Daily Archives

November 1, 2020

ବଢିପାରେ ପ୍ଲାଟଫର୍ମ ଟିକେଟ୍ ଚାର୍ଜ । ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଦୁଇଗୁଣା ହୋଇପାରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ…

କନକ ବ୍ୟୁରୋ: ଦେଶର ୧୦୦ ରୁ ଅଧିକ ରେଳ ଷ୍ଟେସନରେ ୟୁଜର ଡେଭଲପମେଣ୍ଟ ଫି ସ୍କିମ୍ କାର୍ଯ୍ୟକାରୀ କରିବାକୁ ଭାରତୀୟ ରେଳ ପ୍ରସ୍ତୁତ ହେଉଛି । ଏହା ଅଧୀନରେ, ଏହି ଷ୍ଟେସନରେ ଆସୁଥିବା ଉପଭୋକ୍ତାଙ୍କ ଠାରୁ ୟୁଜର ଚାର୍ଜ ନିଆଯିବ । ବାସ୍ତବରେ, ରେଳବାଇ ଚଳିତବର୍ଷ ନଭେମ୍ବର ମାସରେ ପ୍ରଥମ…

ସରିଲା ପ୍ରଚାର, ଏବେ ଜନତା ଦରବାରରେ ନିଷ୍ପତ୍ତି । କଣ ହେବ ନେତାଙ୍କ ଭାଗ୍ୟ ? ୩ରେ ଭୋଟ ଦେବ…

କନକ ବ୍ୟୁରୋ: ପ୍ରଚାର ସରିଛି, ଏବେ ମତଦାନକୁ ଅପେକ୍ଷା । ଦିନକ ପରେ ବିଧାୟକ ଭାଛିବ ବାଲେଶ୍ୱର ଓ ତିର୍ତୋଲ । ଆଜି ଅନ୍ତିମ ଦିନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଓ ନେତା, ଶେଷ ମୁହୁର୍ତରେ ଭୋଟରଙ୍କୁ ମନାଇବାକୁ ଉଦ୍ୟମ କରିଛନ୍ତି । ଆଉ ଏହାରି ଭିତରେ ଅଣଭୋଟରଙ୍କୁ ନିର୍ବାଚନ ମଣ୍ଡଳୀ…

ମୋର୍ଗାନଙ୍କ ରୋମାଞ୍ଚକର ଅର୍ଦ୍ଧଶତକ । ୧୯୧ ରନ କଲା କୋଲକାତା । ରାଜସ୍ଥାନ ଆଗରେ ୧୯୨ ରନ ଟାର୍ଗେଟ 

କନକ ବ୍ୟୁରୋ : ଆଜିର ମ୍ୟାଚରେ ଇୟନ ମୋର୍ଗାନଙ୍କ ରୋମାଞ୍ଚକର ଅର୍ଦ୍ଧଶତକ ଦେଖିବାକୁ ମିଳିଛି । ଫଳରେ କୋଲକାତା ଏହି ମ୍ୟାଚରେ ୧୯୧ ରନ କରିବାରେ ସକ୍ଷମ ହୋଇଛି । ଏବେ ରାଜସ୍ଥାନ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଉଭୟ ଏହି ମ୍ୟାଚରେ…

ରାଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୮୧୫ ଆକ୍ରାନ୍ତ । ୨ ଲକ୍ଷ ୭୭ ହଜାର ୫୬୪ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନାରୁ ୧ ହଜାର ୮୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ୫୬୪କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।…

କ୍ରିକେଟରେ ଜୁଆଖେଳ । ବ୍ରହ୍ମପୁର ପରେ ସମ୍ବଲପୁରରେ ଆଇପିଏଲ ବେଟିଂର ପର୍ଦ୍ଦାଫାଶ । ୫ଗିରଫ, ୧୫ହଜାରରୁ ଅଧିକ ଟଙ୍କା…

କନକ ବ୍ୟୁରୋ : ଆଇପିଏଲର ଧୁମ ଭିତରେ ସଟ୍ଟାବଜାର ସରଗମର ରହିଛି । ବ୍ରହ୍ମପୁର ପରେ ସମ୍ବଲପୁରରୁ । ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ । ଆଇପିଏଲ ବେଟିଂ ର୍ୟାକେଟର ୫ଜଣ ଜୁଆଡିଙ୍କୁ ସମ୍ବଲପୁର ପୁଲିସ ଗିରଫ କରିଛି । ସେମାନଙ୍କୁ ଜେରା କରି ପୁଲିସ ଜାଣିବାକୁ ପାଇଛି ମୁମ୍ବାଇରୁ…

ତାଲାବନ୍ଦ ହଟିବା ପରେ ଖାଁ ଖାଁ ରେଷ୍ଟୁରାଣ୍ଟ । କରୋନା ଭୟରେ ଖାଇବାକୁ ଆସୁନହାନ୍ତି ଲୋକେ । ଜାତୀୟ ରେଷ୍ଟୁରାଣ୍ଟ…

କନକ ବ୍ୟୁରୋ : ତାଲାବନ୍ଦ ହଟିବା ପରେ ହୋଟେଲ ରେଷ୍ଟୁରାଣ୍ଟ ଖୋଲିଛି । ହେଲେ ହୋଟେଲ ରେଷ୍ଟୁରାଣ୍ଟ ଖାଲି ଖାଲି ପଡୁଛି । କରୋନା ଭୟରେ ଲୋକେ ଖାଇବାକୁ ଆସୁ ନାହାନ୍ତି । ଏମିତି ଦୃଶ୍ୟ ଓଡିଶାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଅନ୍ୟପଟେ ବେପାର ମାନ୍ଦା ପଡୁଥିବାରୁ ହୋଟେଲ,…