Daily Archives

December 28, 2020

ଜାନୁୟାରୀ ସୁଦ୍ଧା ଭାରତକୁ ମିଳିପାରେ ଆଷ୍ଟ୍ରେଜେନିକା ଟିକା । ଟିକାକରଣ ପ୍ରକ୍ରିୟା ତଦାରଖ କରିବା ପାଇଁ ୪ଟି ରାଜ୍ୟରେ…

କନକ ବ୍ୟୁରୋ : ଜାନୁୟାରୀରୁ କୋଭିଡ ଟିକାକରଣ ଆରମ୍ଭ କରିପାରନ୍ତି ଭାରତ ସରକାର । ସେଇଥି ପାଇଁ ଆଜିଠୁ ୪ଟି ରାଜ୍ୟରେ ଡ୍ରାଏ ରନ ଆରମ୍ଭ ହୋଇଛି । ଏହି ପ୍ରାକ ଅଭ୍ୟାସରେ ଭାରତ ଭଳି ବିଶାଳ ଦେଶରେ ସମୂହ ଟିକା ପାଇଁ କରାଯାଇଥିବା ପ୍ରସ୍ତୁତି କେତେ ଫଳପ୍ରଦ ତାହାର ପରୀକ୍ଷା ବି ହୋଇଯିବ । ଆସନ୍ତା…

ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା । ହୋଟେଲ, କ୍ଲବ୍ରେ ହୋଇପାରିବ ନାହିଁ ନୂଆବର୍ଷ ଉତ୍ସବ ପାଳନ, ଭୁବନେଶ୍ୱରରେ…

କନକ ବ୍ୟୁରୋ : ଏହିବର୍ଷ ଦେଖିବାକୁ ମିଳିବନି ଏ ଚିତ୍ର । ଚଳିତ ବର୍ଷ କୋଭିଡ କଟକଣା କାରଣରୁ ହୋଟେଲରେ ହେବ ନାହିଁ ଜିରୋ ନାଇଟ ସେଲିବ୍ରେସନ । ମ୍ୟୁଜିକ ବାଜିବନି । ନାଚଗୀତ ହେବ ନାହିଁ । ସରକାରୀ ଗାଇଡଲାଇନ ଅନୁସାରେ କୌଣସି ପ୍ରକାର ସୋସିଆଲ ଗାଦରିଂ ଉପରେ ମଧ୍ୟ ରୋକ ଲାଗିଛି । ହୋଟେଲ,…

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି-ବିଜେପି ଟ୍ୱିଟର ୱାର । ପ୍ରଣବ ପ୍ରକାଶଙ୍କ ପ୍ରତିକ୍ରିୟା ନେଇ ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : ହୁଏତ ଦୀର୍ଘ ଦିନର ବ୍ୟବଧାନ ପରେ କୌଣସି ପ୍ରସଙ୍ଗରେ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ରଖିଥିବା ବୟାନର ତୁରନ୍ତ ପ୍ରତିକ୍ରିୟା ଆସିଥିଲା,…

ଜନତା ଜାଣିବେ ନେତା ବାବୁଙ୍କ ସମ୍ପତ୍ତି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ସରପଞ୍ଚଠୁ…

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନେତା, ବାବୁଙ୍କ ସମ୍ପତ୍ତି ତାଲିକା ବାଧ୍ୟତାମୂଳକ । ଲୋକ ପ୍ରତିନିଧି ଓ ସରକାରୀ ଅଫିସର ଦେବେ ସମ୍ପତ୍ତି ତାଲିକା । ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଯାଏଁ ସମସ୍ତେ ଦେବେ ସମ୍ପତ୍ତି ତାଲିକା । ପ୍ରତିବର୍ଷ ସମ୍ପତ୍ତି ତାଲିକା…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ସରକାରୀ ସ୍କୁଲରେ ପଢିଲେ ମିଳିବ ସଂରକ୍ଷଣ, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ…

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ଯେଉଁଥିରେ ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖାରେ ସଂରକ୍ଷଣ ପ୍ରସ୍ତାବ ମଧ୍ୟ ରହିଛି ।…

ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଏସଓପିକୁ ଉଂଲଘନ କରି ଶ୍ରୀମନ୍ଦିର ପ୍ରବେଶ କରି ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କଲେ…

କନକ ବ୍ୟୁରୋ : ବଡ଼ବଡିଆଙ୍କ ଦିଅଁ ଦର୍ଶନ । ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ପୌର ସଂସ୍ଥାର ପାଂଟଟି ୱାର୍ଡର ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।…