Daily Archives

November 15, 2020

ପାରମ୍ପରିକ ପିଠା ଦେଲା ପେଟପାଟଣା । ଆରିସା ପିଠା ବିକ୍ରି କରି ସ୍ୱାବଲମ୍ବୀ ହୋଇଛନ୍ତି ଜୟପୁରର ୭ଜଣ ମହିଳା

କନକ ବ୍ୟୁରୋ : କାହା ଘରେ ବା ପିଠା ତିଆରି ନ କରାଯାଏ । ବିଶେଷ କରି ଓଡିଆ ଘରେ ସାଧାରଣ ଦିନ ହେଉ କି କୌଣସି ପୂଜାପର୍ବ, ପିଠାପଣା ହେବା ସୁନିଶ୍ଚିତ । ଆଉ ସବୁଠୁ ସୁଆଦିଆ ହେଉଛି ଆରିସା । କିନ୍ତୁ ଏହି ପିଠାକୁ ନେଇ ବ୍ୟବସାୟ ବି କରିହେବ । ଏକଥା ହୁଏତ ଆପଣ କେବେ ଭାବି ନଥିବେ । ସହରର…

ପିଜୁଳି ଚାଷ ଫିଟାଇଲା ରୋଜଗାରର ବାଟ । ପଦ୍ମପୁରର ଅଜିତ ବିଶ୍ୱାଳ ଥାଇଲାଣ୍ଡ ପିଜୁଳି ଚାଷ କରି ହୋଇଛନ୍ତି ସଫଳ

କନକ ବ୍ୟୁରୋ : ପିଜୁଳି ଚାଷ ବି ଆଣିଦେଇପାରେ ସଫଳତା । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବର୍ତମାନ ସମୟରେ ଯୁବପୀଢି ପାଠପଢା ସରିବା ପରେ ଚାକିରୀ ପଛରେ ଧାଉଁଥିବା ବେଳେ ନିଜେ କିଛି କରିବାର ସାହାସ ଦେଖାଇଛନ୍ତି ପଦ୍ମପୁରର ଅଜିତ ବିଶ୍ୱାଳ । ବିପିଏଡ୍ ସାରି ଚାଷରେ ମନୋନିବେଶ…

ଯୁବ ଇଂଜିନିଅରରୁ ମାଛ ଚାଷୀ । ବାଲେଶ୍ୱର ବସ୍ତା ଅଂଚଳର କାର୍ତ୍ତିକଙ୍କ ନିଆରା ଉଦ୍ୟମ । ଅନଲାଇନରୁ ଅତ୍ୟାଧୁନିକ ମାଛ…

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାର ଏକ ଉଦାହରଣ ହେଉଛନ୍ତି ଯୁବ ଇଞ୍ଜିନିୟର କାର୍ତିକ୍ ଚନ୍ଦ୍ର ଜ୍ୟୋତି । ଅନଲାଇନରେ ଉନ୍ନତମାନର ମାଛ ଚାଷ ପ୍ରଣାଳୀ ବିଷୟରେ ଜାଣିବା ପରେ ନିଜସ୍ୱ ଉଦ୍ୟମରେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି କାର୍ତିକ । ଆଉ ମାସକୁ ଭଲ…

ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଜୈବିକ କୃଷିକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ଉଦ୍ୟମ । ସମ୍ବଲପୁର…

କନକ ବ୍ୟୁରୋ : ଜୈବିକ ଉପାୟରେ ଚାଷ କରି ବେଶ ସଫଳତା ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଚାଷୀ । କୁଚିଣ୍ଡା ଉପଖଣ୍ଡରେ ଚିନାବାଦାମ ଓ ଅନ୍ୟାନ୍ୟ ପନିପରିବା ଚାଷ କରି ଆଦିବାସୀମାନେ ରୋଜଗାରର ନୂଆ ବାଟ ପାଇଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା…

ହଳଦୀ ପତ୍ରରୁ ପ୍ରସ୍ତୁତ ହେବ ସୁବାସିତ ତେଲ : କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ହୋଇଛି…

କନକ ବ୍ୟୁରୋ : ନବରଙ୍ଗପୁରରୁ ଏମିତି ଏକ ଖବର ଆସିଛି, ତାହା ଜାଣିଲେ ଆପଣ ଖୁସି ହୋଇଯିବେ । ହଳଦୀ ଉତ୍ପାଦନ କରି ରୋଜଗାର କରୁଥିଲେ ଚାଷୀ, ଏବେ ହଳଦୀ ପତ୍ରରୁ ସୁବାସିତ ତେଲ ବାହାର କରି ଲାଭବାନ ହୋଇପାରିବେ ଚାଷୀ । ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା…

କରୋନା କାଳରେ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି କଳାକାର । ମଞ୍ଚ ନାଟକକୁ ଅନୁମତି ଦେବାକୁ ଦାବି, ଭୁବନେଶ୍ୱରରେ ଧାରଣା

କନକ ବ୍ୟୁରୋ : ଦିନ ଥିଲା ସନ୍ଧ୍ୟା ନଈ ରାତି ଆସିଲେ, ଜମୁଥିଲା ଯାତ୍ରାର ଆସର । ବାଘାଜତିନ ଗଣନାଣ୍ୟର ଯେତେବେଳେ ପରଦା ଉଠୁଥିଲା, ପ୍ରଥମେ ସାମ୍ନାକୁ ଆସୁଥିଲେ ସୁବାଷ ଚନ୍ଦ୍ର ଜେନା । ଯାତ୍ରା ଆନାଉଂସର ତଥା ପାଶ୍ୱର୍ ଅଭିନେତା । ଚିରାଚରିତ ଢ଼ଙ୍ଗରେ ମଂଚକୁ ଆସି ଦର୍ଶକଙ୍କୁ ବାନ୍ଧି ରଖିବାକୁ…