Daily Archives

November 24, 2020

କଟକ ପରି ରାଉରକେଲାରେ ହୋଇଛି କି ନାଟକୀୟ ଲୁଟ୍ ? ସିଲଭରସିଟି ସୁନା ଲୁଟ ଷଡଯନ୍ତ୍ରରେ ସଂସ୍ଥା କର୍ମଚାରୀ ଥିବା ସ୍ପଷ୍ଟ…

କନକ ବ୍ୟୁରୋ: ୪ ବର୍ଷ ତଳର ଘଟଣା । ସ୍ଥାନ- ରାଉରକେଲାର ମଧୁସୂଧନ ମାର୍ଗ । ଜୁଲାଇ ୮ ତାରିଖ ୨୦୧୬ । ଠିକ୍ କଟକ ଭଳି ରାଉରକେଲା ମଧୁସୂଧନ ମାର୍ଗରେ ଥିବା ଇଣ୍ଡିଆ ଇନଫୋଲାଇନ ଫାଇନାନ୍ସ ଲିମିଟେଡ ବା ଆଇଆଇଏଫଏଲର ଶାଖାରୁ ୧୬ କିଲୋ ସୁନା ଚୋରି ହୋଇଗଲା । ସେତେବେଳେ ବି ଠିକ କଟକ ଭଳି ସୁନା ଋଣ…

ମହାମାରୀ ବେଳେ ଚିନ୍ତା ବଢାଇଲା ମୃତ୍ୟୁର ଗଣିତ । କରୋନା ନୁହେଁ ଅନ୍ୟାନ୍ୟ ରୋଗରେ ଯାଇଛି ୧ ଲକ୍ଷ ୪୧ ହଜାରରୁ ଅଧିକ…

କନକ ବ୍ୟୁରୋ: ତାଲାବନ୍ଦ ସମୟରେ କରୋନାର ମୁକାବିଲା ପାଇଁ ସରକାର ସବୁ ଜୋର ଲଗାଇ ଦେଇଥିଲେ । କିନ୍ତୁ ଅନ୍ୟପଟେ କଣ ଘଟୁଥିଲା ତାଉପରେ କାହାର ନଜର ନଥିଲା । କରୋନାରୁ ରକ୍ଷା କରିବା ପାଇଁ ସରକାର ଉଦ୍ୟମ କରୁଥିଲେ, ଏପଟେ କିନ୍ତୁ ପ୍ରତି ଘଂଟାରେ ୨୭ ଜଣ ଲୋକ ପ୍ରାଣ ହରାଉଥିଲେ । ଗୋଟିଏ ମାସରେ…

ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ଟିକା ଆସିଲେ ବିତରଣ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୋଭିଡ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ବୈଠକରେ ସାମିଲ ହୋଇ ନବୀନ କହିଛନ୍ତି, କରୋନା ଟିକା ଆସିଲେ ଆମେ ବିତରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଏପରିକି ସ୍ୱାସ୍ଥ୍ୟକର୍ମୀ, ୫୦…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର । ନଦୀ ଘାଟରେ ଗହଳି କରି ଡଙ୍ଗା ଭସାଇବା ଓ ଗାଧୋଇବା…

କନକ ବ୍ୟୁରୋ : ଆସନ୍ତା ୩୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଓ ନଦୀ ପୋଖରୀରେ ସାମୁହିକ ସ୍ନାନ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହା ସହିତ ବଡ଼ଓଷାରେ…

‘ମଳ’ ତିଥିରେ ‘ଅମଳ’ ବେଶ । ଜାଣନ୍ତୁ, କଣ ରହିଛି ମଳ ତିଥିର ବିଶେଷତ୍ୱ?

କନକ ବ୍ୟୁରୋ : ଏଇ ନଭେମ୍ବର ୨୭ ତାରିଖରେ, ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । କୋଭିଡ଼ କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ, ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ। କିନ୍ତୁ ୧୯୯୩ ପରେ ୧୯୯୪ରେ ଏହି ବେଶ ହେବା ପରି, ଆଗାମୀ ବର୍ଷ…

‘ପରୀ’ ମୃତ୍ୟୁ ମାମଲାରେ ମିଳିଲାନି ନ୍ୟାୟ । ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ବିଧାନସଭା ଆଗରେ…

କନକ ବ୍ୟୁରୋ: ଯେଉଁ ବୟସରେ ଝିଅର ଭବିଷ୍ୟତ ପାଇଁ ସ୍ୱପ୍ନ ବୁଣିବା କଥା, ସେହି ବୟସରେ ତାର ଖଣ୍ଡ ବିଖଣ୍ଡିତ ମୃତଦେହ ଦେଖିଥିବା ବାପା, ମାଆ, ଶେଷରେ ଜୀବନ ହାରିଦେବାକୁ ବିଧାନସଭା ଆଗରେ ଦେହରେ ଡିଜେଲ ଢାଳି ଦେଇଛନ୍ତି । ୫ ବର୍ଷର ଝିଅର ମୃତ୍ୟୁ ପରେ ନ୍ୟାୟ ପାଇଁ ବାର ଦୁଆର ବୁଲି ନିରାଶ…