Daily Archives

September 2, 2021

ତୋଫାନ ଇଡା ପରେ ଆମେରିକାରେ ବନ୍ୟା ପ୍ରଳୟ । ଲଗାଣ ବର୍ଷାରେ ବେହାଲ ହେଲା ନ୍ୟୁୟର୍କ ଓ ନ୍ୟୁଜର୍ସି ସହର । ରାସ୍ତାରେ…

କନକ ବ୍ୟୁରୋ: ଇଡା ତୋଫାନର ପ୍ରଳୟ ପରେ ଏବେ ବନ୍ୟାରେ ପ୍ରଭାବିତ ଯୁକ୍ତରାଷ୍ଟ୍ର ଆମେରିକା । ଲଗାଣ ବର୍ଷା ପାଇଁ ଆମେରିକାର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ନ୍ୟୁୟର୍କ, ନ୍ୟୁ ଜର୍ସି ସମେତ ଏହାର ଆଖପାଖ ଅଞ୍ଚଳରେ ବନ୍ୟାର ପ୍ରଳୟ ଦେଖିବାକୁ ମିଳିଛି । କେବଳ ନ୍ୟୁୟର୍କ…

ବଢୁଛି ବେରୋଜଗାରୀ, ବଢୁଛି ଚିନ୍ତା । ଆସିଲା ସାଂଘାତିକ ତଥ୍ୟ, କେବଳ ଅଗଷ୍ଟ ମାସରେ ଚାକିରି ହରାଇଛନ୍ତି ୧୬ ଲକ୍ଷ ଲୋକ ।

କନକ ବ୍ୟୁରୋ : ଦେଶରେ ଜିଡିପି ଏବେ ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ଜିଏସଟି ଆଦାୟ ବି ସକରାତ୍ମକ ରହିଛି । ଏହାରି ମଧ୍ୟରେ ଦେଶ ପାଇଁ ଏକ ଚିନ୍ତାଜନକ ଖବର ଆସିଛି । ଖବର ମୁତାବକ ଅଗଷ୍ଟ ମାସରେ ପୁଣିଥରେ ବେରୋଜଗାରୀ ହାର ବି ରେକର୍ଡ ସ୍ତରରେ ବୃଦ୍ଧି ପାଇଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ…

ଆଫଗାନିସ୍ତାନରେ କବଜା ପରେ ଦେଶର ନୂଆ ସରକାର ଗଢିବ ତାଲିବାନ । ୨ ଦିନ ମଧ୍ୟରେ ଇସଲାମିକ ଗଭମେଣ୍ଟ ଅଫ୍ ଆଫଗାନିସ୍ତାନର…

କନକ ବ୍ୟୁରୋ: ତାଲିବାନର ସୁପ୍ରିମ ଲିଡର ଭାବେ ଜଣାଯାଉଥିବା ହୈବତୁଲ୍ଲାହ ଅଖୁନ୍ଦଜାଦା ଓରଫ ହିବତୁଲ୍ଲାହ ହେବେ ଆଫଗାନିସ୍ତାନର ସର୍ବୋଚ୍ଚ ଅଧିକାରୀ । ଏଭଳି ସୂଚନା ତାଲିବାନ ପକ୍ଷରୁ ଦିଆଯାଇଛି । ଖୁବଶୀଘ୍ର ତାଲିବାନ ପକ୍ଷରୁ ଦେଶରେ ଇସଲାମିକ ସରକାରର ଘୋଷଣା ହେବାକୁ ଯାଉଛି । ଆଉ…

କାଲିଠୁ ଅଫଲାଇନ ପରୀକ୍ଷା ନେଇ ଆବେଦନ କରିପାରିବେ ଅସନ୍ତୁଷ୍ଟ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । କଲେଜକୁ ଆବେଦନ ପାଇଁ ଲିଙ୍କ୍…

କନକ ବ୍ୟୁରୋ: ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନ ମାର୍କକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷା ପାଇଁ କାଲିଠୁ ଆବେଦନ କରିପାରିବେ । ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିବାକୁ କଲେଜଗୁଡିକୁ ଲିଙ୍କ୍ ଯୋଗାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତାକାଲି ଅପରାହ୍ନ ୨ଟାରୁ ୯ ତାରିଖ…

ଜେଲ ଗଲେ ବାପ-ପୁଅ । କୋର୍ଟରେ ହାଜର ହେବା ପରେ ଖୋର୍ଦ୍ଧା ସବଜେଲକୁ ଗଲେ ଗୁରୁଜୀ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଗୁୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ଆଜି ପୋଲିସ ଗିରଫ କରିବା ପରେ ଦୁହିଁଙ୍କୁ ଏବେ ଜେଲକୁ ପଠାଇ ଦିଆଯାଇଛି । ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମିଳିଥିବା ତାଜା ସୂଚନା ମୁତାବକ ଦୁହିଁଙ୍କୁ ଏବେ ଖୋର୍ଦ୍ଧା…