କର ବା ମର ମ୍ୟାଚରେ ସନରାଇଜର୍ସର ଶାନଦାର୍ ବିଜୟ । ୫ ୱିକେଟରେ ବାଙ୍ଗାଲୋରକୁ ହରାଇ ଫ୍ଲେଅଫ୍ସ ପାଇଁ ଆଶା ସଂଚାର କଲା…
କନକ ବ୍ୟୁରୋ: ଆରସିବିକୁ ଅଡୁଆରେ ପକାଇଲା ସନରାଇଜର୍ସ ହାଇଦ୍ରାବାଦ । ୫ ୱିକେଟରେ ବିଜୟ ହାସଲ କରି ଫ୍ଲେ-ଅଫ୍ସକୁ କେଉଁ ଦଳ ଯିବ ସସପେନ୍ସ ବଢ଼ାଇଲା । ତେବେ ପ୍ରଥମେ ଟସ୍ ଜିଣି କୋହଲୀ ବାହିନୀକୁ ଘାତକ ବୋଲିଂରେ ଘାଇଲା କରିଥିଲା ସନରାଇଜର୍ସ । ଫଳରେ ଆରସିବି ୭ ୱିକେଟ୍ ହରାଇ ମାତ୍ର ୧୨୦ ରନ୍…