Daily Archives

November 30, 2020

ପାକିସ୍ତାନ ଛାଡିଲା ଏକୁଟିଆ ରହୁଥିବା ହାତୀ କାୱନ । ଇସଲାମାବାଦର ଚିଡିଆଖାନାରୁ କମ୍ବୋଡିଆ ଅଭୟାରଣ୍ୟକୁ କରାଗଲା…

କନକ ବ୍ୟୁରୋ : ପାକିସ୍ତାନରୁ ମୁକ୍ତ ହେଲା ବିଶ୍ୱର ଏକୁଟିଆ ଥିବା ହାତୀ କାୱନ । ଦୀର୍ଘ ବର୍ଷର ଆଇନ କାନୁନ ଲଢେଇ ପରେ ଶେଷରେ ପାକିସ୍ତାନରୁ ଏୟାରଲିଫ୍ଟ କରାଯାଇ କମ୍ବୋଡିଆରେ ପହଂଚିଛି ଏହି ହାତୀ । ଦୀର୍ଘ ୩୬ବର୍ଷ ଧରି ପାକିସ୍ତାନର ଚିଡିଆଖାନାରେ ରହିଆସୁଥିଲା କାୱନ । ୨୦୧୨ରେ ତାର ସାଥୀର…

ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟର ଶହେ କୋଟିର ମାନହାନୀ ମକଦ୍ଦମା । ଟିକା ପରୀକ୍ଷଣରେ ସାମିଲ ହୋଇଥିବା…

କନକ ବ୍ୟୁରୋ : ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ଼ ଟିକା ପରୀକ୍ଷଣରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ଗୁରୁତର ଅଭିଯୋଗ ଆଣିଛନ୍ତି । ପରୀକ୍ଷଣରେ ଭାଗ ନେବା ପରେ ଏହାର ତୀବ୍ର ପାଶ୍ୱର୍ ପ୍ରତିକ୍ରୀୟା ଦେଖାଦେଇଥିବା ଅଭିଯୋଗ ଆଣି ୫କୋଟି ଟଙ୍କା ଦାବି କରିଛନ୍ତି । ତେବେ…

ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ କରୁଛି ଅକ୍ତିଆର

କନକ ବ୍ୟୁରୋ : ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଂଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ ଏହାକୁ ଅକ୍ତିଆର କରିବାକୁ ଷଡଯନ୍ତ୍ର ରଚିଛି ଆନ୍ଧ୍ର । ଓଡିଶା ସରକାରଙ୍କ ଅବହେଳାର ଫାଇଦା ଉଠାଇ କିଛି ଗ୍ରାମବାସୀଙ୍କୁ ନିଜ ଆଡୁ ଘରଡିହ ପଟ୍ଟା ଯୋଗାଇଥିବାର ଅଭିଯୋଗ ଆସିଛି ।…

କଟକରେ ପୁଣି ନକଲି ଘିଅ କାରଖାନା ଠାବ । ଅସଲି ନାଁରେ ପ୍ରସ୍ତୁତ ହେଉଥିଲା ନକଲି ଘିଅ । କୋଟିଏରୁ ଅଧିକ ଟଙ୍କାର…

କନକ ବ୍ୟୁରୋ : ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀର ହବ୍ ପାଲଟିଛି କଟକ ସହର । ବିଭିନ୍ନ ବ୍ରାଣ୍ଡ ନକଲି ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକି ମାଲେମାଲ ହେଉଛନ୍ତି ମାଫିଆ । ଜଗତପୁର ଶିଳ୍ପାଚଂଳରେ ସୁବାଷ ଘିଅ ନାମକ ନକଲି ଘିଅ କାରଖାନା ଉପରେ ଚଢାଉ କରାଯାଇ କୋଟିଏରୁ ଅଧିକ ଟଙ୍କାର ନକଲି…

ଖୋଲିବ କି ପରୀ ମୃତ୍ୟୁ ରହସ୍ୟ । ପାର୍ସଲ ବୋମାର ଖଳନାୟକ ପୁଞ୍ଜିଲାଲଙ୍କୁ ଧରିଥିବା ଆଇଜି ଅରୁଣ ବୋଥ୍ରାଙ୍କ ଉପରେ…

କନକ ବ୍ୟୁରୋ : ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ମାମଲା ଏପରି ଜଟିଳ ଥିଲା ଯେ ଓଡ଼ିଶା ପୁଲିସର ମୁଣ୍ଡ ଘୁରି ଯାଇଥିଲା । ମାମଲାର ସମାଧାନ ପାଇଁ ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଆଉ ଛୋଟିଆ ଖିଅକୁ ଧରି ଅପରାଧୀ ନିକଟରେ ପହଁଚି ଯାଇଥିଲେ ଏହି ଧୁରନ୍ଧର ଆଇପିଏସ ଅଧିକାରୀ । ଗୋଟିଏ…

ମିଛର ସାମ୍ରାଜ୍ୟ ଗଢିଥିଲେ ଆକାଶ ପାଠକ । ୪ ବର୍ଷ ତଳେ ପଡ଼ିଥିଲା ମିଛ ସାମ୍ରାଜ୍ୟର ମୂଳଦୁଆ । ଜି-ମାଟ ଏଣ୍ଟ୍ରାନ୍ସରେ…

କନକ ବ୍ୟୁରୋ : ପଚିଶ-ତିରିଶ ହଜାର ଫୁଟ ଉପରେ ଆକାଶରେ ଉଡୁଥିଲେ ଆକାଶ କୁମାର ପାଠକ । ମାତ୍ର ୩୨-୩୩ ବର୍ଷର ଆକାଶ ଭୁଇଁରେ ରହିବାକୁ ବୋଧହୁଏ ପସନ୍ଦ କରୁନଥିଲେ । କାରଣ, ତାଙ୍କୁ ସବୁବେଳେ ପସନ୍ଦ ଥିଲା ଚାର୍ଟର ପ୍ଲେନରେ ଆକାଶରେ ଉଡିବା, ଲକ୍ଷ ଲକ୍ଷ ଟଙ୍କା ଭଡା ଦେଇ ଫାର୍ମ ହାଉସରେ ରହିବା,…