Daily Archives

December 28, 2020

ବିବାହ ବାର୍ଷିକୀରେ ବଡ ଉପହାର । ଜହ୍ନରେ ଜାଗା କିଣି ପତ୍ନୀ ସ୍ୱପ୍ନାର ସ୍ୱପ୍ନ ପୂରଣ କଲେ ସ୍ୱାମୀ । 

କନକ ବ୍ୟୁରୋ : ଜହ୍ନ ରାଇଜରେ ଜାଗାଟେ କିଣିବାକୁ ସମସ୍ତଙ୍କ ଇଚ୍ଛା ଥାଏ, ନିଜ ପ୍ରେମିକାକୁ କିଏ ଜହ୍ନ ସହ ତୁଳନା କରେ ତ କିଏ ଜହ୍ନକୁ ନେଇଯିବାକୁ କହି ସ୍ୱପ୍ନ ଦେଖାଏ । ହେଲେ ସେହି ସ୍ୱପ୍ନକୁ ସତ କରିଛନ୍ତି ଜଣେ ବ୍ୟକ୍ତି । ନିଜ ପତ୍ନୀକୁ ଦେଇଛନ୍ତି ଜହ୍ନ ଉପହାର । ଆଉ ପୂରଣ କରିଛନ୍ତି ନିଜ…

ସଉକ ପାଲଟିଛି ନିଶା । ଦେଶ ବିଦେଶର ପୁରୁଣା ମୁଦ୍ରା ସଂଗ୍ରହ କରି ‘ଗ୍ଲୋବାଲ ମ୍ୟାନ’ ଭାବେ ପରିଚିୟ ଅନୁଗୁଳର ପବିତ୍ର…

କନକ ବ୍ୟୁରୋ: ସଉକ ଯେତେବେଳେ ନିଶା ପାଲଟିଯାଏ ସେତେବେଳେ ଜଣେ ବ୍ୟକ୍ତି ଏକ ନୂଆ ପରିଚୟ ପାଏ । ଏଇ ଯେମିତି ଦିଶ ବିଦେଶର ବହୁ ପୁରାତନ ମୁଦ୍ରା ଓ ଡାକ ଟିକଟ ସଂଗ୍ରହ କରି ଗ୍ଲୋବାଲ ମ୍ୟାନ ଭାବେ ଅନୁଗୁଳର ୮୦ ବର୍ଷିୟ ବ୍ୟକ୍ତି ପବିତ୍ର ମୋହନା ପ୍ରଧାନ । ଚାକିରି କାଳରେ ନେପାଳ ଭ୍ରମଣରେ…

ନୂଆ ବର୍ଷରେ ପିକନିକର ନୂଆ ଠିକଣା ପାଲଟିଛି ମାଲକାନଗିରିର ସତୀଗୁଡା । ସବୁଜ ବନାନୀ ଭିତରେ ଜଳଭଣ୍ଡାରରେ ବୋଟିଂ ପାଇଁ ବନ…

କନକ ବ୍ୟୁରୋ : ଆମ ରାଜ୍ୟରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି । ସେଗୁଡିକ ମଧ୍ୟରୁ ଅନେକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ମଧ୍ୟ ପାଇ ସାରିଛି । ଆଉ ଏବେ ନିତି ନୁଆ ନୁଆଁ ସ୍ଥାନ ପ୍ରତି ପର୍ଜ୍ୟଟକଙ୍କ ଚାହିଦା ବାଢିବା ରେ ଲାଗିଛି । ଆଉ ଏହି କ୍ରମରେ ମାଲକନଗିରି ସତିଗୁଡା ସ୍ଥିତ ପରିବେଶୀୟ…

ଆସ ଆଲୋଚନା କରିବା… କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲା କେନ୍ଦ୍ର । ୩୦ରେ ବୈଠକ ପାଇଁ ଡାକିଲେ କେନ୍ଦ୍ର…

କନକ ବ୍ୟୁରୋ: ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଚାଲିଥିବା ବେଳେ ଏହାରି ଭିତରେ କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ…

ପୁରୀ ଅସ୍ତରଙ୍ଗରେ ଜମିବାଡି ବିବାଦକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁ ଦାଣ୍ଡରେ ବୁଲିଲା ଠେଙ୍ଗା,…

କନକ ବ୍ୟୁରୋ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଆଳଙ୍ଗପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଏସିଡ୍ ମାଡରେ ଜଣେ ଗୁରୁତର । ଏହାସହ କିଛି ଉତ୍ୟେକ୍ତ ବ୍ୟକ୍ତି ପାଳଗଦାରେ ନିଆଁ ଲଗାଇ ଦେବା ସହ ଗାଁ ଦାଣ୍ଡରେ ଠେଙ୍ଗା ବୁଲାଇ ଭାଷା ଅଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ୍ ଘୁରି…

ହାତଗୋଡ ବନ୍ଧା ଅବସ୍ଥାରେ ବାଉଁଶ ଡୋଲି ଭିତରୁ ନବବଧୂ ଉଦ୍ଧାର । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି ।…

କନକ ବୁରୋ : ହାତଗୋଡ ବନ୍ଧା ଅବସ୍ଥାରେ ମହିଳା ଉଦ୍ଧାର । ନବବିବାହ ମହିଳାଙ୍କ ହାତ ଓ ଗୋଡକୁ ଦଉଡିରେ ବାନ୍ଧି ବାଉଁଶ ଡୋଲି ଭିତରୁ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ…