Daily Archives

September 9, 2021

ସେନାକୁ ଶକ୍ତିଶାଳୀ କରୁଛି ଚୀନ । ଭାରତ ସୀମାରେ ନିର୍ମାଣ ହେଉଛି ୩୦ ଏୟାରପୋର୍ଟ । 

କନକ ବ୍ୟୁରୋ: ଭାରତ ସହ ସୀମା ବିବାଦ ଭିତରେ ଚୀନରୁ ଆସିଛି ବଡ ଖବର । ଭାରତ ସୀମାରେ ନିଜ ସେନାର ଗତିବିଧି ବଢାଇବା ପାଇଁ ୩୦ଟି ନୂଆ ଏୟାରପୋର୍ଟ ଗଢିବାକୁ ଯାଉଛି ଚୀନ୍ । ଚୀନର ସରକାରୀ ସମାଚାରରୁ ମିଳିଥିବା ଖବର ମୁତାବକ, ଭାରତର ପାଖ ସୀମାରେ ଥିବା ଶିନଜିୟାଙ୍ଗ୍ ଓ ତିବତ୍ତ ଅଞ୍ଚଳରେ ଏହି…

ସାବଧାନ ! କରୋନାରୁ ସୁସ୍ଥ ହେବା ପରେ ପିଲାଙ୍କ ଠାରେ ଦେଖାଯାଉଛି ଏସବୁ ସମସ୍ୟା

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମିଛି । କିନ୍ତୁ ଯେତିକି ସଂଖ୍ୟା ପ୍ରତିଦିନ ଆସୁଛି । ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ପିଲା ଅନେକ ସଂକ୍ରମିତ ହେଉଛନ୍ତି । ଓଡିଶାରେ ମଧ୍ୟ ପ୍ରତିଦିନ ୧୦୦ ଉପରେ ରହୁଛି ୧୮ ବର୍ଷରୁ କମ ବୟସର ପିଲାଙ୍କ ସଂକ୍ରମଣ । ଅନେକ ବିଶେଷଜ୍ଞ ପିଲାଙ୍କ…

ମାହି ଦେବେ ମନ୍ତ୍ର, ବିଶ୍ୱବିଜେତା ହେବ ବିରାଟ ବାହିନୀ

କନକ ବ୍ୟୁରୋ :ଟାର୍ଗେଟ୍ ଟି-୨୦ ବିଶ୍ୱକପ୍ । ଦୀର୍ଘ ୮ ବର୍ଷ ଧରି ଆଇସିସି ଟୁର୍ଣ୍ଣାମେଂଟରେ ଟ୍ରଫି ମରୁଡିର ଶିକାର ହୋଇଥିବା ଭାରତୀୟ କ୍ରିକେଟ ଦଳକୁ ଏଥର ଏକ ବିଶ୍ୱକପ୍ ଟ୍ରଫି ନଜର ଆସୁଛି । ଏହାକୁ ସାକାର କରିବାକୁ ବିସିସିଆଇ ଧୋନୀଙ୍କ ଶରଣ ପଶିଛି । ଟି ୨୦ ବିଶ୍ୱକପ ପାଇଁ ବୋର୍ଡ ଦଳ ଘୋଷଣା…

ଡରାଉଛି, ଡେଇଁ ଚାଲିଛି ଅଜଣା ଜର । ୯୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା ।

କନକ ବ୍ୟୁରୋ: ଉତ୍ତର ପ୍ରଦେଶରେ ଭାଇରାଲ ଜ୍ୱରର ପ୍ରକୋପ ବଢିବାରେ ଲାଗିଛି । ସାରା ରାଜ୍ୟରେ ଏ ପର୍ଯ୍ୟନ୍ତ ୯୦ରୁ ଅଧିକ ଜଣ ଆକ୍ରାନ୍ତ ପ୍ରାଣ ହରେଇ ଥିବା ସୂଚନା ମିଳିଛି । ଉତ୍ତରପ୍ରଦେଶ ଫିରୋଜାବାଦରୁ ହିଁ ସର୍ବାଧିକ ୫୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୃତକଙ୍କ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଅଧିକ…

ଫୁଟୁଥିବା ଗରମ ପାଣିରେ ବସିଛି ଶିଶୁ । ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ।

କନକ ବ୍ୟୁରୋ : ନିକଟରେ ଦିଲ୍ଲୀରେ ଜଣେ ଶିଶୁ ଫୁଟୁଥିବା ଗରମ ପାଣିରେ ବସିଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଏହାକୁ ନେଇ କିଛି ଲୋକ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ କିଛି ଲୋକ ଏପରି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ…

ପୋଲିସର ଲାଠିଚାର୍ଜ, ଚାଷୀଙ୍କ ମହାପଞ୍ଚାୟତ । କର୍ଣ୍ଣାଲରେ ତେଜିଲା ଚାଷୀ ଆନ୍ଦୋଳନ ।

କନକ ବ୍ୟୁରୋ: ହରିୟାଣା କର୍ଣ୍ଣାଲରେ ତୃତୀୟ ଦିନରେ ପହଂଚିଲା ଚାଷୀଙ୍କ ମହାପଂଚାୟତ । ଆନ୍ଦୋଳନ ବେଳେ ଲାଠିଚାର୍ଜ ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳ ଆୟୂଷ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି ଚାଷୀ । ତେଣୁ ଗୁଜବ ପ୍ରଚାର ରୋକିବା ସହ ଆଇନଶୃଙ୍ଖଳା ପରିସ୍ଥିତକୁ…