Daily Archives

November 13, 2020

ବଦଳିଲେ ବିଜେପି ଓଡ଼ିଶା ପ୍ରଭାରୀ । ଅରୁଣ ଗଲେ ପୁରନ୍ଦେଶ୍ୱରୀ ଆସିଲେ, ବୈୟଜନ୍ତଙ୍କୁ ଦିଲ୍ଲୀ-ଆସାମ ଓ ସମ୍ବିତଙ୍କ…

କନକ ବ୍ୟୁରୋ: ଓଡ଼ିଶା ସମେତ ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ଘୋଷଣା କଲା ପ୍ରଭାରୀ ଓ ସହ ପ୍ରଭାରୀ ତାଲିକା । ଓଡ଼ିଶାର ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ବଦଳରେ ଡି. ପୁରନ୍ଦେଶ୍ୱରୀ ହେଲେ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ । ଏହାସହ ରାଜ୍ୟ ବିଜେପିର ସହ ପ୍ରଭାରୀ ଦାୟିତ୍ୱ ତୁଲାଇବେ…

କୌନ ବନେଗା କରୋଡପତିରେ କୋଟିଏ ଜିତିଲେ ଆଇପିଏସ ଅଧିକାରୀ ମୋହିତା ଶର୍ମା । ୭ କୋଟ ପ୍ରଶ୍ନ ଶୁଣି, ରିସ୍କ ନନେଇ ଖେଳରୁ…

କନକ ବ୍ୟୁରୋ : ଆଇପିଏସ ଅଫିସର ମୋହିତା ଶର୍ମା । କୌନ ବନେଗା କରୋଡପତି ଦ୍ୱାଦଶତମ ସିଜିନର ଦ୍ୱିତୀୟ କୋଟିପତି । ମୋହିତ ଶର୍ମା ହେଉଛନ୍ତି କୌନ ବନେଗା କରୋଡପତି, ଚଳିତ ସିଜିନରେ ଦ୍ୱିତୀୟ ପ୍ରତିଦ୍ୱନ୍ଦି, ଯିଏକି କୋଟିଏ ଟଙ୍କା ପାଇଁ ଥିବା ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସଫଳତା ପାଇଛନ୍ତି ।…

ସୀମାରେ ବଡ଼ ଧରଣର ସଂଘର୍ଷ : ସିଜ୍ ଫାୟାର ଉଲଂଘନ ପରେ ଭାରତୀୟ ସେନାର କଡ଼ା ଜବାବ । ପ୍ରତି-ଆକ୍ରମଣରେ ଟଳି ପଡ଼ିଲେ ୮ ପାକ୍…

କନକ ବ୍ୟୁରୋ : ପାକିସ୍ତାନକୁ ମହଙ୍ଗା ପଡିଲା ସୀମାରେ ଅସ୍ତ୍ରବିରତି ଉଲଂଘନ । ପାକିସ୍ତାନ ସୀମାରେ ଥିବା ବଙ୍କର ଧ୍ୱଂସ କରିବା ସହ ୮ ପାକିସ୍ତାନୀ ଯବାନଙ୍କୁ ନିପାତ କରିଛି ଭାରତୀୟ ସେନା । ଉତ୍ତର ଜମ୍ମୁକାଶ୍ମୀରର ଏଲଓସିକୁ ଲାଗି ରହିଥିବା ତିନୋଟି ସେକ୍ଟରରେ ପାକିସ୍ତାନୀ ଯବାନମାନେ…

ସୁପ୍ରିମକୋର୍ଟଙ୍କୁ ସମାଲୋଚନା କରିବା ମାମଲାରେ ବିଚାରପତିଙ୍କୁ କୁନାଲ କାମ୍ରାଙ୍କ ଖୋଲା ଚିଠି । କହିଲେ, କ୍ଷମା…

କନକ ବ୍ୟୁରୋ : ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବା ନେଇ ପ୍ରଶ୍ନ ଉଠାଇଥିଲେ ହାସ୍ୟାଭିନେତା କୁନାଲ କାମରା । ସିରିଜ୍ ଟ୍ୱିଟ କରି ପ୍ରଶ୍ନ ଉଠାଇଥିଲେ । ଏହାକୁ ବିରୋଧ କରି କୁନାଲଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ରୁଜୁ କରିବାକୁ…

ଚର୍ଚ୍ଚାରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଆତ୍ମଜୀବନୀ । ଓବାମାଙ୍କ ନଜରରେ ରାହୁଲ ରାଜନୀତିରେ ଜଣେ…

କନକ ବ୍ୟୁରୋ : ଆମେରିକାରେ ପ୍ରାୟ ଦୁଇ ମାସ ଲାଗି ରହିଥିବା ନିର୍ବାଚନୀ ମାହୋଲ ଏବେ ଧିରେ ଧିରେ କମ ହେବାରେ ଲାଗିଛି  । ଏଭଳି ସମୟରେ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଏକ ନୂଆ ବହି ଉନ୍ମୋଚିତ ହୋଇଛି । ରାଷ୍ଟ୍ରପତି ପଦରୁ ବିଦାୟ ନେବା ପରେ ଓବାମା ତାଙ୍କ ଆତ୍ମକଥା ଏ ପ୍ରୋମିଜ୍ଡ…

ନାସାର ହ୍ୟୁମାନ ରୋଭର ଚାଲେଞ୍ଜରେ ଭାଗନେବେ ଓଡିଆ ଛାତ୍ର । ଦଶ ଜଣିଆ ଟିମକୁ ମନୋନୀତ କଲା ନାସା

କନକ ବ୍ୟୁରୋ : ନାସାର ହ୍ୟୁମାନ ରୋଭର ଚାଲେଞ୍ଜରେ ଭାଗନେବେ ଓଡିଆ ପିଲା । ତେଣୁ ପ୍ରଥମଥରପାଇଁ ଓଡିଶାର ଏହି ଦଶଜଣିଆ ଟିମର ଡିଜାଇନ ନାସା ଦ୍ୱାରା ମନୋନୀତ ହୋଇଛି । ଅପ୍ରେଲ ୨୦୧୦ରେ ଓଡିଶାର ସ୍କୁଲ ଓ ଆଇଆଇଟି ଛାତ୍ର ମାନଙ୍କର ଏହି ଟିମ ଆଲବାମାର ହଂଟସଭିଲରେ ନାସା ହ୍ୟୁମାନ ରୋଭର ଚ୍ୟାଲେଂଜରେ…