Daily Archives

November 30, 2020

କୋଭିଡ୍ ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ

କନକ ବ୍ୟୁରୋ : ଦେଶରେ କେରୋନା ସ୍ଥିତିର ସମୀକ୍ଷା, ଟିକା ବଣ୍ଟନ ନେଇ ଆଲୋଚନା କରିବା ପାଇଁ ଆସନ୍ତା ୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ସବୁଦଳର ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ଦେଶର କରୋନା ସ୍ଥିତି ନେଇ ଆଲୋଚନା କରିବେ ବୋଲି ସୂଚନା…

ଧାନ ମଣ୍ଡିରେ ଦଲାଲଙ୍କୁ ଜଗିବ ସିସିଟିଭି । ବିଦ୍ୟୁତ ନଥିବା ମଣ୍ଡିରେ ଧାନକିଣା ପ୍ରକ୍ରିୟାର କରାଯିବ ଭିଡିଓଗ୍ରାଫି

କନକ ବ୍ୟୁରୋ : ଧାନ ମଣ୍ଡିରେ ଦଲାଲଙ୍କୁ ଜଗିବ ସିସିଟିଭି । ମଣ୍ଡିରୁ ଦଲାଲ ଓ ମଧ୍ୟସ୍ତିଙ୍କୁ ଦୂରେଇ ରଖିବା ଲାଗି ଅଭିନବ ପ୍ରୟାସ ଆରମ୍ଭ କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଚଳିତ ଖରିପ ଧାନ କ୍ରୟ ଲାଗି ପ୍ରଶାସନ ମୋଟ ୬୫ଟି ମଣ୍ଡିରେ ୭ ଲକ୍ଷ ୫୦ ହଜାର କ୍ୱିଂଟାଲ ଧାନ କ୍ରୟ ଲାଗି ସ୍ଥିର…

ପରୀ ଗାଁ ଯଦୁପୁରରେ ବିଜେପି ପ୍ରତିନିଧି ଦଳ । ପରିବାର ଲୋକଙ୍କୁ କଲେ ସାକ୍ଷାତ । ସେପଟେ ଓଡିଶା ଭବନ ଆଗରେ ବିଜେପିର…

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁ ଯାଇଛନ୍ତିି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ସମସ୍ତ ବିଧାୟକ ଯାଇ, ପୀଡ଼ିତ ପରିବାର ଲୋକଙ୍କଙ୍କୁ ସାକ୍ଷାତ କରିଛନ୍ତି । ପରୀ ମୃତଦେହ…

କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଖୋଲିଲା ବାଟ । କୃଷକ ନେତା କହିଲେ ନିସର୍ତ୍ତ ଆଲୋଚନା ପାଇଁ ରାଜି ହୋଇଛନ୍ତି…

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ସରକାର ଆଗକୁ ଆସିଛନ୍ତି । ଭାରତୀୟ କିଷାନ ୟୁନିୟନର ଅଧ୍ୟକ୍ଷ ବୁଟା ସିଂ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ସୋମବାର ମଧ୍ୟାହ୍ନରେ ତାଙ୍କ ସହିତ କଥା ହୋଇଛନ୍ତି । ଏହାସହ କୃଷକ ନେତୃତ୍ୱଙ୍କ ସହିତ ସେ ନିସର୍ତ୍ତ ଆଲୋଚନା କରିବାକୁ ରାଜି…

ବିଜେପି ସାଂସଦଙ୍କ ଦାବି । ଟିଏମସିର ୬୨ ବିଧାୟକ ବିଜେପି ସଂପର୍କରେ । ୧୫ ଡିସେମ୍ବର ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ…

କନକ ବ୍ୟୁରୋ : ୨୦୨୧ ଆରମ୍ଭରୁ ପଶ୍ଚିମବଙ୍ଗରେ ହୋଇପାରେ ବିଧାନସଭା ନିର୍ବାଚନ । ହେଲେ ଏବେ ଠାରୁ ପଶ୍ଚିମବଙ୍ଗରେ ବିଜେପି ଓ ଶାସନ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମଧ୍ୟରେ ଛକା ପଞଞ୍ଝା ଜୋର ଧରିବାରେ ଲାଗିଛି । ଏହାସହ ନିର୍ବାଚନ ପୂର୍ବରୁ ଯେଭଳି ଦଳ ବଦଳ ଟ୍ରେଣ୍ଡ ଦେଖାଦିଏ ତାହା ଏବେ…

ଅକ୍ସଫୋର୍ଡ଼ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ । ୫କୋଟି ଟଙ୍କାର କ୍ଷତିପୂରଣ ଦାବି କଲେ ଯୁବକ

କନକ ବ୍ୟୁରୋ : ଅକ୍ସଫୋର୍ଡ଼ ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା । ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିବ ସିରମ୍ । ସିରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଟିକାର ପରୀକ୍ଷଣରେ ଭାଗ ନେଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଛନ୍ତି । ଚେନ୍ନାଇର ଜଣେ ବ୍ୟକ୍ତି…