Daily Archives

November 26, 2020

୨୬\୧୧ ଆତଙ୍କୀ ଆକ୍ରମଣକୁ ପୁରିଲା ୧୨ ବର୍ଷ । ଅନ୍ଧାର ରାତିରେ ଆତଙ୍କ ରଚିଥିଲେ ଆତଙ୍କୀ, ସେଦିନର ସେ ନରସଂହାରକୁ…

କନକ ବ୍ୟୁରୋ : ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ଆଜି ପୂରିଛି ୧୨ ବର୍ଷ । ସେଦିନର ଆତଙ୍କୀଙ୍କ ନରସଂହାରକୁ ଭୁଲିପାରିନି ସାରା ଦେଶ । ଆତଙ୍କର ଶୀକାର ହୋଇଥିବା ନୀରିହ ଜନତା ଓ ସାହସର ସହ ଲଢ଼ି ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ମନେ ପକାଉଛି ସାରା ଦେଶ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ମୋଟ୍…

ଅଲଗା ହୋଇଗଲେ ଜଗାକାଳିଆ । ଜଗାକୁ ଏକା କରି ଆରପାରିକୁ ଚାଲିଗଲା କାଳିଆ, ଭିଟାମାଟିରେ ହେଲା ଅନ୍ତିମ ସଂସ୍କାର ।

କନକ ବ୍ୟୁରୋ : କନ୍ଧମାଳର ବହୁଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ପରେ ଶୋକାକୂଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇଛି । ନିଜ ଭିଟାମାଟି ଫିରିଙ୍ଗିଆ ମିଲୁପଡାରେ ଶବଦାହ ହୋଇଛି । ଗତକାଲି ରାତି ୯ଟାରେ ଏସିବିରେ ଆଖି ବୁଜିଥିଲା କାଳିଆ । ଆଜି ଭୋର୍ ୫ଟା ବେଳେ ମିଲୁପଡାରେ…

ଅକ୍ସଫୋର୍ଡ କରୋନା ଟିକାକୁ ନେଇ ଚର୍ଚ୍ଚା । ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଆସିଥିବା ରିପୋର୍ଟରେ ତ୍ରୁଟି, ରିପୋର୍ଟରେ…

କନକ ବ୍ୟୁରୋ : କରୋନା ସଂକ୍ରମଣ ଭିତରେ ସାରା ବିଶ୍ୱ ଅପେକ୍ଷା କରିଛି ଏକ ସଫଳ ଟିକା । କିନ୍ତୁ ଅକ୍ସଫୋର୍ଡ କରୋନା ଟିକା କିଛି ଏମିତି ଖବର ଆଣିଛି ଯାହା ସମସ୍ତଙ୍କୁ ନିରାଶ କରିଛି । ଏହି ଟିକା ୯୦ ପ୍ରତିଶତ ଫଳପ୍ରଦ ହେବା ନେଇ ଯେଉଁ ରିପୋର୍ଟ ଆସିଛି ସେଥିରେ ତ୍ରୁଟି ଥିବା ଜଣାପଡିଛି । କାରଣ…

ତମ୍ବୁ ତଳେ ରାତି ବିତାଇବାର ସୁଯୋଗ । ଭିତରକନିକା ଅଭୟାରଣ୍ୟରେ ଇକୋ ରିଟ୍ରିଟ୍ ପାଇଁ ନୂଆ ବ୍ୟବସ୍ଥା, ପର୍ଯ୍ୟଟକଙ୍କୁ…

କନକ ବ୍ୟୁରୋ : ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଚଳିତ ବର୍ଷ ଭିତରକନିକା ସମେତ ୫ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍ । ଏହି ଇକୋ ରିଟ୍ରିଟ ମାଧ୍ୟମରେ ଭିତରକନିକାର ଜୈବ ବିବିଧତା, ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ, ନୌବିହାର, ବିରଳ ହେନ୍ତାଳ ବଣର ଦୃଶ୍ୟ ଉପଭୋଗ କରିବେ ପର୍ଯ୍ୟଟକ । କୋଭିଡ୍…

କଟକ ସୁନା ଲୁଟ୍ ମାମଲାରେ ବନ୍ଧାହେଲେ ମଣପୁରମ ଗୋଲ୍ଡ ଲୋନ ମ୍ୟାନେଜର । ଆଇଆଇଏଫଏଲର ନୂଆ ଲିଙ୍କ ପରେ ମ୍ୟାନେଜର ଗିରଫ ।

କନକ ବ୍ୟୁରୋ: କଟକ ସୁନା ଷଡଯନ୍ତ୍ର ମାମଲାରେ ନୂଆ ଲିଙ୍କ ଆସିବା ପରେ ଗିରଫ ହେଲେ ମଣପୁରମ ଗୋଲ୍ଡ ଲୋନ ମ୍ୟାନେଜର । ନୟାସଡକ ଆଇଆଇଏଫଏଲରୁ ସୁନା ଲୁଟ ମାମଲାରେ ମଣପୁରମ ସଂସ୍ଥାର ମ୍ୟାନେଜର ପିତାମ୍ବର ସାହୁ ଗିରଫ । ପିତାମ୍ବରଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଲାଲ ସହ ଲିଙ୍କ ଥିବା…

କୁବେର ବାପାଙ୍କ କଳା ଟଙ୍କାରେ ପୁଅ କରୁଥିଲେ ଅଏସ । ଆଇଏଫଏସ ଅଭୟଙ୍କ ପୁଅ ଆକାଶ ପାଠକଙ୍କୁ ମୁମ୍ବାଇରୁ ଭୁବନେଶ୍ୱରକୁ…

କନକ ବ୍ୟୁରୋ : ମୁମ୍ବାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆକାଶଙ୍କୁ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଆଣିଛି । ବାପା ପଇସାରେ ଅଏସ କରୁଥିବା ଆକାଶ ପାଠକଙ୍କୁ ହେପାଜତରେ ନେଇଛି ଭିଜିଲାନ୍ସ । ସେପଟେ ଗଣମାଧ୍ୟମ ସାମ୍ନାରେ…