Daily Archives

November 29, 2020

ତଳି ଦେଇଛି ରୋଜଗାର । ପିଆଜ ତଳି ବିକ୍ରି ଲାଭବାନ ହେଉଛନ୍ତି କୁଚିଣ୍ଡା ଅଂଚଳର ଚାଷୀ । ହେଲେ ପ୍ରଶାସନ ପର୍ଯ୍ୟାପ୍ତ…

କନକ ବ୍ୟୁରୋ : ତଳି ଦେଉଛି ରୋଜଗାର ଆଉ କରିଛି ସ୍ୱାବଲମ୍ବୀ । ଏକଥା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଆଗ୍ରହ ମଧ୍ୟ ହେଉଛି । ଆମେ ସାଧାରଣତଃ ମଞି କିଣି ସେଥିରୁ ତଳି ବା ଚାରା ବାହାର କରି ଗଛ ମାଧ୍ୟମରେ ଫସଲ ଅମଲ କରି ତାକୁ ବିକ୍ରି କରି ଦୁଇ ପଇସା ପାଇଥାଉ । ହେଲେ କେବେ…

ବିଦେଶରେ ମିଳିବ ଓଡିଶାର ଆଦିବାସୀଙ୍କ ସବାଇ ଘାସ ନିର୍ମିତ ସାମଗ୍ରୀ । ଓରମାସ୍ ସହାୟତାରେ ୨୦୦ରୁ ଅଧିକ ପ୍ରକାର ଘର କରଣା…

କନକ ବ୍ୟୁରୋ : ସବାଇ ଘାସ ଦେଇଛି ନୂଆ ପରିଚୟ । ଦିନକୁ ଦିନ ହଜିଯାଉଥିବା ଏହି ସବାଇ ଘାସ ବିଦେଶ ମାଟିରେ ଆଦୃତ ଲାଭ କରିବା ପରେ ବ୍ୟବସାୟ ନୂଆ ପନ୍ଥା ମିଳିଛି ମୟୂରଭଞ୍ଜର କାରିଗରଙ୍କୁ । ଏଣିକି ଆମେରିକାରେ ମିଳିବ ସବାଇ ଘାସରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ । ଆଉ ଏଥିପାଇଁ ଲାଇସେନ୍ସ ବି…

ପାଭିଲିୟନରେ ଅଷ୍ଟ୍ରେଲିଆ ଯୁବତୀଙ୍କୁ ପ୍ରେମ ନିବେଦନ କଲେ ଭାରତୀୟ ଯୁବକ । ପଡିଆରେ ତାଳିମାରି କ୍ରିକେଟର ଜଣାଇଲେ…

କନକ ବ୍ୟୁରୋ:  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ଚାଲିଥିବାବେଳେ ଘଟିଲା ରୋଚକ ଦୃଶ୍ୟ । ଭାରତ ମ୍ୟାଚ୍ ହାରିଲା ସତ କିନ୍ତୁ ସିରିଜ୍ ବଦଳରେ ଅଷ୍ଟ୍ରେଲିଆର ସୁନ୍ଦରୀଙ୍କ ମନ ଜିଣିଲେ ଭାରତୀୟ ଯୁବକ । ପ୍ୟାଭିଲିୟନ ଭିତରେ କ୍ୟାମେରା ସମ୍ନାରେ ଅଷ୍ଟ୍ରେଲିଆ ଯୁବଚତୀଙ୍କୁ କଲେ…

କ୍ଷେତରେ ଧଳା ସୁନାର ଫସଲ ଫଳାଉଛି ଚାଷୀ । ବଲାଙ୍ଗୀରରେ ଏବେ କପାର ଅଭାବୀ ବିକ୍ରି ଦେଖା ଦେଇଛି । ଫସଲ ଅମଳ ପରେ କପା…

କନକ ବ୍ୟୁରୋ : କ୍ଷେତରେ ଧଳା ସୁନାର ଫସଲ ଫଳାଉଛି ଚାଷୀ । ବଲାଙ୍ଗୀରରେ ଏବେ କପାର ଅଭାବୀ ବିକ୍ରି ଦେଖା ଦେଇଛି । ଫସଲ ଅମଳ ପରେ କପା ବିକ୍ରିକୁ ନେଇ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର ପକ୍ଷରୁ କପା କିଣିବା ପାଇଁ ଜିଲ୍ଲାରେ ୪ଟି ମଣ୍ଡି ଖୋଲାଯାଇଛି । ହେଲେ ଚାଷୀ କୌଣସି…

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କରୋନା କଟକଣା ଯୋଗୁଁ ଏଥର ବୋଇତ ବନ୍ଧାଣକୁ ମନା, ନଦୀରେ ଭାସିବନି ଡଙ୍ଗା  

କନକ ବ୍ୟୁରୋ : ରାତି ପାହିଲେ କାର୍ତିକ ପୂର୍ଣ୍ଣିମା । ହେଲେ କରୋନା କଟକଣା ଯୋଗୁଁ ଏଥର ବୋଇତ ବନ୍ଧାଣକୁ ମନା କରିଛି ପ୍ରଶାସନ । ରାଜଧାନୀର କୌଣସି ଜଳାଶୟ, ପୁସ୍କରଣୀ, ନଦୀରେ ଡଙ୍ଗା ଭସାଣ ହେବ ନାହିଁ । କୌଣସି ବ୍ୟକ୍ତି ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିପାରିବେ ନାହିଁ । ଗାଇଡଲାଇନକୁ…

ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ୍ କଲା ପୁଲିସ । ବିଧାନସଭା ସମ୍ମୁଖରେ ଏକାଧିକ ଥର ଆତ୍ମହୂତି ଉଦ୍ୟମ ପରେ ଏପରି…

କନକ ବ୍ୟୁରୋ : ଭିତରେ ବିଧାନସଭାର ଶୀତ ଅଧିବେଶନ ଚାଲିଥିବା ବେଳେ ଫାଟକ ସମ୍ମୁଖରେ ଦେଖିବାକୁ ମିଳିଥିବା ହାଇଡ୍ରାମା । ନିଜ ୫ ବର୍ଷିୟା ଝିଅର ମୃତ୍ୟୁ ପରେ ଉଚିତ ନ୍ୟାୟ ପାଇଁ ବାରମ୍ବାର ଗୋଟିଏ ପରେ ଗୋଟିଏ ଦୁଆର ଯାଇ ନିରାଶ ହେବା ପରେ ଆତ୍ମାହୂତିର ନିଷ୍ପତି ନେଇଥିଲେ ବାପା ଓ ମାଆ । ହଠାତ୍…