Daily Archives

November 27, 2020

ଅଭୟକାନ୍ତଙ୍କ ନାଁରେ ଆସିଲା ଆଉ ଏକ ସାଂଘାତିକ ଅଭିଯୋଗ । କୋରାପୁଟରେ ଥିବା ସମୟରେ ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ…

କନକ ବ୍ୟୁରୋ : ସେପଟେ ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କ ନାଁରେ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ । କୋରାପୁଟରେ ଚାକିରି କରୁଥିବା ସମୟରେ ଅଭୟ ଜଣେ ଯୁବତୀଙ୍କୁ ଚାକିରି କରାଇବାର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଣିଛନ୍ତି କୋରାପୁଟର ଆଇନଜୀବୀ ସାଇ…

ସୁପରପାୱାର ଆମେରିକାକୁ କରୋନା ଭୟ । ୧ କୋଟି ୨୮ ଲକ୍ଷ ସଂକ୍ରମିତ, ଅଢେଇ ଲକ୍ଷରୁ ଅଧିକ ମୃତ୍ୟୁ

କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମଣ ସମ୍ମୁଖରେ ଅସହାୟ ହୋଇପଡିଛି ସୁପର ପାୱାର ଆମେରିକା । ଏଠାରେ ଲଗାତର ୨୩ଦିନ ହେଲା ଦିନକୁ ୧ଲକ୍ଷରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସୁଛି । ଗତକିଛି ଦିନ ହେଲଶ ପ୍ରତିଦିନ ୧ଲକ୍ଷରୁ ଅଧିକ ଲୋକ ଭୂତାଣୁ ସଂକ୍ରମିତ ହେଉଛନ୍ତି । ଗତ ବୁଧବାର ଅର୍ଥାତ…

ରିପୋର୍ଟରଙ୍କ ଉପରେ ଚିଡିଲେ ଆମେରିକା ରାଷ୍ଟ୍ରପତି । ଜୋ ବାଇଡେନଙ୍କ ଠାରୁ ଡୋନାଲ୍ଡ ଟ୍ରମ୍ପ ପରାଜୟ ସ୍ୱୀକାର କରିବେ କି…

କନକ ବ୍ୟୁରୋ : ହ୍ୱାଇଟ ହାଉସ ଛାଡିବାକୁ ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିନ୍ତୁ ଏଥିପାଇଁ ଏକ ସର୍ତ ରଖିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଯଦି ଜୋ ବାଇଡେନଙ୍କୁ ଔପଚାରିକ ଭାବେ ଆମେରିକାର ରାଷ୍ଟ୍ରପତି ଘୋଷଣା କରାଯାଏ ତେବେ ସେ ହ୍ୱାଇଟ ହାଉସ ଛାଡିବାକୁ ପ୍ରସ୍ତୁତ ବୋଲି…

ଅର୍ଥନୀତି ପାଇଁ ଭଲ ଖବର । ଗତବର୍ଷ ତୁଳନାରେ ଦ୍ୱିତୀୟ କ୍ୱାର୍ଟରରେ ମାତ୍ର ୭ଦଶମିକ ୫ପ୍ରତିଶତ କମିଲା ଜିଡିପି । ଷ୍ଟକ…

କନକ ବ୍ୟୁରୋ : କରୋନା ମାଡରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଅର୍ଥ ବ୍ୟବସ୍ଥା ଧିରେ ଧିରେ ଟ୍ରାକକୁ ଫେରୁଛି । ଆଜି ଭାରତ ସରକାର ଜାରି କରିଥିବା ଦ୍ୱିତୀୟ କ୍ୱାର୍ଟରର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଗତବର୍ଷର ଏହି କ୍ୱାର୍ଟର ତୁଳନାରେ ୭ଦଶମିକ ୫ପ୍ରତିଶତ ଖସିଛି । ଏହି ବର୍ଷର ପ୍ରଥମ…

ଅଭୟକାନ୍ତଙ୍କ ଉପରେ ଆକ୍ସନ । ଚାକିରିରୁ ନିଲମ୍ବିତ ହେଲେ ଆଇଏଫଏସ ଅଭୟକାନ୍ତ ପାଠକ

କନକ ବ୍ୟୁରୋ : ଆଇଏଫଏସ ଅଧିକାରୀ ଅଭୟକାନ୍ତଙ୍କୁ ଚାକିରିରୁ ନିଲମ୍ବନ । ଅଭୟକାନ୍ତଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକ । ଆୟଠାରୁ ୪୩୫ ପ୍ରତିଶତ ଟଙ୍କାର ଅଧିକାରୀ ହେଉଛନ୍ତି ଅଭୟକାନ୍ତ । ଅଭୟଙ୍କ…

ଧାନ ଚାଲାଣକୁ ରୋକୁଛି ଯୋଗାଣ ବିଭାଗ । ଓଡିଶା-ଛତିଶଗଡ ସୀମାରେ ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗର ସ୍ୱତନ୍ତ୍ର…

କନକ ବ୍ୟୁରୋ : ରାତିରେ ଧାନ ଚାଲାଣକୁ ରୋକୁଛି ଯୋଗାଣ ବିଭାଗ । ଓଡିଶା ଛତିଶଗଡ ସୀମାରେ ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଯାଂଚ କରୁଛନ୍ତି । ଯିବା ଆସିବା କରୁଥିବା ମାଲବାହୀ ଗାଡିକୁ ରଖି ଛାନଭିନ କରୁଛନ୍ତି । ରାଜ୍ୟ ସରକାର ବାହାର ରାଜ୍ୟର ଧାନ ବିକ୍ରି ଉପରେ ରୋକ…