Daily Archives

November 6, 2020

ପଶ୍ଚିମବଙ୍ଗ ଉପରେ ଅମିତ ଶାହଙ୍କ ଆଖି । ନିର୍ବାଚନକୁ ୬ମାସ ବାକି, ଏବେଠୁ ପ୍ରସ୍ତୁତି କଲାଣି ବିଜେପିର ଶୀର୍ଷ ନେତୃତ୍ୱ…

କନକ ବ୍ୟୁରୋ : ଟାର୍ଗେଟ ପଶ୍ଚିମବଙ୍ଗରେ ମୋଦୀ ସରକାରଙ୍କ ଚାଣକ୍ୟ ଅମିତ ଶାହ । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୬ମାସ ବାକି ଅଛି । କିନ୍ତୁ ବିଜେପିର ଶୀର୍ଷ ନେତୃତ୍ୱ ଏବେଠାରୁ ଗଡ ଜିତିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏବେ ଠାରୁ ନିର୍ବାଚନୀ ବିଗୁଲ ବଜାଇ ସାରିଛନ୍ତି…

କିଏ ବନିବେ ଆମେରିକାର ୪୬ତମ ରାଷ୍ଟ୍ରପତି । ଜୋ ବାଇଡେନଙ୍କ ଉପରେ ସାରା ବିଶ୍ୱର ନଜର । ୨୮ବର୍ଷ ପରେ ବଦଳିପାରେ ଇତିହାସ

କନକ ବ୍ୟୁରୋ : ୭୦ବର୍ଷର ଟ୍ରମ୍ପ ଓ ୭୭ବର୍ଷର ବାଇଡେନ, କିଏ ବନିବେ ଆମେରିକାର ୪୬ତମ ରାଷ୍ଟ୍ରପତି । ମତଦାନର ୩ଦିନ ପରେ ବି କେତେକ ରାଜ୍ୟରେ ସରିନାହିଁ ଭୋଟ ଗଣତି । ତଥାପି ଦୀର୍ଘ ୨୮ବର୍ଷ ପରେ ଇତିହାସ ବଦଳିଲା ଭଳି ଦେଖାଯାଉଛି । କାରଣ ୪ବର୍ଷ କ୍ଷମତାରେ ଥିବା ରିପବ୍ଲିକାନ ରାଷ୍ଟ୍ରପତିଙ୍କୁ…

ଭୁବନେଶ୍ୱର ପଳାଶୁଣି ଅଞ୍ଚଳରୁ ବନ୍ଦୀ ଅବସ୍ଥାରେ ଉଦ୍ଧାର ପରେ ବୃଦ୍ଧାଶ୍ରମ ଗଲେ ବୃଦ୍ଧ । କହିଲେ, ସମ୍ପତି ଲାଗି ମଝିଆ…

କନକ ବ୍ୟୁରୋ : ଜନ୍ମକଲା ପୁଅ ଯେବେ ଯାତନା ଦେଲା । ଖାଇବା-ପିଇବାରେ କଟକଣା ଲଗାଇ, ପାଇଖାନା ଭିତରେ ଅପରାଧୀ ଭଳି ବନ୍ଦୀ କରି ରଖିଲା । ସେହି ବାପା ମୁକ୍ତି ପାଇଲା ପରେ ଆଉ କେଉଁ ମୁହଁରେ ବା କେଉଁ ସାହାସରେ ଆଉ ପୁଅ ପାଖରେ ଆଶ୍ରା ନେଇଥାନ୍ତା । ପରିଣତ ବୟସରେ ବୃଦ୍ଧାଶ୍ରମକୁ ନିଜର ଠିକଣା…

ହାଇଦ୍ରାବାଦ ବୋଲରଙ୍କ ଘାତକ ବୋଲିଂ । ୧୩୧ ରନ କଲା ବାଙ୍ଗାଲୋର । ହାଇଦ୍ରାବାଦ ଆଗରେ ୧୩୨ ରନ ଟାର୍ଗେଟ

କନକ ବ୍ୟୁରୋ : ଆଜିର ମ୍ୟାଚରେ ହାଇଦ୍ରାବାଦ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ମାତ୍ର ୧୩୧ ରନ କରିବାରେ ସକ୍ଷମ ହୋଇଛି । ଏବେ ହାଇଦ୍ରାବାଦ ଆଗରେ ୧୩୨ ରନ ଟାର୍ଗେଟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲରଙ୍କୁ ସାମ୍ନା କରିବାକୁ…

ରାଜଧାନୀ ଏଟିଏମ ଲୁଟର ପର୍ଦ୍ଦାଫାସ କଲା ପୋଲିସ୍ । ଲୁଟ ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ 

କନକ ବ୍ୟୁରୋ : ଏଟିଏମ ତାଡି ଟଙ୍କା ଗାଏବ କରିଦେଲେ ଲୁଟେରା । ଯାହାକୁ ନେଇ ରାଜଧାନୀରେ ଖେଳିଗଲା ଚାଂଚଲ୍ୟ । କିଏ , କେମିତି ଓ କେଉଁ ଉପାୟରେ ଏଟିଏମକୁ କଳାକନା ବୁଲାଇଲା ତାର ସୁରାକ ବି ପାଇନଥିଲା ପୋଲିସ୍ । ଲୁଟେରାଙ୍କୁ ଧରିବା ପାଇଁ ଦାୟିତ୍ୱ ନେଲା ସ୍ପେଶାଲ ସ୍କାର୍ଡ । ଶୁକ୍ରବାର ଏଟିଏମ…

ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଆଶ୍ୱସ୍ତିି । ଶନିବାର ପୁଣି ହେବ ତାଙ୍କ ଜାମିନ…

କନକ ବ୍ୟୁରୋ : ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିବା ପରେ ବୁଧବାର ସଂଧ୍ୟାରେ ଅଲିବାଗ କୋର୍ଟରେ ହାଜର କରିଥିଲା ପୁଲିସ । ପୋଲିସର ବ୍ୟବହାର ଓ ନିର୍ଯାତନା ନେଇ ଦିନ ତମାମ ହାଇଡ୍ରାମା ଚାଲିଥିବା ବେଳେ ଅଲିବାଗ କୋର୍ଟରେ ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ।…