Daily Archives

November 30, 2020

 କୃଷକ ଆନ୍ଦୋଳନକୁ ସମର୍ଥନ କରି ରାହୁଲ- ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଅଭିଯାନ ‘ସ୍ପିକ୍ ଫର ଫାର୍ମରର୍ସ ’ । ଏନଡିଏ…

 କନକ ବ୍ୟୁରୋ : ଦେଶର କୃଷକ ମାନେ ନୂତନ କୃଷି ବିଲ୍ କୁ ବିରୋଧ କରି ଆରମ୍ଭ ଦିଲ୍ଲୀ, ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ ଆଦି ରାଜ୍ୟର ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । କୃଷକଙ୍କ ଏଭଳି ପ୍ରତିବାଦ ରାଲିକୁ ଦେଶର ବିଭିନ୍ନ କୃଷକ ସଂଗଠନ ସହ ରାଜନୈତିକ ଦଳମାନେ ବାହାରୁ ସମର୍ଥନ ଦେଉଥିବା ଦେଖା…

ପରୀ ପ୍ରସଙ୍ଗକୁ ନେଇ କଂଗ୍ରେସରେ ଫାଟ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଲେ, ନରସିଂହଙ୍କ କଥାରେ ବିଧାନସଭାରେ…

କନକ ବ୍ୟୁରୋ : ପରୀ ମୃତ୍ୟୁ ପ୍ରସଙ୍ଗକୁ ନେଇ କଂଗ୍ରେସରେ ଭିନ୍ନ ମତ ଦେଖାଦେଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ବିଧାନସଭାରେ ଆମେ ଚୁପ ରହିବାର କାରଣ ହେଲା ବିଧାୟକ ଦଳ ନେତା ଯାହା କହିଲେ ଆମେ ତାକୁ ମାନିନେଲୁ । ନିଶ୍ଚିତ ଭାବରେ ପରି ପ୍ରସଙ୍ଗରେ ବିଜେପି ମାଇଲେଜ…

ଦିଲ୍ଲୀ ଗଲା ପରୀ ମୃତ୍ୟୁ ପ୍ରସଙ୍ଗ । ନ୍ୟାୟ ଦାବିରେ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ଦ୍ୱାରସ୍ଥ ହେଲେ ବିଜେପି…

କନକ ବ୍ୟୁରୋ : ଦିଲ୍ଲୀ ଗଲା ପରୀ ନ୍ୟାୟ ବିବାଦ । ପରୀକୁ ନ୍ୟାୟ ଦାବିରେ  ବିଜେପି ନେତା  ସମ୍ବିତ ପାତ୍ର ଜାତୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ନୟାଗଡ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସମନ ପାଇଁ ଦାବି କରିଛନ୍ତି । ଏନସିପିସିଆର ଅଧ୍ୟକ୍ଷକଙ୍କ ସହ ଆଲୋଚନା…

୪ଶହ ବର୍ଷ ପରେ ବୃହସ୍ପତି ଓ ଶନିର ମହାମିଳନ । ଡିସେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘଟିବାକୁ ଯାଉଛି ଏହି ବିରଳ ଘଟଣା

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ଏହି ଦିନ ବୃହଷ୍ପତି ଓ ଶନି ଗ୍ରହ ପରସ୍ପର ଖୁବ ନିକଟତର ଦେଖାଯିବେ । ପ୍ରାୟ ୪୦୦ ବର୍ଷ ପରେ ଏହି ଦୁଇ ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି । ତେଣୁ ଏହା ଅତ୍ୟନ୍ତ ବିରଳ ଘଟଣା । ଶେଷଥର…

ପୋଷ୍ଟ ଅଫିସରେ ଖାତାଥିଲେ ହୋଇଯା’ନ୍ତୁ ସତ୍ତର୍କ । ନହେଲେ ବନ୍ଦ ହୋଇଯିବା ଆକାଉଣ୍ଟ । ୧୧ ଡିସେମ୍ବରରୁ ବଦଳିଯିବ ଏସବୁ…

କନକ ବ୍ୟୁରୋ : କ’ଣ ଆପଣଙ୍କର ପୋଷ୍ଟ ଅଫିସ୍ ରେ ରହିଛି କି ସେଭିଙ୍ଗସ୍ ଆକାଉଣ୍ଟ । ତେବେ ଜାଣନ୍ତୁ ୧୧ ଡିସେମ୍ବର ଠାରୁ ବଦଳିଯିବ ଏସବୁ ନିୟମ । ତେଣୁ ଆପଣ ଶୀଘ୍ର ଏସବୁ ନିୟମ ବାବଦରେ ଜାଣିବା ଦରକାର । ନଚେତ୍ ଆପଣଙ୍କ ସେଭିଙ୍ଗିସ୍ ଆକାଉଣ୍ଟ ହୋଇଯିବ । ବନ୍ଦ । ୧୧ ଡିସେମ୍ବର ଠାରୁ ପୋଷ୍ଟ…

ଅନଲାଇନରେ ମହାପ୍ରଭୁଙ୍କ ନିର୍ମାଲ୍ୟ ବିକ୍ରିକୁ ବିରୋଧ । ଆମାଜନ ନାଁରେ ସିଂହଦ୍ୱାର ଥାନାରେ ସେବାୟତ ଦେଲେ ଏତଲା

କନକ ବ୍ୟୁରୋ : ମହାପ୍ରଭୂଙ୍କ ନିର୍ମାଲ୍ୟକୁ ଅନଲାଇନରେ ବିକ୍ରି କରିବାକୁ ନେଇ ଶ୍ରୀମନ୍ଦିର ସେବାୟତ ଥାନାରେ ଏତଲା ଦେଇଛନ୍ତି । ଏତଲା କାରୀ ଶମ୍ଭୁନାଥ ଖୁଣ୍ଟିଆ ଏତଲାରେ ଲେଖିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସଂସ୍ଥାକୁ ଅନଲାଇନ ନିର୍ମାଲ୍ୟ ବିକ୍ରି କରିବାକୁ ଅନୁମତି ଦିଆଯାଇ…