Daily Archives

November 8, 2020

ହ୍ୱାଇଟ ହାଉସ ଛାଡୁଛାଡୁ ଟ୍ରମ୍ପଙ୍କୁ ଛାଡପତ୍ର ଦେବେ ମେଲାନିଆ । ପନ୍ଦର ବର୍ଷର ବିବାହ ଚୁକ୍ତି ସରୁଥିବାରୁ ଖୁବଶୀଘ୍ର…

କନକ ବ୍ୟୁରୋ:  ଟ୍ରମ୍ପ ଯୁଗ ସରିବ, ଜୀବନ ସାଥୀ ବି ଦୂରେଇ ଯିବ । ଟ୍ରମ୍ପ ହ୍ୱାଇଟ ହାଉସ ଛାଡୁଛାଡୁ ଛାଡପତ୍ର ଦେବେ ମେଲାନିଆ । ଡୋନାଲ୍ଟ ଟ୍ରମ୍ପଙ୍କୁ ଟା ଟା କରି ଡିଭୋର୍ସ ଦେବେ ପତ୍ନୀ ମେଲାନିଆ । ପନ୍ଦର ବର୍ଷର ‘ଟ୍ରାନଜାକ୍ସନାଲ୍‌ ମ୍ୟାରେଜ୍‌’  ବା ‘ଆବଶ୍ୟକତା ପୂରଣ ବିବାହ’ର…

ମଣ୍ଡି ନଥିବାରୁ ମକାର ଚାଲିଛି ଅଭାବୀ ବିକ୍ରି । କୁଇଣ୍ଟାଲ ପିଛା ୯ଶହରୁ ହଜାରେ ଟଙ୍କାରେ ମକା ବିକୁଛନ୍ତି ଚାଷୀ, ଦଲାଲ…

କନକ ବ୍ୟୁରୋ : ବହୁ ପରିଶ୍ରମ କରି ମକା ଅମଳ କରିଥିଲା ଚାଷୀ । ଏବେ ମଣ୍ଡି ଅଭାବରୁ ମକାର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି । ଯାହା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଯେଉଁ ମକାକୁ କ୍ୱିଂଟାଲ ପିଛା ୧୬ରୁ ୧୮ ଶହ ଟଙ୍କାରେ ଚାଷୀ ବିକ୍ରି କରୁଥିଲା ଏବେ ଏହି ଦର ଖସି ପହଂଚିଛି ୯୦୦ଟଙ୍କାରେ ।…

କ’ଣ ସଙ୍କେତ ଦେଉଛି ବିହାର ବୁଥ ବାହୁଡ଼ା ମତ ? ଦେଶର ରାଜନୀତିରେ ପଡ଼ିବ କି ବଡ଼ ପ୍ରଭାବ ? କାମ ଦେଲାନି କି ମୋଦି…

କନକ ବ୍ୟୁରୋ : ବିହାର ନିର୍ବାଚନ ନେଇ ଆସିଥିବା ଏକଜିଟ୍ ପୋଲ କହୁଛି, ମହାଗଠବନ୍ଧନର ନେତା ତେଜସ୍ୱୀ ଯାଦବ ଏଥର ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏହି ବୁଥ ବାହୁଡା ମତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ନିର୍ବାଚନ ପୂର୍ବରୁ କରାଯାଇଥିବା ସର୍ଭେ କହୁଥିଲା, ଏନଡିଏ ସହଜରେ ବହୁମତ…

୪ବର୍ଷ ପରେ ବିମୁଦ୍ରାକରଣକୁ ନେଇ ଥମିନି ବିତର୍କ । ବିରୋଧୀଙ୍କ ଅଭିଯୋଗ, ଏବେ ବି ଭରିନି ଦେଶର ଅର୍ଥନୀତିରେ ସୃଷ୍ଟି…

କନକ ବ୍ୟୁରୋ : ଡି-ମୋନିଟାଇଜେସନ ବା ବିମୁଦ୍ରାୟନକୁ ୪ବର୍ଷ ପୁରିଛି । ବିରୋଧୀଙ୍କ କହିବା ହେଲା ଦେଶର ଅର୍ଥନୀତିକୁ କ୍ଷତି ପହଂଚାଇଛି, ବିମୁଦ୍ରାୟନ । ଅନ୍ୟପକ୍ଷରେ ମୋଦି ଟୁଇଟ କରି କହିଛନ୍ତି, ଟିକସ ଦେଉନଥିବା ଲୋକେ ଟିକସ ଦେଇଛନ୍ତି, କଳାଧନ କମିଛି ଏବଂ ଦେଶର ବିକାଶରେ ବିମୁଦ୍ରାୟନ ସହାୟ…

ଲାଲଗଡ଼ରେ ଗୋଟିଏ ରାତି । ଲାଲଗଡରେ ରାତି ବିତାଇଲା କନକ ନ୍ୟୁଜ୍ ଟିମ୍ । ରାତିରେ ଅସ୍ତ୍ରଶସ୍ତ୍ର ଧରି ଗାଁ ଜଗୁଛନ୍ତି…

କନକ ବ୍ୟୁରୋ : ଲାଲଗଡର ଯେଉଁ ଅଂଚଳ ଦିନେ ମାଓବାଦୀଙ୍କ ଗଡ ବୋଲି କୁହାଯାଉଥିଲା, ସେଭଳି କିଛି ଗାଁରେ ରାତି ବିତାଇଛି ଆମ କ୍ୟାମେରା ଟିମ । ଆଉ ରାତିରେ ଯାହା ଦେଖିଥିଲୁ, ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ଅଂଚଳର ପ୍ରାୟ ୩୦ଟି ଗାଁର ଲୋକେ ମାଓବାଦୀଙ୍କୁ ଗାଁରେ ପୁରାଇ ନଦେବା…

ବିଜୟ ପରେ ଆମେରିକାର ଭାବି ଉପରାଷ୍ଟ୍ରପତି କମଳା ହାରିସ ମାଙ୍କୁ ଦେଲେ ସଫଳତାର ସବୁ ଶ୍ରେୟ । ଏପଟେ ତାମିଲନାଡୁରେ ଖୁସିର…

କନକ ବ୍ୟୁରୋ : ଆମେରିକାରେ ନିର୍ବାଚନ ବିଜୟ ଏପଟେ ତାମିଲାନୁଡରେ ଉତ୍ସବ । ଆମେରିକାରେ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ କମଳା ହାରିସ । ଏହାକୁ ନେଇ କମଳାଙ୍କ ମାଆଙ୍କ ଗାଁ ତାମିଲନାଡୁରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି ।…