Daily Archives

November 9, 2020

ସମ୍ବଲପୁରରେ ପୁଣି ଲୁଟେରାଙ୍କ ଆତଙ୍କରାଜ । ବନ୍ଧୁକ ଦେଖାଇ ୟୁନିୟନ ବ୍ୟାଙ୍କ୍ ଗାଡିରୁ ଲୁଟିନେଲେ ୩୫ ଲକ୍ଷ ଟଙ୍କା । 

କନକ ବ୍ୟୁରୋ : ସମ୍ବଲପୁରରୁ ଟଙ୍କା ନେଇ ଫେରୁଥିବା ୟୁନିୟନ ବ୍ୟାଙ୍କ ଲଇମୁରା ଶାଖା ଗାଡ଼ିରୁ ଦୁର୍ବୃତ୍ତମାନେ ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ସୋମବାର ସଂଧ୍ୟାରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା ଥାନା ଅନ୍ତର୍ଗତ…

ବେଆଇନ କାଗଜପତ୍ର ଜରିଆରେ ପାକିସ୍ତାନ ଯିବା ପଡିଲା ମହଙ୍ଗା, ଗୁପ୍ତଚର ସନ୍ଦେହରେ ୮ ବର୍ଷ ଜେଲରେ ରହିବା ପରେ ଭାରତ…

କନକ ବ୍ୟୁରୋ : ଶାମସୁଦ୍ଦିନ୍‌ ନାମକ ଜନୈକ ଭାରତୀୟ ନାଗରିକଙ୍କୁ ଗୁପ୍ତଚର ସନ୍ଦେହରେ ପାକିସ୍ତାନ ଦୀର୍ଘ ୮ ବର୍ଷ କାଳ ବନ୍ଦୀକରି ରଖିବା ପରେ ଶେଷରେ ମୁକ୍ତ କରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ପ୍ରକାଶ, ପାକିସ୍ତାନ କର୍ତ୍ତୃପକ୍ଷ ତାଙ୍କୁ ଭାରତୀୟ ଗୁପ୍ତଚର ସନ୍ଦେହରେ ଗିରଫ କରିବା ପରେ…

ପୁରୁଣା ଇତିହାସ ଭାଙ୍ଗିଲା ଆମେରିକା ନିର୍ବାଚନ । ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ । ଖର୍ଚ୍ଚ…

କନକ ବ୍ୟୁରୋ : ଆମେରିକାର ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ସବୁଠାରୁ ବ୍ୟୟ ବହୁଳ ନିର୍ବାଚନ ହୋଇଛି । ଏକ ଅନୁଧ୍ୟାନକାରୀ ସଂସ୍ଥାର ଦାବି ଅନୁସାରେ ଏହି ନିର୍ବାଚନରେ ପ୍ରାୟ ୧୪ ଆରବ ଡଲାର ବା ୧ ଲକ୍ଷ ୩୬ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ସର୍ବକାଳିନ ରେକର୍ଡ । ଚଳିତ ବର୍ଷର…

ଖୁସି ଖବର ଦେଲା ଗଞ୍ଜାମ । ପରୀକ୍ଷା ହୋଇଥିବା ସବୁ ନମୂନା ନେଗେଟିଭ । ୩୫୯୭ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଗୋଟିଏ ବି…

କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ଭଲ ଖବର । ଧିରେ ଧିରେ ଶୀତ ବଢୁଥିବା ବେଳେ ଶୀତଦିନେ ସଂକ୍ରମଣ ବଢିବା ନେଇ ଯେଉଁ ଭୟ ରହିଥିଲା ସେହି ଭାଇରସର ଭୟ ଭିତରେ ଗଞ୍ଜାମରୁ ଆସି ଭଲ ଖବର । ୨୪ ଘଣ୍ଟାରେ ହୋଇଥିବା ସମସ୍ତ ଆଣ୍ଟିଜେନ ଟେଷ୍ଟରେ ସବୁ ନେଗେଟିଭ ଆସିଛି । କୌଣସି ଗୋଟିଏ ବି ପଜିଟିଭ ଆସିନି…

ରଜ୍ୟ ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧ ହଜାର ୫୨୧ ଆକ୍ରାନ୍ତ 

କନକ ବ୍ୟୁରୋ : ରାଜ୍ୟରେ ଆଜି କରୋନାରୁ ୧ ହଜାର ୫୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୯ ହଜାର ୬୮୯କୁ ବୃଦ୍ଧି ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ…

ଭୁବନେଶ୍ୱର ମଧୁ ମଣ୍ଡଳଙ୍କୁ ମିଳିଲା କୃତ୍ରିମ ହାତ । ହାତରେ ପିଇଲେ ଚା’, ଝିଅ ସହ ମିଳାଇଲେ ହାତ । ବାଣ ନୁହେଁ ହସ…

କନକ ବ୍ୟୁରୋ : ଆଲୋକର ଏହି ପର୍ବରେ ଲୋକଙ୍କ ମୁହଁରେ ହସ ଫୁଟାଇବାକୁ ଆମେ ଆହ୍ୱନ ଦେଇଥିଲୁ । ଦୁର୍ଘଟଣାର ଶିକାର ହୋଇ ଦୁଇ ହାତ ହରାଇବା ପରେ ପରିବାର ଚଳାଇବା ପାଇଁ କିପରି ଜଣେ ଯୁବକଙ୍କ ସଂଘର୍ଷର କାହାଣୀ, ତାହା ଆମେ ଦେଖାଇଥିଲୁ । ଏ କାହାଣୀ ଦେଖିବା ପରେ ରେଡ ସ୍ୱସ୍ତିକ ସଂଗଠନ ସହାୟତାର…