Daily Archives

November 17, 2020

କେମିତି ପରୀକ୍ଷା କରାଯାଇଥିଲା ମଡର୍ଣ୍ଣା ଟୀକା ? ନ୍ୟୁୟର୍କ ଟାଇମସରେ ଆସିଲା ବିସ୍ତୃତ ରିପୋର୍ଟ । ଟୀକା ପରୀକ୍ଷଣରେ…

କନକ ବ୍ୟୁରୋ: ଫଳପ୍ରଦ ହେବ କି ମଡର୍ଣ୍ଣା ଟିକା? ୯୪.୫ ପ୍ରତିଶତ ସଫଳତା ଦାବି । କରୋନା ଭୂତାଣୁକୁ ଦମନ କରିବାରେ ସଫଳ ହେବ କୋଭିଡ୍ ଟିକା । ଆମେରିକାର ଫାର୍ମା କମ୍ପାନୀ ମଡର୍ଣ୍ଣା ଦ୍ୱାରା ପ୍ରସ୍ତୁତ କୋଭଡି ଟିକା ଭୂତାଣୁକୁ ରୋକିବାରେ ୯୪.୫ ପ୍ରତିଶତ ଫ୍ରଳପ୍ରଦ ବୋଲି କମ୍ପାନୀ ପକ୍ଷରୁ ଦାବି…

ନଭେମ୍ବର ୨୦ରେ ଭାରତ ଫେରିବ ‘ପବଜୀ’ । ପୁଣି ଦିନ-ରାତି ହେବ ଚିକେନ୍ ଡିନର, ବ୍ୟାଟେଲ୍ ଗ୍ରାଉଣ୍ଡରେ ବର୍ଷିବ ବୋମା-ଗୁଳି…

କନକ ବ୍ୟୁରୋ : ୨୦ରେ ଆସିବ ପବଜି । ପ୍ଲେ ଷ୍ଟୋରରୁ କରିପାରିବେ ଡାଉନଲୋଡ୍ । ନୂଆ ରୂପରେ ଭାରତକୁ ଫେରୁଛି ପବଜି । ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା । ପୁଣି ଥରେ ମୋବାଇଲରେ ଚାଲିବ ପବଜିର ଜଲୱା । ୱିନର ୱିନର, ଚିକେନ୍ ଡିନର । ଭାରତୀୟ ବ୍ୟାଟେଲଗ୍ରାଉଣ୍ଡରେ ପୁଣି ଚାଲିବ…

ପ୍ରଭାବୀ ଟୀକା ଆସିବା ପରେ ବି କମିବ କି କରୋନା ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ‘କେବଳ ଟୀକା ରୋକି ପାରିବନି…

କନକ ବ୍ୟୁରୋ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ । ‘କେବଳ ଟିକା ରୋକି ପାରିବନି କରୋନା’ । ପ୍ରଭାବୀ କୋଭିଡ୍ ଟିକା ଆସିବା ପରେ ଯେ କରୋନା ଚିତ୍ର ବଦଳି ଯିବ ଏବଂ ସ୍ଥିତି ସ୍ୱାଭାବିକ ପାଲଟିବ , ତାହା ଭାବିବା ଭୁଲ । ବରଂ କରୋନା ବିରୋଧୀ ଲଢ଼େଇ ଏମିତି ଜାରି ରହିବ । ସଂକ୍ରମଣକୁ ରୋକିବା…

ଭାରତ ସହ ରହିଛି ଓବାମାଙ୍କ ନିବିଡ ସମ୍ପର୍କ । କହିଲେ, ମହାଭାରତ ଓ ରାମାୟଣ ଶୁଣି ବିତାଇଛନ୍ତି ପିଲାଦିନ, ଭାରତ ପାଇଁ…

କନକ ବ୍ୟୁରୋ : ଭାରତ ସହ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ରହିଛି ଘନିଷ୍ଠ ସମ୍ପର୍କ । କେବଳ ଏତିକି ନୁହେଁ ଭାରତ ପାଇଁ ତାଙ୍କ ମନରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଏନେଇ ସେ ଲେଖିଥିବା ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’ରେ ଏନେଇ ଉଲ୍ଲେଖ କରିଛନ୍ତି ଆମେରିକାର ପୂର୍ବତନ…

କେନ୍ଦୁଝର ଖଣିରେ ଶ୍ରମିକଙ୍କୁ ବୁଝାଇବା ପାଇଁ ପହଞ୍ଚିଲେ ପଦ୍ମଶ୍ରୀ ଦୈତାରୀ ନାୟକ । ଲୋଡିଂ ଏଜେନ୍ସିର ପକ୍ଷ ନେଇ…

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଓଏମସି ଖଣିରେ ଏକ ମାସ ହେବ ଶ୍ରମିକ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନକୁ ନେଇ ନିଜ ରାଜନୈତିକ ପତିଆରା ବଢାଇବା ପାଇଁ ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ର ଓ ବିଜେପିର ମୋହନ ମାଝିଙ୍କ ମଧ୍ୟରେ ବିବାଦ ବି ବେଶ ଚର୍ଚ୍ଚାରେ ରହିଛି ।…

‘୨୦୨୪ରେ ଓଡ଼ିଶାରେ ସରକାର ଗଢିବ ବିଜେପି’ । ରାଜ୍ୟର ୬ଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରୀୟ…

କନକ ବ୍ୟୁରୋ : ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଢେଙ୍କାନାଳ, କେଉଁଝର, ବାରିପଦା, ସୁନ୍ଦରଗଡ ଏବଂ ବରଗଡ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଭବନକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନ ସଭାରେ କାର୍ଯ୍ୟକର୍ତାଙ୍କୁ…