Daily Archives

November 25, 2020

କିଏ ବାବୁଲି ନାୟକ? ଯାହା ନାଁରେ ଅଭିଯୋଗ ଆଣିଲେ ପରୀର ବାପା ମା’

କନକ ବ୍ୟୁରୋ : ବାବୁଲି ନାୟକ । ଏହି ବ୍ୟକ୍ତିଙ୍କ ଉପରେ ସସସ୍ତଙ୍କର ସନ୍ଦେହ । ବାବୁଲି ନାୟକ ହେଉଛନ୍ତି ବିଜେଡିର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ । ଯଦୁପୁର ଗାଁରେ କୁଆଡେ ତାଙ୍କର ଦବଦବା ରହିଛି । କୁହାଯାଉଛି, ଯେଉଁ ସ୍ଥାନରୁ ପରିର ଖଣ୍ଡବିଖଣ୍ଡିତ ଶରୀର ମିଳିଥିଲା ସେହି ସ୍ଥାନ…

ଆଜି ମଝି ରାତିରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ନିଭାର । ଘଂଟାକୁ ୧୩୦ କିଲୋମିଟର ବେଗରେ…

କନକ ବ୍ୟୁରୋ : ମାଡି ଆସୁଛି ସାମୁଦ୍ରିକ ଝଡ ନିଭାର । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରି ବର୍ତମାନ ଏହି ବାତ୍ୟା ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଇସାରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ବାତ୍ୟା ଆଜି ରାତିରେ ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ତାମିଲନାଡୁର…

ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ନାଇଟ କର୍ଫ୍ୟୁ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା,…

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଏହି ଗାଇଡ୍ଲାଇନ୍ରେ କେନ୍ଦ୍ର ସରକାର, ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ ନେଇପାରିବେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏସଓପି…

ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର । ୪ ମାସ ପରେ ବି ଜଣାପଡିଲାନି କିଏ କରିଛି…

କନକ ବ୍ୟୁରୋ : ୫ ବର୍ଷର ଏହି କୁନି ଝିଅ ସହ କଣ ହୋଇଥିଲା, ସେ କେମିତି ପ୍ରାଣ ହରାଇଲା, କିଏ ତାକୁ ମାରିଲା, ବସ୍ତା ଭିତରେ ପୁରାଇ କାହିଁକି ଫିଙ୍ଗିଦେଲା, ଏସବୁ ପ୍ରଶ୍ନର ଉତର ପୁଲିସକୁ ଦେବାକୁ ହେବ ।  ଜୁଲାଇ ୧୪ ତାରିଖରୁ ନିଖୋଜ ହେବା ପରେ ୧୦ ଦିନ ପରେ ଘର ଲୋକେ ପରୀକୁ ଦେଖିଲେ, କିନ୍ତୁ…

କଟକ ଏସସିବିରେ ଆଖିବୁଜିଲା ଯୋଡାମୁଣ୍ଡ ଶିଶୁ କାଳିଆ । ସେପ୍ଟିମିସିଆ ଯୋଗୁଁ କାଳିଆର ମୃତ୍ୟୁ 

କନକ ବ୍ୟୁରୋ : କଟକ ଏସସିବିରେ ଆଖିବୁଜିଲା ଯୋଡା ମୁଣ୍ଡ ଶିଶୁ କାଳିଆ । ସେପ୍ଟିମିସିଆ ଯୋଗୁଁ କାଳିଆର ମୃତ୍ୟୁ । କାଳିଆର ମୃତ୍ୟୁ ନେଇ ସୂଚନା ଦେଲେ ଏସସିବି କର୍ତ୍ତୃପକ୍ଷ । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆ ଏସସିବିରେ ଚିକିତ୍ସିତ ହେଉଥିଲେ । ଆଜି କାଳିଆ ଗୁରୁତର ହୋଇପଡିଥିଲା ।…

ଭୁବନେଶ୍ୱର ସତ୍ୟନଗରଠାରେ ଉଦଘାଟିତ ହେଲା ବେଞ୍ଚମାର୍କ କ୍ଲାସେସର କାର୍ଯ୍ୟାଳୟ

କନକ ବ୍ୟୁରୋ : କରୋନା ସମୟରେ ଡାକ୍ତର ହେଉଛନ୍ତି ମଣିଷ ରୂପୀ ଭଗବାନ । ଡାକ୍ତରର ଅଭାବ ପୂରଣ ପାଇଁ ଅଭିନବ କାର୍ୟ୍ୟ କରିଛି ବେଞ୍ଚ ମାର୍କ କ୍ଲାସେସ୍ । ଏହି ବେଞ୍ଚମାର୍କ କ୍ଲାସେସ୍‌ର କାର୍ଯ୍ୟାଳୟ ସତ୍ୟନଗରଠାରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା,…