେ ଭି.ଆର ଚୌଧୁରୀ

କନକ ବ୍ୟୁରୋ: କେନ୍ଦ୍ର ସରକାର ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ କରିଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ବ ଗ୍ରହଣ କରିବେ । ସେ ଏବେ…

ଯୁଦ୍ଧାସ୍ତ୍ର ବଦଳରେ ସ୍ୱାସ୍ଥ୍ୟ ଉପରେ ଫୋକସ କରିବ ଆମେରିକା: ମିଳିତ ଜାତିସଂଘରେ ଚୀନକୁ ପରୋକ୍ଷରେ ସମାଲୋଚନା  

କନକ ବ୍ୟୁରୋ: ଆମେରିକା ଏବେ ଯୁଦ୍ଧାସ୍ତ୍ର ବଦଳରେ ସ୍ୱାସ୍ଥ୍ୟ ଉପରେ ନିବେଶ କରିବ । ସ୍ୱାସ୍ଥ୍ୟ ଉପରେ ନିବେଶ କଲେ ହିଁ ଲୋକଙ୍କ ଜୀବନ ବଞ୍ଚିପାରିବ । ଆମେରିକା ରଷ୍ଟ୍ରପତି ଜୋ ବାଇଡେନ ଆଜି ମିଳିତ ଜାତିସଂଘରେ ଉଦବୋଧନ ଦେଇ ଏପରି କହିଛନ୍ତି । ଆମେରିକା ଆତଙ୍କବାଦ ବିରୋଧରେ ନିଜକୁ ଏବଂ ସହଯୋଗୀ…

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ ଜମାକାରୀ । ଦେବଗଡରୁ ଆରମ୍ଭ ହେବ ଗଣ ସତ୍ୟାଗ୍ରହ ।

କନକ ବ୍ୟୁରୋ : ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଚିଟଫଣ୍ଡ ଜମାକାରୀ । ଆସନ୍ତା ୨୯ ତାରିଖରୁ ଦେବଗଡରୁ ଆରମ୍ଭ କରିବେ ଗଣ ସତ୍ୟାଗ୍ରହ । ଏହାସହିତ ରାଜ୍ୟର ପ୍ରତ୍ୟେକ ବ୍ଲକରେ ମଧ୍ୟ ଆନ୍ଦୋଳନ କରିବେ । ଦୁଇ ଦୁଇ ଜଣ କମିଶନର ନିଯୁକ୍ତି ସତ୍ୱେ ଜମାକାରୀ ତାଙ୍କ ଅର୍ଥ ନପାଇବା ଓ ସରକାର ମଧ୍ୟ…

ଅର୍ଶଦୀପ ସିଂଙ୍କ ଦମଦାର ବୋଲିଂ: ରାଜସ୍ଥାନ ୧୮୫ ରନରେ ଅଲଆଉଟ, ପଞ୍ଜାବ ଆଗରେ ବିଜୟ ଲକ୍ଷ୍ୟ ୧୮୬ 

କନକ ବ୍ୟୁରୋ: ଆଇପିଏଲ ଆଜିର ମ୍ୟାଚରେ ଦମଦାର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଉଭୟ ପଞ୍ଜାବ ଓ ରାଜସ୍ଥାନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ହେଲେ ଶେଷ ବେଳକୁ ପଞ୍ଜାବର ବୋଲର ଅର୍ଶଦୀପ ସିଂଙ୍କ ଦମଦାର ବୋଲିଂ ଯୋଗୁଁ ଅଲଆଉଟ ହୋଇଯାଇଛି ରାଜସ୍ଥାନ । ଫଳରେ ଏହି ମ୍ୟାଚରେ ରାଜସ୍ଥାନ ୨୦…