ରାଜ୍ୟରେ ଏପ୍ରିଲ ମାସରେ ଏକ ଲକ୍ଷ ଟପିଲା ନୂଆ ମାମଲା । ପ୍ରତି ମିନିଟରେ ସାଢ଼େ ୪ ଜଣରୁ ଅଧିକ ବ୍ୟକ୍ତି ହେଉଛନ୍ତି…
କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ତଳକୁ ଖସିବା ନାଁ ନେଉନାହିଁ । କେବଳ ଏପ୍ରିଲ ମାସରେ ୧ ଲକ୍ଷ ୩ ହଜାର ୧୭୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଗତ ୧୦ ଦିନ ହେଲା ସ୍ଥିତି ଅଧିକ ଉତ୍କଟ ହେବାରେ ଲାଗିଛି । ରାଜ୍ୟରେ ଗତ ୨୦ ତାରିଖରେ ୪ ହଜାର ୮୫୧ ଚିହ୍ନଟ ହୋଇଥିଲା । ଏହାପରେ ଆଉ…